ନଭେମ୍ବର ୩୦ରୁ ରାଜ୍ୟ ସିନିୟର ପୁରୁଷ ଓ ମହିଳା କବାଡ଼ି ପ୍ରତିଯୋଗିତା

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେବାକୁ ଯାଉଛି ୬୭ତମ ରାଜ୍ୟ ସିନିୟର ପୁରୁଷ ଓ ମହିଳା କବାଡ଼ି ପ୍ରତିଯୋଗିତା। ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାରେ ଏହି ପ୍ରତିଯୋଗିତା ଚାଲିବ। ଓଡ଼ିଶା କବାଡ଼ି...

ମହମ୍ମଦଙ୍କ ଜନ୍ମଦିନ ଅବସରରେ ଜଟଣୀରେ ତାଜିଆ ଶୋଭାଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା: ମହମ୍ମଦଙ୍କ ଜନ୍ମଜୟନ୍ତୀ ଅବସରରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ତାଜିଆ ଶୋଭାଯାତ୍ରା କରି ଜଟଣୀ ସହର ପରିକ୍ରମା କରିଛନ୍ତି। ମୁସଲମାନ ସମ୍ପ୍ରଦାୟର ଲୋକେମାନେ ସଜ୍ଜିତ ହୋଇଥିବା ୩୦ଟି ତାଜିଆ ଧରି ରାଜାବଜାରଠାରୁ ଆରମ୍ଭ...

ଟ୍ରକକୁ ଓଭରଟେକ କଲାବେଳେ ଦୁର୍ଘଟଣା – ୩ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁର ପାଣିକୋଇଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ନିଶାଗ୍ରସ୍ତ ଅବସ୍ଥାରେ ଏକ ଆଳୁ ବୋଝେଇ ଟ୍ରକକୁ ଓଭରଟେକ କରିବା ବେଳେ ଏହି ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ...

ଚିଲିକାକୁ ଆସିଲେଣି ନୂଆ ଅତିଥି, ଶିକାର ରୋକିବା ପାଇଁ ୨୦ଟି କ୍ୟାମ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲିକାରେ ନୂଆ ଅତିଥିଙ୍କ ଭିଡ଼ ଜମିଲାଣି। ବିଦେଶୀ ପକ୍ଷୀମାନଙ୍କ ପାଇଁ ଏବେ ଚିଲିକା ପାଲଟିଛି ଭୂସ୍ୱର୍ଗ। ପକ୍ଷୀମାନଙ୍କ କାକଳୀରେ ଚିଲିକା ହେଉଛି ମୁଖରିତ। ଦିନକୁ ଦିନ ଶୀତ ଯେତେ ମାଡ଼ି ଆସୁଛି...

ଜୟପୁରରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜୟପୁର ଜଗନ୍ନାଥ ସାଗର ତଟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ଅବସରରେ ମୁଖ୍ୟ ଅତିଥି ଭାବେ...

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ – ଡଙ୍ଗା ଭସାଇବାକୁ ଯାଇ ୨ଯୁବକ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡଙ୍ଗା ଭସା ହେଲା କାଳ। ଡଙ୍ଗା ଭସାଇଲା ବେଳେ ନଦୀରେ ଗୋଡ଼ ଖସି ଯିବାରୁ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ରାୟଗଡ଼ା ନାଗାବଳୀ ନଦୀରେ  ଘଟିଛି। ଅଗ୍ନିଶମ କର୍ମଚାରୀଙ୍କ...

ଏଥର ରିକ୍ସାରେ ବୁଲନ୍ତୁ କଟକ ବାଲିଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୋ କଟକ ବାଲିଯାତ୍ରା ରିକ୍ସା’ ଯୋଜନା। ଏଥର ବାଲିଯାତ୍ରାରେ ନିଅନ୍ତୁ କଟକି ରିକ୍ସାର ନିଆରା ଅନୁଭୂତି। ଐତିହାସିକ କଟକ ବାଲିଯାତ୍ରାକୁ ଆହୁରି ଲୋକପ୍ରିୟ ଓ ସୁନ୍ଦର କରିବାକୁ ଜିଲ୍ଲା...

ବାଲିଯାତ୍ରା ଯାଉଛନ୍ତି କି? କେମିତି ସୁରକ୍ଷିତ ବୁଲିବେ…

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା। ଆଜିଠୁ କଟକ ବାଲିଯାତ୍ରାରେ ଲୋକଙ୍କ ଭିଡ଼ ଲାଗିବ। ଓଡ଼ିଶାର କୋଣ ଅନୁକୋଣରୁ ଏହି ବାଲିଯାତ୍ରାର ମଜା ନେବା ପାଇଁ ଲୋକେ ଆସନ୍ତି। ଯଦି ଆପଣ...

ବାଲିଯାତ୍ରା ଯାଉଛନ୍ତି କି? ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ଐତିହାସିକ କଟକ ବାଲିଯାତ୍ରା। ଏନେଇ କମିସନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା କରାଯାଇଛି। ଯଦି ଆପଣ କଟକ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି, ତେବେ ଜାଣନ୍ତୁ କେଉଁଠି କରିବେ ଗାଡ଼ି...

ଆଜି କାର୍ତ୍ତିକ ପୂର୍ଣ୍ଣିମା: ବିଭିନ୍ନ ନଦୀରେ ଚାଲିଛି ବୋଇତ ବନ୍ଦାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆକା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର। ଏମିତି କହି ଡଙ୍ଗା ଭସାଣ କରୁଛନ୍ତି ଲୋକେ। ଏଥିପାଇଁ ବିଭିନ୍ନ ଜଳାଶୟରେ ବଡ଼ି ଭୋରରୁ ଲୋକମାନଙ୍କ...