ଜୀବନ ହାରିଲେ ବ୍ରହ୍ମପୁର ବିଜେଡି ନେତ୍ରୀ ମୀନାକ୍ଷୀ, ଏସପି ଅଫିସ ସାମ୍ନାରେ କରିଥିଲେ ଆତ୍ମହତ୍ୟା ଉଦ୍ୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁରର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କର ଗୁରୁବାର ମୃତ୍ୟୁ ଘଟିଛି। ଏସପି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମୀନାକ୍ଷୀ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ...

ଆଜିଠୁ ଓଡ଼ିଶା-ବେଙ୍ଗଲ ରଣଜୀ କ୍ଵାଟର ଫାଇନାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ରଣଜୀ କ୍ଵାଟର ଫାଇନାଲ ମ୍ୟାଚ। ଏହି ମ୍ୟାଚରେ ବିଜୟୀ ଦଳ ସେମିଫାଇନାଲରେ ପ୍ରବେଶ କରିବ। ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ଵପୂର୍ଣ୍ଣ...

ଏକ୍ସିମ୍‌ ବ୍ୟାଙ୍କରେ ବିଭିନ୍ନ ପଦବୀରେ ନିଯୁକ୍ତି – ଫେବ୍ରୁଆରି ୨୯ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏକ୍ସିମ୍‌ ବ୍ୟାଙ୍କରେ ବିଭିନ୍ନ ପଦବୀରେ ସମୁଦାୟ ୨୨ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପ୍ରକ୍ରିୟା ଫେବ୍ରୁଆରି ୭ରୁ ଆରମ୍ଭ ହୋଇ ୨୯ ଯାଏଁ ଜାରି ରହିବ।   ପଦବୀ ସଂଖ୍ୟା: ...

ଭାରତୀୟ ଖାଦ୍ୟ ନିଗମରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଖାଦ୍ୟ ନିଗମ (ଫୁଡ୍ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ) ରେ କେନ୍ଦ୍ର ସରକାର/ରାଜ୍ୟ ସରକାର/ପିଏସ୍‌ୟୁରୁ ଅବସର ନେଇଥିବା ସରକାରୀ କର୍ମଚାରୀମାନଙ୍କୁ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର୍‌/କନ୍‌ସଲ୍‌ଣ୍ଟାଣ୍ଟ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି...

ବାଙ୍କୀ ଡବଲ୍ ମର୍ଡର – ଦୁଇ ଜଣଙ୍କୁ ଗିରଫ କଲା ପୋଲିସ୍

ଓଡ଼ିଶାଲାଇଭ ବ୍ୟୁରୋ କଟକ: ବାଙ୍କୀ ଡବଲ୍ ମର୍ଡର ଘଟଣାରେ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ଅଭିଯୁକ୍ତମାନେ ହେଲେ ଖଜୁରୀପଦା ଗ୍ରାମର ଭାଗବତ ପ୍ରଧାନଙ୍କ ପୁଅ ବଳଭଦ୍ର ପ୍ରଧାନ ଓ ବାବାଜୀ...

ମାଟ୍ରିକ ପରୀକ୍ଷା – ପ୍ରଥମ ଦିନ କପି କରି ଧରାପଡ଼ିଲେ ୧୧୪ ପରୀକ୍ଷାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=Xy0_qz0fcVU&t=126s ପରୀକ୍ଷା ଦେଲେ ୫ ଲକ୍ଷ ୪୭ ହଜାର ୭୬୧ ପରୀକ୍ଷାର୍ଥୀ ଆରମ୍ଭରୁ ବିଭ୍ରାଟ ମାତୃଭାଷା ପ୍ରଶ୍ନପତ୍ର ଲିକ୍‌କୁ ଫାଙ୍କିଦେଲେ ବୋର୍ଡ କର୍ତ୍ତୃପକ୍ଷ ପରୀକ୍ଷା ପରେ ଲିକ୍‌ ହୋଇଥିବା ସଫେଇ ଜଣେ...

ବଦଳିଲା ରୋଲ୍ ନମ୍ବର, ହାତଲେଖା ଆଡମିଟ କାର୍ଡରେ ମାଟ୍ରିକ ପରୀକ୍ଷା ଦେଲେ ମଣ୍ଟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହସ୍ତକ୍ଷେପ ପରେ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେବାକୁ ଯାଉଥିବା କେନ୍ଦ୍ରାପଡ଼ା ଜିଲ୍ଲା ମଣ୍ଟୁ ମଳିକ ଦେଇଛନ୍ତି ମାଟ୍ରିକ ପରୀକ୍ଷା। ମଣ୍ଟୁଙ୍କୁ ମାଧ୍ୟମିକ ବୋର୍ଡ ପକ୍ଷରୁ ଏକ ନୂତନ...

ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ୨୫ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀ। ମୟୂରଭଞ୍ଜ ଜିଲ୍ଲାର ୨୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇପାରିନଥିବା ଜଣାପଡ଼ିଛି। ଆଜି ମୁକ୍ତ ବିଦ୍ୟାଳୟ ପିଲାଙ୍କର ଇଂରାଜୀ ପରୀକ୍ଷା ଥିବା...

ହିଟାଚି ହୋମ୍‌ ସୋରୁମ୍‌ ଭୁବନେଶ୍ୱରରେ ଉଦ୍‌ଘାଟିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବାପୁଜୀନଗରରେ ହିଟାଚି ହୋମ୍‌ ସୋରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ କମ୍ପାନିର ସିଏମଡି ଗୁରୁମିତ୍ ସିଂ ଏହି ସୋରୁମ୍‌କୁ ଉଦଘାଟନ କରିଥିଲେ। ନାସନାଲ୍ ହେଡ୍ (ସେଲ୍ସ) ରାଜେସ୍ୱର ଦୟାଲ, ଆଞ୍ଚଳିକ ମୁଖ୍ୟ...

ବିଧାନସଭାରେ ମିଳୁନି ସଠିକ୍ ଉତ୍ତର – ମନ୍ତ୍ରୀଙ୍କୁ ଘେରିଲେ ଶାସକ ଓ ବିରୋଧୀ ସଭ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାନସଭାରେ ପ୍ରଶ୍ନ ପଚରା ଯାଉଛି ଗୋଟେ, ହେଲେ ଉତ୍ତର ମିଳୁଛି ଆଉ ଗୋଟେ। ଏହାକୁ ନେଇ ବିଧାନସଭାରେ ହଙ୍ଗାମା ସୃଷ୍ଟି ହୋଇଛି। ବିରୋଧୀ ଦଳ ସରକାରଙ୍କୁ ଏହି ପ୍ରସଙ୍ଗକୁ ନେଇ ଘେରିଥିଲେ। ଆଜି...