ପୁଣିଥରେ ଗୀତଗୋବିନ୍ଦ ବିବାଦ, ଏନ୍ସିଇଆର୍ଟି ବହିରେ କବି ଜୟଦେବଙ୍କୁ ପଶ୍ଚିମବଙ୍ଗର ଦର୍ଶାଇବାକୁ ନେଇ ତୀବ୍ର ବିରୋଧ
ଭାସ୍କର ପରିଚ୍ଛା
ବିଶ୍ୱବିଖ୍ୟାତ ଉତ୍କଳୀୟ କବି ତଥା ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କୁ ନେଇ ପୁନର୍ବାର ବିବାଦ ଆରମ୍ଭ ହୋଇଛି। ଏଥର ଏହି ବିବାଦର ସୂତ୍ରଧର ସ୍ୱୟଂ ଭାରତ ସରକାରଙ୍କ ସଂସ୍ଥା ଜାତୀୟ ଶିକ୍ଷା ଗବେଷଣା...
କୋରାପୁଟ ଜିଲ୍ଲାରେ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଲକ୍ଷ୍ମୀ ଯୋଜନା ସାଧାରଣ ପରିବହନ...
ବୌଦ୍ଧ: ପେନାଜୋର ଜଙ୍ଗଲରେ ଚାଲିଛି ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ। ମାଓବାଦୀ ଦମନ ପାଇଁ ଏସଓଜି ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ।
ଗୁରୁବାର ଦିନ ମାନମୁଣ୍ଡା ଥାନା ଅନ୍ତର୍ଗତ...
ଓଡ଼ିଶାରେ ଜାରି ରହିଛି ଶୀତଲହରୀ, ୧୫ ଡିଗ୍ରୀ ତଳେ ଅଧିକାଂଶ ସହରର ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଜାରି ରହିଛି ଶୀତଲହରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ପରାଦ ତଳମୁହାଁ ହେବାସହ ପ୍ରବଳ ଥଣ୍ଡା ହେଉଛି। ବୁଧବାର ରାତିରେ ଅଧିକାଂଶ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା।...
କୋରାପୁଟରୁ ୯ ଲକ୍ଷ ଟଙ୍କାର ଗଞ୍ଜେଇ ସହ କାର ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ବେଆଇନ ଭାବେ ଗଞ୍ଜେଇ ଚଲାଣ କରାଯାଉଥିବା କାରକୁ ଜବତ କରିଛି କୋରାପୁଟ ଜିଲ୍ଲା ଲମତାପୁଟ ଥାନା ପୋଲିସ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି...
ଓଡ଼ିଶାରେ ଖୋଲିବ ତୀରନ୍ଦାଜୀ ଓ ସ୍ପୋର୍ଟ୍ସ କ୍ଲାଇମ୍ବିଂ ଏଚପିସି, ଟାଟା ଷ୍ଟିଲ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା...
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖୋଲିବ ତୀରନ୍ଦାଜୀ ଓ ସ୍ପୋର୍ଟ୍ସ କ୍ଲାଇମ୍ବିଂ ହାଇ ପରଫରମାନ୍ସ ସେଣ୍ଟର (ଏଚପିସି)। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ଓ ଟାଟା ଷ୍ଟିଲ୍ ମଧ୍ୟରେ ବୁଝାମଣା...
ରାୟଗଡ଼ା: ୬୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ୪ ନକଲି ମାଓବାଦୀ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନିଜକୁ ମାଓବାଦୀ ପରିଚୟ ଦେଇ ୬୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ୪ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ଜିଲ୍ଲା ପୋଲିସ।...
ଭିଜିଲାନ୍ସ ଜାଲରେ ନୟାଗଡ଼ ସବ୍ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ନୟାଗଡ଼ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶାଶ୍ୱତ ପଟ୍ଟନାୟକଙ୍କ ୬ଟି ଠିକଣା...
ବାଲିପାଟଣାରେ ଡିସେମ୍ବର ୨୦ରୁ ‘ଜୟଦେବ ଗୌରବ ସମ୍ମାନ ୨୦୨୩’: ସମ୍ମାନିତ ହେବେ ୨୫୦ରୁ ଊର୍ଦ୍ଧ୍ଵ ପ୍ରତିଭା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାସ୍ଥିତ ଗୋରୁହାଟ ପଡ଼ିଆଠାରେ ଡିସେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ‘ଜୟଦେବ ଗୌରବ ସମ୍ମାନ ୨୦୨୩’...
କଟକରେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ‘ଓଡ଼ିଶା ମାଷ୍ଟର୍ସ’, ୨୭ ଦେଶର ୩୨୪ ଖେଳାଳି କରୁଛନ୍ତି ପ୍ରତିଦ୍ଵନ୍ଦ୍ଵିତା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଛି 'ଓଡ଼ିଶା ମାଷ୍ଟର୍ସ' ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ଏଥିରେ ୨୭ଟି ଦେଶର ୩୨୦ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ପ୍ରତିଦ୍ଵନ୍ଦ୍ଵିତା...





















