ଦଶହରା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ – ଦେବୀ ପୀଠରେ ଚାଲିଛି ମହାମୟୀଙ୍କ ସପ୍ତମୀ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଦେବୀ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସପ୍ତମୀ ପୂଜା ପାଇଁ ସବୁ ପୀଠ ବେଶ୍ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରଦ୍ଧାଳୁମାନେ ହାତରେ ଭୋଗ ଏବଂ ପୂଜା ସାମଗ୍ରୀ ଧରି ବିଭିନ୍ନ ପୀଠଗୁଡ଼ିକରେ ଭିଡ଼...

ଓଲଟିଲା ଘରୋଇ ବସ୍ – ୩୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ   ସୋମବାର ଅପରାହ୍ଣରେ ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜୟପୁରରୁ ଚିତ୍ରକୋଣ୍ଡା ଅଭିମୁଖେ ଆସୁଥିବା ଏକ ଘରୋଇ ବସ୍ ଗୋବିନ୍ଦପାଲିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ବସ୍‌ରେ ପ୍ରାୟ ୪୦ରୁ...

ତିତ୍‌ଲି ପାଇଁ ଜନ୍ମଦିନ ପାଳିବେନି ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅକ୍ଟୋବର ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳନ କରିବେନି ଜନ୍ମଦିନ। ସାମୁଦ୍ରିକ ଝଡ଼ 'ତିତ୍‌ଲି' ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ଗାଁରୁ ବନ୍ୟାପାଣି ଛାଡ଼ି ଯାଇଥିଲେ ମଧ୍ୟ...

ମହାନଦୀରେ ଭାସିଗଲେ ହାତୀ ପଲ

ଓଡ଼ିଶାଲାଇଭ ବ୍ୟୁରୋ ସୋମବାର ସକାଳେ ମହାନଦୀରେ ପାଖାପାଖି ୫ଟି ହାତୀ ଭାସି ଯାଉଥିବାର ଦେଖିବାକୁ ମିଳିଛି। ଆଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀରେ ବନ୍ୟାର ପ୍ରଖର ସୁଅରେ ହାତୀପଲ ଭାସି ଯାଇଥିଲେ। ହାତୀପଲରେ ପ୍ରାୟ...

ପୁସ୍ତକ ସମୀକ୍ଷା – ଓଡ଼ିଶା ଓ ଗାନ୍ଧି

ଭାସ୍କର ପରିଛା ଓଡ଼ିଶା ସହ ମହାତ୍ମା ଗାନ୍ଧିଙ୍କ ସମ୍ପର୍କ କ'ଣ ଥିଲା? କହିବାକୁ ଗଲେ ବହୁତ କିଛି। ୧୯୨୧ରୁ ୧୯୪୬ ଏହି ପଚିଶ ବର୍ଷ ଭିତରେ ଗାନ୍ଧିଜୀ ବହୁବାର ଓଡ଼ିଶା ଆସିଛନ୍ତି, ଏଠାକାର ସମସ୍ୟା...

ତେଜିଲା ତିତ୍‌ଲି ରାଜନୀତି – ‘ଜିରୋ କାଜୁଆଲିଟି’କୁ ବିରୋଧୀଙ୍କ ଟାର୍ଗେଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତିତ୍‌ଲିକୁ ରାଜନୀତି ଜୋର୍ ଧରିଛି। ସରକାରଙ୍କ ଜିରୋ କାଜୁଆଲିଟିକୁ ବିରୋଧୀ ଟାର୍ଗେଟ କରିଥିବା ବେଳେ ବିଜେଡି କହିଛି ତୁଚ୍ଛା ରାଜନୀତି। ଓଡ଼ିଶାରୁ ତିତ୍‌ଲି ବିପଦ ଟଳିଯାଇଛି। ବନ୍ୟାଞ୍ଚଳରେ ସ୍ଥିତି ମଧ୍ୟ ସୁଧୁରୁଛି। ହେଲେ...

ପ୍ରେମିକାର ଇଜ୍ଜତ ରକ୍ଷା ପାଇଁ ଏସିଡ୍ ମାଡ଼ କଲା ପ୍ରେମିକ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ହିମାଂଶୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: 'କେବଳ ପ୍ରେମିକାର ଇଜ୍ଜତ ରକ୍ଷା ପାଇଁ ପ୍ରତିଶୋଧ ନେଲି' - ଏ ହେଉଛି ପାଗଳପ୍ରେମୀ ଭବାନିଶଙ୍କର ଓଝାର ବୟାନ। ଭବାନି ହେଉଛି ସେହି ବ୍ୟକ୍ତି, ଯିଏ ଗତ ୯ ତାରିଖ ରାତିରେ...

ବନ୍ୟାଞ୍ଚଳ ପାଇଁ ୧୫ ଦିନର ରିଲିଫ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪ ଜଣିଆ ପରିବାର ପାଇଁ ୩ ହଜାର ଟଙ୍କାର ରିଲିଫ୍ ବୟସ୍କମାନଙ୍କ ପାଇଁ ଦୈନିକ ୬୦ ଟଙ୍କା ଛୋଟପିଲାଙ୍କୁ ଦୈନିକ ୪୫ ଟଙ୍କାର ରିଲିଫ୍ ଘୋଷଣା ୪୮ ଘଣ୍ଟା ଭିତରେ...

ଭୁବନେଶ୍ୱରରେ ନଭେମ୍ବର ୯ରେ ‘ମାନ୍ନା ଦେ’ ନାଇଟ୍

  ଓଡ଼ିଶାଲାଇଭ୍‌ ବ୍ୟୁରୋ ମାନ୍ନା ଦେ' ନାଇଟ୍‌ରେ ୭୦ ଦଶକର ସୁରରେ ଝୁମିବେ ଦର୍ଶକ। ନଭେମ୍ବର ୯ ତାରିଖରେ ଭୁବନେଶ୍ୱରସ୍ଥିତ ରବିନ୍ଦ୍ର ମଣ୍ଡପରେ ହେବାକୁ ଯାଉଛି 'ମାନ୍ନା ଦେ ନାଇଟ୍'। ଚଳିତବର୍ଷ ଏହି ସଙ୍ଗୀତଭିତିକ କାର୍ଯ୍ୟକ୍ରମ ନାମ...

ସ୍ଥଗିତ ହେଲା ଶିକ୍ଷକ ଆନ୍ଦୋଳନ, ଦାବି ପୂରଣ ପାଇଁ ସରକାର ଦେଲେ ପ୍ରତିଶ୍ରୁତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆନ୍ଦୋଳନ ସ୍ଥଗିତ ରଖିଲେ ବ୍ଲକଗ୍ରାଣ୍ଟ ଶିକ୍ଷକ। ଦାବି ପୂରଣ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ନଭେମ୍ବର ୩୦ ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି ଆନ୍ଦୋଳନରତ ଶିକ୍ଷକ ଓ...