କୋଷାଗୁମୁଡ଼ା ହତ୍ୟା ଘଟଣାରେ ୨ଗିରଫ – ଦୁଷ୍କର୍ମ ନୁହେଁ, ଏକତରଫା ପ୍ରେମ ଯୋଗୁଁ ହୋଇଥିଲା ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର କୋଷାଗୁମୁଡ଼ା ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାର ୨୦ ଦିନ ପରେ ପୋଲିସକୁ ମିଳିଛି ସଫଳତା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଏହାସହ ନାବାଳିକାକୁ...

ମଣିଷ ମୃତଦେହ ଝୁଣି ଖାଉଛନ୍ତି କୁକୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ସଦର ମହକୁମାରେ ଘଟିଛି ଏକ ଅଭାବନୀୟ ଘଟଣା। ନବରଙ୍ଗପୁର ସ୍ଥିତ କୁସୁମଝର ଡ୍ୟାମ ନିକଟରେ ଏକ ମଣିଷର ଶବକୁ ଝୁଣି ଖାଉଛନ୍ତି କୁକୁର। ଏନେଇ ପ୍ରଶାସନ ନିକଟରେ କୌଣସି ଖବର...

ନବରଙ୍ଗପୁରରେ ଜିଲ୍ଲାରେ ଖୋଲିଲା ପ୍ରଥମ ମାଣ୍ଡିଆ ମଣ୍ଡି

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ଖୋଲିଲା ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି। ଗୁରୁବାର ଜିଲ୍ଲା କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିଣ ବଜାର କମିଟ ପ୍ରାଙ୍ଗଣରେ ଏହାକୁ ଉଦଘାଟନ କରିଛନ୍ତି...

ଆସିଲା କୋଷାଗୁମୁଡ଼ା ପୋଷ୍ଟମର୍ଟମ ରିପୋର୍ଟ – ‘‘ଦୁଷ୍କର୍ମର କୌଣସି ପ୍ରମାଣ ନାହିଁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ଆସିଛି ନୂଆ ଟୁଇଷ୍ଟ। ପ୍ରାୟ ୧୫ ଦିନ ପରେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଏହି ପୋଷ୍ଟମର୍ଟମ ରିପୋର୍ଟରେ ଯେଉଁ ତଥ୍ୟ ଆସିଛି...

ନବରଙ୍ଗପୁର ଦୁଷ୍କର୍ମ ଓ ହତ୍ୟା ମାମଲା – ଦୁଷ୍କର୍ମ ହୋଇନି, କେବଳ ହତ୍ୟା କରାଯାଇଛି!

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆମୋଡ଼ ନେଇଛି ନବରଙ୍ଗପୁର କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା। ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ପ୍ରମାଣ ମିଳିନାହିଁ। ପୀଡ଼ିତାଙ୍କୁ କେବଳ ହତ୍ୟା କରାଯାଇଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି। ପୀଡ଼ିତାଙ୍କ...

ବିବାଦୀୟ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁ’ରେ ଏତଲା  

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁରର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁ’ରେ ଥାନାରେ ଏତଲା ଦେଲା ପୋଲିସ। ଗୁରୁବାର ବିବାଦୀୟ ମନ୍ତବ୍ୟ ଦେଇଥିବା କାରଣରୁ ଥାନାରେ ଏନେଇ ନିଜ ଆଡୁ ଏତଲା...

ହିଂସାକୁ ଉସ୍‌କେଇଲେ କଂଗ୍ରେସ ନେତା – ‘‘ପେଟ୍ରୋଲ-ଡିଜେଲ ପ୍ରସ୍ତୁତ ରଖ, ନିର୍ଦ୍ଦେଶ ଗଲେ ନିଆଁ ଲଗାଇ ଦେବ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖ। ନିର୍ଦ୍ଦେଶ ଗଲେ ସିଧା ନିଆଁ ଲଗାଇ ଦେବ। ଯାହା ହେବ ଦେଖାଯିବ’’ – କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ଏହି ଫୋନ୍‌କଲ୍‌ ରାଜ୍ୟ ରାଜନୀତିରେ ଝଡ଼...

ନବରଙ୍ଗପୁର: ଫେବ୍ରୁଆରି ୧ରୁ ଆରମ୍ଭ ହେବ ସାହିତ୍ୟ ମହାକୁମ୍ଭ ‘କାକର’

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ଓ ଛତିଶଗଡ଼ ଜିଲ୍ଲାର ଚିତ୍ରକୁଟଠାରେ ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଆରମ୍ଭ ହେବ ସାହିତ୍ୟ ମହୋତ୍ସବ 'କାକର'। ଏହା ୨୦୨୦ ଫେବ୍ରୁଆରି ୧ ଓ ୨ ତାରିଖ...

ନବରଙ୍ଗପୁରରେ ବନ୍ଦ ବେଳେ ଜାଳି ଦେଲେ କାର୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ବନ୍ଦ ବେଳ ଦେଖିବାକୁ ମିଳିଛି ହିଂସା। କଂଗ୍ରେସ କର୍ମୀମାନେ ବନ୍ଦ ବେଳେ ଏକ କାର୍‌ ଜାଳି ଦେଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଡ଼ିପିସି ଅଫିସ ସାମ୍ନା ୨୬ ନମ୍ଵର ଜାତୀୟ...

ଦୁଷ୍କର୍ମକାରୀକୁ ଗିରଫ ଦାବିରେ କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ଡାକରା

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର: କୋଷାଗୁମୁଡ଼ା ବ୍ଲକ୍‌ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ନାବାଳିକା ଗଣଦୁଷ୍କର୍ମକାରୀଙ୍କୁ ଗିରଫ ଦାବିରେ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଇଛି। ପୂର୍ବତନ ସାଂସଦ ତଥା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି...