ନିର୍‌ତାର୍ ନିର୍ଦ୍ଦେଶକଙ୍କୁ ମରଣାନ୍ତକ ଆକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା(ଏସ୍‌ଭିନିର୍‌ତାର) ନିର୍ଦ୍ଦେଶକ ଡାକ୍ତର ଶକ୍ତିପ୍ରସାଦ ଦାସଙ୍କୁ ମରଣାନ୍ତକ ଆକ୍ରମଣ...

ବାରବାଟୀ-କଟକ ରାଜନୀତି : ମୋକିମଙ୍କ ନିର୍ବାଚନ ରବ୍ଦ ଘୋଷଣା କରିବାକୁ ହାଇକୋର୍ଟରେ ଫେରାଦ ହେଲେ ଦେବାଶିଷ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ନିର୍ବାଚନ ଶେଷ ହୋଇଛି। ହେଲେ ଶେଷ ହୋଇନାହିଁ ରାଜନୀତି। ନିର୍ବାଚନ ଶେଷ ହେବାର ଦୁଇ ମାସ ପରେ ବି ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ତାତି ଭାଙ୍ଗିନି। ବାରବାଟୀ-କଟକ ବିଧାୟକ ଇଞ୍ଜିନିଅର ମହମ୍ମଦ...

ଲୁଇସ୍ ରୋଡରେ ଖୋଲିଲା ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ର ନୂଆ ସିଟି ସେଣ୍ଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=njOvsRXF-_s ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ର ନୂତନ ସିଟି ସେଣ୍ଟର ଭୁବନେଶ୍ୱରର ରବି ଟକିଜ୍ ନିକଟସ୍ଥ ଲୁଇସ୍‌ ରୋଡରେ ବୁଧବାର ଉଦ୍‌ଘାଟିତ ହୋଇଛି। କାନାଡାସ୍ଥିତ ବ୍ରିଟିଶ୍ କଲମ୍ବିଆ ବିଶ୍ୱବିଦ୍ୟାଳୟର ଭିଜିଟିଂ କ୍ଲିନିକାଲ୍ ପ୍ରଫେସର ଡାକ୍ତର...

ଫଟୋରେ ଫଟୋରେ ଶ୍ରୀକ୍ଷେତ୍ର : ଶ୍ରୀଗୁଣ୍ଡିଚା ପାଇଁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ନେଇ ମହାପ୍ରଭୁ ଜଗନ୍ନାଥ ନଅ ଦିନ ପାଇଁ ମାଉସୀ ଘରକୁ ଯିବେ। ଏଥିପାଇଁ ପୁରୀରେ...

ଓଡ଼ିଶା କଂଗ୍ରେସର ହେବ ନବକଳେବର!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶା କଂଗ୍ରେସ ୟୁନିଟର ହେବ ଆମୂଳ ଚୂଳ ପରିବର୍ତ୍ତନ। ରାହୁଲ ଗାନ୍ଧି ଆଜି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଓଡ଼ିଶା କଂଗ୍ରେସରେ ହେବ ନବକଳେବର। ପିସିସି ସଭାପତିଠାରୁ ଆରମ୍ଭ...

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଭାସ୍କର ମିଶ୍ର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ସମସ୍ତ ପର୍ବ, ଯାନିଯାତ୍ରା, ଉତ୍ସବ ମଧ୍ୟରେ ଶ୍ରୀଜୀଉମାନଙ୍କରଥଯାତ୍ରା ପ୍ରଧାନ ଓ ମୁଖ୍ୟ ଉତ୍ସବ।ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ନବଦିନବ୍ୟାପି ଏ ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ।ବର୍ଷକରେ ଏହି ଦିନ ଲକ୍ଷାଧିକ ଭକ୍ତ ତଥାଦର୍ଶନାର୍ଥୀ ଏହି ମହୋତ୍ସବରେ ସଂଶ୍ଳିଷ୍ଟ ହୋଇଥାନ୍ତି। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ। କେଉଁ ପ୍ରାଚୀନ ସମୟରୁ ଏହି ରଥଯାତ୍ରା ପୁରୁଷୋତ୍ତମ କ୍ଷେତ୍ରରେ ପାଳିତ ହେଉଛି, ତାହାର ସଠିକ ସମୟ ଅଦ୍ୟାବଧି ନିରୂପଣ ହୋଇ ପାରିନାହିଁ।...

ଭାରତୀୟ ଯୁବପ୍ରତିନିଧି ଦଳରେ ସାମିଲ ସୋଆ ଛାତ୍ରଙ୍କ ଚୀନ ଗସ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଙ୍କ କୃତ୍ତିତ୍ୱ। ଭାରତୀୟ ଯୁବ ପ୍ରତିନିଧିଙ୍କ ସହ ଚୀନ ଗସ୍ତରେ ଯାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍...

ସକାଳ ୭ଟାରୁ ଓଡ଼ିଶାଲାଇଭ୍‌ରେ ପୁରୀରୁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ପୁରୀରେ ଶ୍ରୀମୁଣ୍ଡିଚା ଯାତ୍ରା। ଏଥିପାଇଁ ପୁରୀରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ...

ରିଲିଜ ହେଲା ‘ଜଜ୍ ମେଣ୍ଟାଲ ହୈ କ୍ୟା’’ର ଟ୍ରେଲର

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ରିଲିଜ୍ ହୋଇଛି ବଲିଉଡର ଅପକମିଙ୍ଗ ଫିଲ୍ମ ‘ଜଜ୍ ମେଣ୍ଟାଲ ହେ କ୍ୟା’ର ଟ୍ରେଲର। ପ୍ରକାଶ କୋବେଲାମୁଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନଜର ଆସିବେ ରାଜକୁମାର ରାଓ ଏବଂ କଙ୍ଗନା ରଣାୱତ୍। ଏକ...

ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଗୌରକିଶୋର ଦାସଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ଶିକ୍ଷାବିତ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୌରକିଶୋର ଦାସଙ୍କ ପରଲୋକ ବିଶିଷ୍ଟ ଶିକ୍ଷାବିତ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୌରକିଶୋର ଦାସଙ୍କ ପରଲୋକ ହୋଇଛି। ବୁଧବାର...