କୁକୁର କାମୁଡ଼ାରେ ଶିଶୁର ମୃତ୍ୟୁ ମାମଲା: ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଲେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ କୁକୁର କାମୁଡ଼ାରେ ଜଣେ ଶିଶୁର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ଟଙ୍କା...
କମୁଛି ପାରଦ, ଓଡ଼ିଶାରେ ଆହୁରି ବଢ଼ିବ ଶୀତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ତାପମାତ୍ରା ତଳକୁ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରୀକୁ ଖସି ଆସୁଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା...
ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୪ ଯାଏଁ ମାଟ୍ରିକ ପରୀକ୍ଷା – ଜାଣନ୍ତୁ କେଉଁ ଦିନ ଅଛି କେଉଁ ବିଷୟ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ। ଏନେଇ ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ଜାରି କରାଯାଇଛି।...
ଡିସେମ୍ବର ୨୪ରେ ଟାଇମପାସ୍ ‘ଉତ୍ସାହିତ୍ୟ’ ଉତ୍ସବ: କୃଷ୍ଣ କୁମାର ମହାନ୍ତିଙ୍କ ‘ରୁବି ରାଏ’ ପୁସ୍ତକକୁ ମିଳିବ ବେଷ୍ଟସେଲର୍ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଡିସେମ୍ବର ୨୪ ତାରିଖରେ ୧୬ତମ ‘ଉତ୍ସାହିତ୍ୟ’ ଉତ୍ସବ ଆୟୋଜିତ ହେବ। ଏଥିରେ କୃଷ୍ଣ କୁମାର ମହାନ୍ତିଙ୍କ ପୁସ୍ତକ...
ସମ୍ବଲପୁର: ୬ ଘଣ୍ଟାର ପରିଶ୍ରମ ପରେ ବୋରୱେଲରୁ ଉଦ୍ଧାର ହେଲା ନବଜାତ ଶିଶୁ
ଓଡ଼ିଶାଲାଇଭ୍ ବ୍ୟୁରୋ
୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବୋରୱେଲରୁ ଉଦ୍ଧାର ହେଲା ନବଜାତ ଶିଶୁ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ପରିତ୍ୟକ୍ତ ବୋରୱେଲରୁ ଶିଶୁଟିକୁ...
ବୋରୱେଲ ଭିତରୁ କଅଁଳ ଜୀବନ ବଞ୍ଚାଇବାକୁ ଚାଲିଛି ପ୍ରୟାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିତ୍ୟକ୍ତ ବୋରୱେଲ ଭିତରେ ଫସିଛି ଗୋଟିଏ କଅଁଳା ଜୀବନ। ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଚାଲିଛି ଅହରହ ପ୍ରୟାସ। ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ, ଓଡ୍ରାଫ, ଡାକ୍ତର, ପ୍ରଶାସନ ଏବଂ...
ଜେଲରୁ ବାହାରି ପରୀକ୍ଷା ଦେଲେ ଅର୍ଚ୍ଚନା ନାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୧୪ ମାସ ଜେଲରେ ରହି ମୁକୁଳିବା ପରେ ‘ଆଇନ’ ପରୀକ୍ଷା ଦେଇଛନ୍ତି ଅର୍ଚ୍ଚନା ନାଗ। ମଙ୍ଗଳବାର ଦିନ ଝାରପଡ଼ା ଜେଲରୁ ବାହାରିବା ପରେ ଅର୍ଚ୍ଚନା ସିଧା ଭୁବନେଶ୍ୱର ସ୍ଥିତ ଘରକୁ...
ଉର୍ମାଗଡ଼ ଜଳପ୍ରପାତରୁ ନର କଙ୍କାଳ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଉର୍ମାଗଡ଼ ଜଳପ୍ରପାତରୁ ଗୋଟିଏ ନର କଙ୍କାଳ ଉଦ୍ଧାର କରାଯାଇଛି। ସଦର ଥାନା ପୋଲିସ ଏହି କଙ୍କାଳ ଉଦ୍ଧାର କରିବା ସହ...
ଫେବ୍ରୁଆରି ୧୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା, ପ୍ରକାଶ ପାଇଲା କାର୍ଯ୍ୟସୂଚୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ୨୦୨୪ ମସିହାରେ ହେବାକୁଥିବା ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଉଭୟ ପରୀକ୍ଷା ଫେବ୍ରୁଆରି ୧୫ ତାରିଖରୁ ଆରମ୍ଭ ହେବ। ଏନେଇ ମଙ୍ଗଳବାର...
ସଙ୍ଗୀତଜ୍ଞ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ଓ ବୋଇରାଣୀର ‘ଗାନ୍ଧୀଜୀ ସଙ୍ଗୀତ କଳା ମନ୍ଦିର’
କପିଳାସ ଭୂୟାଁ
ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସଙ୍ଗୀତ ଓ ସ୍ଵର ସଂଯୋଜନାର ଆଠଟି କ୍ଷେତ୍ରରେ ପାରଦର୍ଶିତା ପ୍ରମାଣ କରି ପାରିଥିବାରୁ ତାଙ୍କୁ ଖଲ୍ଲିକୋଟ ରାଜସଭା ପକ୍ଷରୁ ‘ଅଷ୍ଟାବଧାନୀ’ ଉପାଧି ପ୍ରଦାନ କରାଯାଇଥିଲା।
ଗତ କିଛି...





















