ଖବର ବିଶ୍ଲେଷଣ – କରୋନାର ତୀବ୍ର ବେଗ, ଟିକାର ମନ୍ଥର ଗତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଛି। ଗୁରୁବାର ଦିନ ଦେଶ ଏହି ରେକର୍ଡ ଭାଙ୍ଗିଛି। ଆମେରିକା, ବ୍ରାଜିଲ ପରେ ତୃତୀୟ ଦେଶ ଭାବରେ ଭାରତରେ ଚାରି ଲକ୍ଷରୁ...

ଅଡିଟ ପରେ ଜଣାପଡ଼ିବ ପ୍ରକୃତ ମୃତ୍ୟୁ ସଂଖ୍ୟା : ସ୍ୱାସ୍ଥ୍ୟ ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଜନିତ ମୃତ୍ୟୁ ସଂଖ୍ୟାର ସଠିକ ତଥ୍ୟ ଜାଣିବା ପାଇଁ ଚାଲିଛି ଅଡିଟ। ବର୍ତ୍ତମାନ ଚାଲିଥିବା ଅଡିଟ ପରେ ହିଁ କରୋନା ଜନିତ ମୃତ୍ୟୁ ସଂଖ୍ୟା କେତେ ରହିଛି ତାହା ଜଣାପଡ଼ିବ।...
rashi fala

ଜାଣନ୍ତୁ ଆଜିର ରାଶିଫଳ – (୦୩ ଜୁଲାଇ ୨୦୨୧, ଶନିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ- ଆଜି ଆଷାଢ଼ କୃଷ୍ଣ ୯ମୀ ସନ୍ଧ୍ୟା ୦୫:୩୦:୫୫ ଗତେ ୧୦ମୀ ତିଥି। ମୀନ ଚନ୍ଦ୍ର ପ୍ରାତଃ...

ବିଜୁ ପଟ୍ଟନାୟକଙ୍କ କଳିଙ୍ଗ ଏୟାରଲାଇନ୍ସ କମ୍ପାନିର ପ୍ରତିଷ୍ଠା ଏବଂ ଚର୍ଚ୍ଚିତ ଡାକୋଟା ବିମାନ ପଛର କାହାଣୀ

ନୀଳାମ୍ବର ରଥ ବିଜୁ ବାବୁଙ୍କ ଡାକୋଟା ବିମାନକୁ କୋଲକାତାରୁ ଓଡ଼ିଶା ଆଣିବାକୁ ରାଜ୍ୟ ସରକାର ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି। ଜାଣନ୍ତି କି, କେମିତି ଆରମ୍ଭ ହୋଇଥିଲା ବିଜୁ ପଟ୍ଟନାୟକଙ୍କ କଳିଙ୍ଗ ଏୟାରଲାଇନ୍ସ...

ଏଣିକି ଗର୍ଭବତୀ ମହିଳା ନେଇପାରିବେ କୋଭିଡ୍ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଗର୍ଭବତୀ ମହିଳାମାନେ କୋଭିଡ୍ ଟିକା ନେଇପାରିବେ। ବିଭିନ୍ନ ପରୀକ୍ଷା ଓ ତର୍ଜମା କରାଯିବା ପରେ ଗର୍ଭବତୀଙ୍କୁ ଟିକା ଦେବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ...
rashi fala

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୦୩ ଜୁଲାଇ ୨୦୨୧, ଶନିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ- ଶନିବାର ଆଷାଢ଼ କୃଷ୍ଣ ୯ମୀ ସନ୍ଧ୍ୟା ୦୫:୩୦:୫୫ ଗତେ ୧୦ମୀ ତିଥି। ମୀନ ଚନ୍ଦ୍ର...

ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା – ୨୩ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ୨୩ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରି ସତର୍କ କରାଇ...
office

ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବା କର୍ମଚାରୀ ଯାଇପାରିବେ ଅଫିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ଜୁଲାଇ ୧୫ତାରିଖ ପର୍ଯ୍ୟନ୍ତ  ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଅନୁମତି ମିଳିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା...

ଟୁଇନ୍ ସିଟିରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ବିଭିନ୍ନ ସ୍ଥାନରେ ଏବେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ଦିନ ଟୁଇନ୍ ସିଟି କଟକ,...

ଭୁବନେଶ୍ଵରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ – ସିଲ୍ ହେଲା ଜିମଖାନା ପାମ୍ ହାଇଟ୍ ଆପାଟମେଣ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର ସାମପୁର ଓ୍ଵାର୍ଡ ନମ୍ବର ୨୩, ଜିମଖାନା ପାମ୍ ହାଇଟ୍ ଆପାଟମେଣ୍ଟର ବ୍ଲକ ଇ କୁ ସିଲ୍ କରିଛି ବିଏମସି। ଉକ୍ତ ସ୍ଥାନରୁ ଏକାଧିକ କୋଭିଡ ପଜିଟିଭ୍ ଚିହ୍ନଟ ହେବାପରେ ଶୁକ୍ରବାର...