୫ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କଟକ, ଯାଜପୁର,...

ଧାନ ମଣ୍ଡିକୁ ନେଇ ଗୃହରେ ତାତି: ହଙ୍ଗାମା କଲେ ବିରୋଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଆରମ୍ଭରୁ ଗୃହରେ ହୋହାଲ୍ଲା କରିଛନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭରୁ ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ କଂଗ୍ରେସ ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ। ହାତରେ ପ୍ଲା କାର୍ଡ ଧରି ଗୃହ ମଧ୍ୟ...

ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜ୍ୟସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ। ମାର୍ଚ୍ଚ ୨୬ରେ ନିର୍ବାଚନ ହେବ। ୧୭ଟି ରାଜ୍ୟର ମୋଟ୍‌ ୫୫ଟି ଆସନ ପାଇଁ ହେବ ନିର୍ବାଚନ। ଏନେଇ ମାର୍ଚ୍ଚ ୬ରେ ବିଧିବଦ୍ଧ ବିଜ୍ଞପ୍ତି...

ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ୧୭ ଜିଲ୍ଲାରେ ବଜ୍ରପାତ ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ବହିବା ସହ ବର୍ଷା ହୋଇଛି। ଏଭଳି ସ୍ଥିତି ଆଉ ଦୁଇ ଦିନ ଲାଗି ରହିବ। ଆଜି ସକାଳ ୮ଟା ସୁଦ୍ଧା ସୋନପୁରରେ...

ନୂଆଦିଲ୍ଲୀରେ ଟ୍ରମ୍ପ – ଜାଣନ୍ତୁ ଆଜିର ପୂରା ପ୍ରୋଗ୍ରାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନ। ନୂଆଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଆଜି ଯୋଗ ଦେବେ ଟ୍ରମ୍ପ। ଆସନ୍ତୁ ଜାଣିବା ଟ୍ରମ୍ପଙ୍କ ଆଜିର କାର୍ଯ୍ୟକ୍ରମ… ସକାଳ ୧୦ଟାରେ ଟ୍ରମ୍ପ ରାଷ୍ଟ୍ରପତି...

କେମିତି କରିବେ ଚିକେନ୍‌ ରସା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘରେ ଘରେ ଚିକେନ୍‌ ଖାଇବାକୁ ସମସ୍ତେ ଭଲ ପାଆନ୍ତି। ତେବେ ଆସନ୍ତୁ ଜାଣିବା ଚିକେନ୍‌ରେ ପ୍ରସ୍ତୁତ ଏକ ନୂଆ ଆଇଟମ୍‌ ଚିକେନ୍‌ ରସା। ଗ୍ୟାସ୍‌ରେ ଗୋଟେ କଡ଼େଇ ବସାଇବେ। ଏଥିରେ ୪ ଚାମଚ...

କେନ୍ଦ୍ରାପଡ଼ା ଜିଲ୍ଲାରେ ବାରାହା ଆକ୍ରମଣରେ ଦୁଇ ଜଣ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରାହା ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଖରିନାସୀ ପଞ୍ଚାୟତର ହରିଆବାଙ୍କ ଗାଁରେ। ଦୁଇଜଣ କୃଷକଙ୍କୁ ଗୋଡେଇ ଗୋଡେଇ ଝୁଣି ଲହୁଲୁହାଣ...

୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ ତହସିଲ କାର୍ଯ୍ୟାଳୟ କର୍ମଚାରୀ, ଗିରଫ କଲା ଭିଜିଲାନ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲାଞ୍ଚ ନେଲେ ୧ ହଜାର ଟଙ୍କା, ହେଲେ ପାଖରୁ ମିଳିଲା ୧୩ ଲକ୍ଷ ୧୦ ହଜାର ୬୯୫ ଟଙ୍କା। ଫଳରେ ଭିଜଲାନ୍ସ ହାତରେ ଧରାପଡି ଗିରଫ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା...

ବିଜେଡ଼ି ନେତ୍ରୀଙ୍କ ଆତ୍ମହୁତି ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

ଓଡ଼ିଶାଲାଇଭ୍‌ ବ୍ୟୁରୋ   କଟକ: ପୁଅ ପ୍ରତି ଅନ୍ୟାୟ ହୋଇଥିବା ପ୍ରତିବାଦରେ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ଘଟଣାକୁ ନେଇ ରାଜ୍ୟରେ...

ଆଉ ନାହିଁ ବାର୍ଡ ଫ୍ଲୁ ଡର – ଏଥର ଖାଇପାରିବେ ଅଣ୍ଡା, ଚିକେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ ନାହିଁ ବାର୍ଡ ଫ୍ଲୁ ଭୟ। ଏଣିକି ଭୁବନେଶ୍ଵରରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇପାରିବେ ଲୋକ। ଏନେଇ ଆଶଙ୍କା ଦୂର କରିବାକୁ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପରାମର୍ଶ ଦେଇଛି। ଭୁବନେଶ୍ଵରରେ...