ଜାତୀୟସ୍ତରୀୟ ଭଲିବଲ୍‍ ରେଫରୀ ପରୀକ୍ଷାରେ ଓଡ଼ିଶାରୁ ୨୫ ଜଣ ପାସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିକଟରେ ଅନଷ୍ଠୁତ ହୋଇଥିବା ଜାତୀୟସ୍ତରୀୟ ଭଲିବଲ୍‍ ରେଫରୀ ପରୀକ୍ଷାରେ ଓଡ଼ିଶାରୁ ସର୍ବାଧିକ ୨୫ଜଣ କୃତକାର୍ଯ୍ୟ ହୋଇଛନ୍ତି। ରବିବାର ଭର୍ଲୁଆଲ୍‍ ମୋଡରେ ଭାରତୀୟ ଭଲିବଲ୍‍ ଫେଡେରେସନ୍‍(ଭିଏଫ୍‍ଆଇ)ର କାର୍ଯ୍ୟକାରିଣୀ କମିଟି ତଥା ସ୍ୱତନ୍ତ୍ର ସାଧାରଣ...
rashi fala

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୦୪ ଜାନୁଆରି ୨୦୨୧, ସୋମବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ସୋମବାର ପୌଷ କୃଷ୍ଣ ପଞ୍ଚମୀ ପ୍ରାତଃ ୦୭:୧୪:୧୭ ଗତେ ଷଷ୍ଠୀ (କ୍ଷୟ)...

ଭୁଶୁଡ଼ିଲା ଶ୍ମଶାନ ଘାଟ ଛାତ –  ଜଣକ ଅନ୍ତିମ ସଂସ୍କାରକୁ ଆସି ଶବ ହୋଇଗଲେ ୧୬ ଜଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୃତ୍ୟୁ ଏମିତି ବି ଆସେ। ଜଣକ ଶବ ସତ୍କାର କରିବାକୁ ଆସି ୧୬ ଜଣ ପ୍ରାଣ ହରାଇଲେ। ଉତ୍ତରପ୍ରଦେଶର ଗାଜିଆବାଦରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି। ଗାଜିଆବାଦରେ ଥିବା ଏକ...

ଜାନୁଆରି ୧୧ ତାରିଖରୁ ରାଜ୍ୟରେ ଖୋଲିବ କଲେଜ, ବିଶ୍ଵବିଦ୍ୟାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୧୧ ତାରିଖରୁ ରାଜ୍ୟରେ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଖୋଲିବ। କୋଭିଡ କଟକଣା ମଧ୍ୟରେ କେବଳ ଶେଷ ସେମିଷ୍ଟାର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ କ୍ଲାସ୍ ଆସିବେ। ରବିବାର ଉଚ୍ଚ...

ବିଶାଖାପାଟଣା ରେଳ ଷ୍ଟେସନରେ ହେଲା ବାଓମେଟ୍ରିକ ଟୋକେନ ସିଷ୍ଟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବିଶାଖାପାଟଣାରୁ ଯୋଶବନ୍ତ ନାରାୟଣ ପାଢ଼ୀ): ବିନା ରିଜରଭେସନ ଟିକେଟରେ ବିଶାଖାପାଟଣା ରେଳଷ୍ଟେସନ ଦେଇ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀଙ୍କ ସୁବିଧା ପାଇଁ ବିଶାଖାପାଟଣା ରେଳବାଇ ମଣ୍ଡଳ ପକ୍ଷରୁ ବାଓମେଟ୍ରିକ ଟୋକେନ ସିଷ୍ଟମର...

୪ ତାରିଖରୁ ରାୟଗଡ଼ାରେ ଖୋଲିବ ସବୁ ମନ୍ଦିର

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ  ସାହୁ): ରାୟଗଡ଼ାରେ ମହାମାରୀ କରୋନା ସକାଶେ ଦୀର୍ଘ ୯ ମାସ ବନ୍ଦ ପଡ଼ିଥିବା ଧାର୍ମିକସ୍ଥଳୀ ଏବେ ଖୋଲିବାର ବାଟ ଫିଟିଛି। ଜିଲ୍ଲାପାଳ ଏନେଇ ବିଜ୍ଞପ୍ତି ଜାରି କରି...

ସାବଧାନ! ଫେସ୍‌ବୁକ୍‌ରେ ଅଚିହ୍ନାଙ୍କ ବନ୍ଧୁତ୍ୱ ସ୍ୱୀକାର କରନ୍ତୁ ନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦିନ ସାଇବର ଠକେଇ ବଢ଼ିଚାଲିଛି। ଆଉ ଏବେ ଏହି ସାଇବର ଠକମାନେ ଲୋକଙ୍କୁ ଠକିବା ଲାଗି ନୂଆ ଉପାୟ ଆପଣେଇଛନ୍ତି। ଏମାନେ ଫେସ୍‌ବୁକ୍‌ରେ ବିଭିନ୍ନ ଝିଅ, ପୁଅଙ୍କ ଆର୍ଷଣୀୟ ଚେହେରାର...

ବିକାଶ ଖୋଜୁଛି ରାୟଗଡ଼ାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଚାଟିକଣା ଜଳପ୍ରପାତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପାହାଡ଼ ଜଙ୍ଗଲ ଘେରା ରାୟଗଡ଼ା ଜିଲ୍ଲା ପ୍ରକୃତି ସୌନ୍ଦର୍ଯ୍ୟର ଗନ୍ତାଘର ହୋଇଥିବାରୁ ପଡୋଶୀ ଆନ୍ଧ୍ର ସମେତ କଳାହାଣ୍ଡି, କନ୍ଧମାଳ ଓ ଗଜପତି ଜିଲ୍ଲାର ଅଧିକାଂଶ ପର୍ଯ୍ୟଟକ...

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ଆଜି ୧୯୨ ନୂଆ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୯୨ ନୂଆ କୋଭିଡ୍ ପଜିଟିଭ୍। ସେଥି ମଧ୍ୟରୁ କ୍ଵାରେଣ୍ଟାଇନରୁ ୧୦୯ ଜଣ ଏବଂ ଲୋକାଲ କେସ୍ ୮୩ ରହିଛି। ଏଥିସହ ରାଜ୍ୟରେ କରୋନା...

ନବରଙ୍ଗପୁରରେ ଟିକାକରଣ ପାଇଁ ଆରମ୍ଭ ହେଲା ଡ୍ରାଏ ରନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ କରୋନା ଟିକାକରଣ ପାଇଁ ଡ୍ରାଏ ରନ୍‌ ଆରମ୍ଭ ହୋଇଛି। ଶନିବାର ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଓ ମୁଖ୍ୟ ଚିକିତ୍ସାଧିକାରୀ ଶୋଭାରଣୀ...