ତପ୍ତପାଣି ଘାଟିରେ ଅଳ୍ପକେ ବର୍ତ୍ତିଲେ ୫୫ ବସ୍‌ ଯାତ୍ରୀ      

 ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ-ଗଜପତି ସୀମାନ୍ତ ଖେମୁଣ୍ଡିଖୋଲ ନିକଟ ତପ୍ତପାଣି ଘାଟିରେ ବିକ୍ରାନ୍ତ ନାମକ ଏକ ଘରୋଇ ବସ୍‌ ଏକ ସଂକୀର୍ଣ୍ଣ ପୋଲ ଉପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ପୋଲ ଉପରେ ଏକ ଟ୍ରକକୁ...

VSSUTରେ ବିଭିନ୍ନ ପଦବୀ ଲାଗି ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜୀ (VSSUT) ରେ ୧୨ ପଦବୀରେ ମୋଟ୍‌ ୩୩ଟି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନର ଶେଷ ତାରିଖ...

ସାଲିଆ ସାହି ବସ୍ତି ଉଚ୍ଛେଦକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର ସାଲିଆ ସାହି ବସ୍ତି ଉଚ୍ଛେଦକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଉଚ୍ଛେଦ ବେଳେ ପୋଲିସ ବସ୍ତିବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଥଇଥାନ ନକରାଯାଇ ଉଚ୍ଛେଦ କରାଯାଉଥିବାରୁ...

IIT ଭୁବନେଶ୍ୱର ଅଧୀନରେ ନିଯୁକ୍ତି: ଗୁରୁବାର ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର ଆଇଆଇଟି ଅଧୀନରେ ଥିବା ଏସ୍‌.କେ ଦାସ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଅଫ୍‌ ବାୟୋସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜୀ (SKBET) ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ...

ସ୍କୁଲ ଅଟୋରୁ ଖସି ଚାଲିଗଲା ଛାତ୍ରଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମରପୁରରୁ ସୁନୀଲ ପଟ୍ଟନାୟକ): ସ୍କୁଲ ଅଟୋରୁ ଖସିପଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ତିଳୋତ୍ତମା ନଗର ମୁଖ୍ୟ ରାସ୍ତାରେ। ଛାତ୍ର ଜଣକ ହେଉଛନ୍ତି...

ଓଜନ ମାପ ଯନ୍ତ୍ରରେ ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ। ଓଜନ ମାପ ଯନ୍ତ୍ର ଦ୍ୱାରା ଗ୍ରାହକଙ୍କୁ ଠକା ଯାଉଛି। ବୁଧବାର ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ପ୍ରତିବର୍ଷ...

ଚଳିତବର୍ଷ କେତେ ସଂଗ୍ରହ ହୋଇଛି ଧାନ? – ଗୃହରେ ରିପୋର୍ଟ ରଖିବାକୁ ରୁଲିଂ ଦେଲେ ବାଚସ୍ପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧାନ ସଂଗ୍ରହକୁ ନେଇ ଆଜି ବିଧାନସଭାରେ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଉଦ୍‌ବେଗ ପରେ ବାଚସ୍ପତି ବିଧାୟକ ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ...

ରାୟଗଡ଼ କୋର୍ଟରେ ହାଜର ହେଲେ ଅନୁପ ସାଏ ଓ ଡ୍ରାଇଭର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ବୁଧବାର ରାୟଗଡ ଜିଲ୍ଲା ଜଜ୍ କୋର୍ଟରେ ହାଜର ହୋଇଛନ୍ତି। ହତ୍ୟାକାଣ୍ଡର ତଦନ୍ତ ଜାରି ରହିଥିବା ବେଳେ ଅନୁପ ସାଏ ଓ ତାଙ୍କ...

୯୦ଟି ପ୍ରାଥମିକ ସ୍କୁଲରେ ନାହିଁ ଶ୍ରେଣୀଗୃହ, ବାହାରେ ପଢ଼ୁଛନ୍ତି ପିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ ଫଳରେ ଛାତ୍ରଛାତ୍ରା ବାହାରେ ବସି ପାଠ ପଢ଼ୁଛନ୍ତି। ବୁଧବାର ବିଧାନସଭାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଭଳି ତଥ୍ୟ...

ପ୍ରଥମ ଦିନରୁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଟ୍ରିକ ପରୀକ୍ଷା ପ୍ରଥମ ଦିନରୁ ହିଁ  ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। ଧର୍ମଗଡ଼ ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର...