୨୦ ହଜାର ୭୧୪ କୋଟିର କୃଷି ବଜେଟ୍, କେବଳ ‘କାଳିଆ’ ପାଇଁ ୫,୬୧୧ କୋଟି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି...

ଜୁଲାଇ ୨ରେ ‘କାଦମ୍ବିନୀ’ର ସ୍ୱନକ୍ଷତ୍ର ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଉନବିଂଶ ଓ ଶିଶୁକିଶୋର ପତ୍ରିକା ‘କୁନିକଥା’ର ଅଷ୍ଟମ ସ୍ୱନକ୍ଷତ୍ର ଉତ୍ସବ ପାଳନ ହେବାକୁ ଯାଉଛି। ଜୁଲାଇ ୨ ସନ୍ଧ୍ୟା ୬ଟାରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ...

ରାଜ୍ୟରେ ବଢ଼ିଛି ଅର୍ଥନୈତିକ ଅଭିବୃଦ୍ଧି ହାର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ବଢ଼ିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ...

ଶ୍ରୀମନ୍ଦିରରେ ୨୦ ବିଲୁପ୍ତ ସେବା

ଶୁଭ୍ରାଂଶୁ ପଣ୍ଡା ଶ୍ରୀମନ୍ଦିରର ସେବାଗୁଡ଼ିକ ସମ୍ବନ୍ଧରେ ବହୁ ଆଲେଖ, ଆଲୋଚନା ଉପଲବ୍ଧ ଥିବା ବେଳେ ବିଲୁପ୍ତ ସେବା ବିଷୟରେ ଆସନ୍ତୁ ଜାଣିବା। ପ୍ରାତରୁତ୍‌ଥାୟ ନିର୍ମାଲ୍ୟ ମାନୟାମି ଦିନେ ଦିନେ ବନ୍ଧୁଭିଃ ଜ୍ଞାତିଭିଃ ସାର୍ଦ୍ଧଂ ଜୀବାମ୍ୟେତେନ ସର୍ବଦା ଇତି ବିଶ୍ବାବସୋର୍ବାଣୀଂ...

ଏସବିଆଇ ଲାଇଫ ଇନ୍ସୁରାନ୍ସରେ ନିଯୁକ୍ତି ଲାଗି ବିଜ୍ଞପ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଏସବିଆଇ ଲାଇଫ ଇନ୍ସୁରାନ୍ସ କମ୍ପାନିରେ ଡେଭଲପମେଣ୍ଟ ମ୍ୟାନେଜର ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ hhr_bhub@sbi-life.com  ରେ ନିଜ ବାୟୋଡାଟା ପଠାଇ ପାରିବେ। ବୟସ ସମୟ ସୀମା ୨୫ ରୁ ୩୫ ରହିଛି। ଶିକ୍ଷାଗତ...

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୩ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ରାଜ୍ୟସଭାକୁ ୩ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ରିଟର୍ଣ୍ଣିଂ...

ରାଜଧାନୀରେ ଧରାପଡ଼ିଲା କାର ଡକାୟତି ଗ୍ୟାଙ୍ଗ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀରେ ଗତ କିଛିଦିନ ହେବ କାର ଡକାୟତି କରୁଥିବା ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି ପୋଲିସ। ଖଣ୍ଡଗିରି ପୋଲିସ୍‌ ଓ ସ୍ପେଶାଲ ସ୍କାଡ୍ ମିଳିତ ଉଦ୍ୟମରେ ଏହି ଗ୍ୟାଙ୍ଗ୍‌କୁ ଗିରଫ କରାଯାଇଛି।...

ପୁଣି ସମଲେଶ୍ୱରୀ ଏକ୍ସପ୍ରେସରେ ଯାନ୍ତ୍ରିକ ତ୍ରୁଟି: ପହଞ୍ଚିଲା ୭ ଘଣ୍ଟା ବିଳମ୍ବରେ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ସମଲେଶ୍ୱରୀ ଏକ୍ସପ୍ରେସରେ ଯାନ୍ତ୍ରିକ ତ୍ରୁଟି। ଜଗଦଲପୁରରୁ ହାଓ୍ୱଡ଼ା ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୭ଘଣ୍ଟା ବିଳମ୍ବରେ ଟ୍ରେନ ଜୟପୁରରେ ପହଞ୍ଚିଛି। ଏକ୍ସପ୍ରେସରେ କୋଟପାଡ଼ର କୁସୁମୀଠାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଥିପାଇଁ...

ମାଲକାନଗିରି ମୁନିସିପାଲଟିରେ ନିଆଁ – ଜଳିଗଲା ୮ରୁ ଅଧିକ ବାଇକ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ମୁନିସିପାଲଟି ଫିନାଇଲ ଗୋଦାମରେ ନିଆଁ ଲାଗିଯାଇଛି। ନିଆଁ ବ୍ୟାପିଯିବାରୁ ପାର୍କିଂରେ ଥିବା ୮ଟି ବାଇକ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଲାଗିଯିବା ଖବାର...
ODISHALIVE_NEWS UPDATE_2PM

ଆଜିର ମୁଖ୍ୟ ଖବର @2 PM (୨୮ ଜୁନ୍, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ଘୋଷଯାତ୍ରା ଲାଗି ଟୋଲ ଗେଟ୍ ଫ୍ରି ରଥଯାତ୍ରା, ବାହୁଡ଼ା, ସୁନାବେଶ ଦିନ ଟୋଲ ଗେଟ୍ ଫି ଛାଡ଼ କରାଯାଇଛି। ଏହି ୩ ଦିନ ପିପିଲି ଟୋଲ ଗେଟରେ...