ଟେରାକୋଟା ଶିଳ୍ପକୁ ଜୀବିକା କରିଛନ୍ତି ନବରଙ୍ଗପୁରବାସୀ, ମାସକୁ ରୋଜଗାର କରୁଛନ୍ତି ୧୬ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରର ଗୌରାଙ୍ଗ ପାତ୍ର): ମାଟି ହେଉଛି ଆମ ସମସ୍ତଙ୍କର ମାଆ। ସମସ୍ତଙ୍କୁ ନିଜର କୋଳରେ ସ୍ଥାନ ଦେଇଥିବା ଏହି ମାଆ ଆଜି ବହୁ ପରିବାରକୁ ଜୀବିକା ମଧ୍ୟ ଯୋଗାଇପାରିଛି। ମାଟିରେ ଟେରାକୋଟା ପ୍ରସ୍ତୁତ...
ନବରଙ୍ଗପୁରରୁ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ, ୨ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଆଇନ ନିଶା କାରବାର ପାଇଁ ରାଜ୍ୟର ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି ଅପରାଧୀମାନେ। ଶନିବାର ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଉପରେ ଚଢ଼ାଉ କରାଯାଇ...
ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଚର୍ଚ୍ଚାରେ ଡାବୁଗାଁ ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପୁଣିଥରେ ଚର୍ଚ୍ଚାର ଘେରକୁ ଆସିଛନ୍ତି। ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ମାନବତାର ପରିଚୟ ଦେଇଛନ୍ତି ବିଧାୟକ ମନୋହର ରନ୍ଧାରୀ।
ଗୁରୁବାର ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ପଞ୍ଚାୟତ...
ନବରଙ୍ଗପୁରରେ ଖୋଲିଲା ଧାନମଣ୍ଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁରରେ ଖୋଲିଲା ଧାନ ଓ ମାଣ୍ଡିଆ ମଣ୍ଡି। ନବରଙ୍ଗପୁର ମୁଖ୍ୟ ବଜାର ପରିସରରେ ଜିଲ୍ଲା ସ୍ତରୀୟ ମଣ୍ଡିର ଉଦ୍ଘାଟନ ହୋଇ ଯାଇଛି। ଉଦ୍ଘାଟନ ସମୟରେ ଡାବୁଗାଁ ବିଧାୟକ ମନୋହାର ରନ୍ଧାରୀ, ନବରଙ୍ଗପୁର...
ନବରଙ୍ଗପୁରରେ ସରିଲା ଦୁଇଦିନିଆ ‘‘ଜିଲ୍ଲା ଯୁବ ଉତ୍ସବ ୨୦୧୯’’
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ସ୍ଥାନୀୟ ସାଇ କଲ୍ୟାଣୀ ମଣ୍ଡପଠାରେ ଦୁଇଦିନିଆ ''ଜିଲ୍ଲା ଯୁବ ଉତ୍ସବ ୨୦୧୯'' ଶେଷ ହୋଇଛି। ନଭେମ୍ବର ୨୬ ଓ ୨୭ ଦୁଇ ଦିନ ଧରି ଏହି...
ବେଆଇନ୍ ବାଲି ଉଠାଣ ବେଳେ ଚଢ଼ାଉ କଲା ପ୍ରଶାସନ, ୭ଟି ଟ୍ରାକ୍ଟର ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର: ବାଲି, ପଥର ଚୋରା ଚାଲାଣ ବେଳେ ଧରା ପଡ଼ିଲା ୭ଟି ବାଲି ଟ୍ରାକ୍ଟର। ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ସୋମବାର ଚୋରା ଚାଲାଣ ହେଉଥିବା ବାଲି ଓ ପଥର ଭର୍ତ୍ତି...
ନବରଙ୍ଗପୁରରେ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୦ତମ ଜୟନ୍ତୀ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ନବରଙ୍ଗପୁର ଜିଲ୍ଲା ସଦର ମହାକୁମାସ୍ଥିତ ଲକ୍ଷ୍ମଣ ନାୟକ ବିଦ୍ୟାମନ୍ଦିରଠାରେ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ...
ବିନା ଟେଣ୍ଡରରେ ଚାଲିଛି ପାହାଡ଼ ଖୋଳା, ପ୍ରଶାସନ ଚୁପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର: ପ୍ରକୃତିର ସୃଷ୍ଟି ପାହାଡ଼ ପର୍ବତ ଏବେ ଠିକାଦାରଙ୍କ କବଳରେ। ବିନା ଟେଣ୍ଡରରେ ପାହାଡ଼ଗୁଡ଼ିକ ଖୋଳି ଦିଆଯାଉଛି। ପ୍ରାକୃତିକ ସମ୍ପଦକୁ ଉଜାଡ଼ି ଠିକାଦାର ମାଲାମାଲ ହେଉଛନ୍ତି। ସରକାର ରାଜସ୍ୱ ହରାଉଛନ୍ତି। ରାଜସ୍ୱ...
ସରୁନି ଇନ୍ଦ୍ରାବତୀ ନଦୀ ବନ୍ଧ ଯୋଜନାରେ ବିସ୍ତାପିତଙ୍କ ଦୁଃଖ – ଜଙ୍ଗଲରେ କଟୁଛି ଜୀବନ
ଓଡ଼ଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ନଦୀ ବନ୍ଧ ଯୋଜନା ଦ୍ଵାରା ବିସ୍ତାପିତ ହୋଇ ଅନେକ ପରିବାର ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ବିସ୍ତାପିତ ହେବାର ୩୦...
ନବରଙ୍ଗପୁର ମିଡିଆ ୟୁନିୟନ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓୟୁଜେ ଅନୁବନ୍ଧିତ ନବରଙ୍ଗପୁର ଜିଲ୍ଲା ମିଡିଆ ୟୁନିୟନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ସୁଶାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ...





















