ରାଜ୍ୟରେ ଆଉ ୨୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ୨୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ ପଜିଟିଭ୍ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୯୬୨କୁ ବୃଦ୍ଧି ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା।...

ଖୋଲିଲା ହୀରାକୁଦ ଗେଟ, ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ

ଓଡ଼ିଶାଲାଇଭ୍ ବ୍ୟୁରୋ ହୀରାକୁଦ ଜଳଭଣ୍ଡାରର ଖୋଲିଲା ପ୍ରଥମ ଗେଟ୍। ଉପର ମୁଣ୍ଡରେ ବର୍ଷା କାରଣରୁ ବନ୍ୟାଜଳ ନିଷ୍କାସନ ପାଇଁ ଆଜି ପ୍ରଥମ କରି ଗେଟକୁ ଖୋଲାଯାଇଛି। ପାରମ୍ପରିକ ପୂଜା ପରେ ଆଜି ୭ ନମ୍ବର ଗେଟକୁ...

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଆ ଖେଳାଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବୁ ରାଜ୍ୟ ପରି ଓଡ଼ିଶାରୁ ମଧ୍ୟ କିଛି ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଓଡ଼ିଶାରୁ ଖୁବ କମ୍‌ କ୍ରିକେଟର ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଯେଉଁମାନେ ବି ଖେଳିଛନ୍ତି ବେଶି ସମୟ କ୍ରିକେଟକୁ...

କରୋନା କଟକଣା – ଏଣିକି ନୟାଗଡ଼ରେ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲାରହିବ ଦୋକାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନ ୧ଟା ପରେ ଦୋକାନ ବଜାର ବନ୍ଦ ୨୪ ଘଣ୍ଟା ଖୋଲା ରହିବ ଔଷଧ ଦୋକାନ ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲା ରହୁଥିଲା ଦୋକାନ ନୟାଗଡ଼: କରୋନା...

ପୁରୀରେ ଭକ୍ତ ଶୂନ୍ୟ ରଥଯାତ୍ରା ପାଇଁ ଶ୍ରେୟ କାହାର? ବିଜେପି ଜପୁଛି ମୋଦୀ, ଶାହଙ୍କ ନାଁ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସୋସିଆଲ ମିଡିଆରେ ରଥଯାତ୍ରାକୁ ନେଇ ବିଜେପି କରୁଛି କ୍ୟାମ୍ପେନ। ମୋଦୀ, ଶାହଙ୍କୁ ପ୍ରଶଂସା। ରାଜ୍ୟ ସରକାରଙ୍କୁ ସମାଲୋଚନା। ପବିତ୍ର ଶ୍ରୀଗୁଣ୍ଡିଚାରେ ନୂଆ ଇତିହାସ ସୃଷ୍ଟି କରିଛି ଓଡ଼ିଶା। ଭକ୍ତ ଶୂନ୍ୟ ବଡ଼ଦାଣ୍ଡରେ...

କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ କରୋନା – ଇମର୍ଜେନ୍ସୀ ୱାର୍ଡ ସିଲ୍‌, ଆଇସୋଲେସନରେ ଡାକ୍ତର ଓ ନର୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ପରେ ଗୋଟିଏ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତକାଲି ଭୁବନେଶ୍ୱରର ବ୍ଲୁ ହୁଇଲ ହସ୍ପିଟାଲରୁ ୨୭ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି କଟକ ଆଚାର୍ଯ୍ୟ ହରିହର କର୍କଟ...

କରୋନା ବେଳେ ଘରକୁ ବନ୍ଧୁ ବାନ୍ଧବଙ୍କୁ ଡାକନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଏବେ ବିଶ୍ୱର ତୃତୀୟ କରୋନା ଆକ୍ରାନ୍ତ ଦେଶ ହେବାର ସମ୍ଭାବନା ରହିଛି। ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ଜୁଲାଇ ଶେଷ ବେଳକୁ ଆମ ଦେଶ ଏବଂ ରାଜ୍ୟର...

ଆଡ଼ପ ମଣ୍ଡପ ବିଜେ ଆରମ୍ଭ – ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରମ୍ଭ ହେଲା ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ। ଗୋଟି ପହଣ୍ଡି କରି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଛି। ପରେ ୩ ଠାକୁର...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୫ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ୍‌ ୪ ହଜାର ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର...

କରୋନା ସଙ୍କଟ – ଘରେ ଏବେ ବୟସ୍କମାନଙ୍କ ଅଧିକ ଯତ୍ନ ନିଅନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୟସ୍କମାନଙ୍କର ଯତ୍ନ ନେବାକୁ ରାଜ୍ୟ ସରକାର ଦେଲେ ପରାମର୍ଶ। କରୋନା ମହାମାରୀର ଆତଙ୍କ ଏବେ ବଢ଼ି ଚାଲିଛି। ଭାରତ ଏବଂ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଯେଉଁ...