ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ଗୁପ୍ତ ତଥ୍ୟ ଦେଇ ଗିରଫ ହେଲେ ଓଡ଼ିଆ ଯବାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଏସ୍‌ଆଇ ହନିଟ୍ରାପରେ ପଡ଼ିଛନ୍ତି ୨ ଜଣ ଓଡ଼ିଆ ଯବାନ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ଜଣେ ମହିଳା ଏଜେଣ୍ଟଙ୍କୁ ସୋସିଆଲ ମିଡିଆରେ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଓଡ଼ିଆ ଯବାନ...

ପଞ୍ଚୁକରେ କରନ୍ତୁ ଦହି ଭାତ, ଖାଆନ୍ତୁ ଓ ଖୁଆନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚ ଦିନ ନିଷ୍ଠାର ସହ ଲୋକେମାନେ ପାଳନ କରନ୍ତି। ଲୋକମାନେ ଏହି ପାଞ୍ଚ ଦିନ ବିନା ପିଆଜ ରସୁଣ ଆହାର ଖାଇଥା’ନ୍ତି। ଏହି ପବିତ୍ର ଦିନରେ କେବଳ...

ଆଜିଠୁ ପଞ୍ଚୁକ ବ୍ରତ: ଶ୍ରୀକ୍ଷେତ୍ରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ କୁହାଯାଏ ପଞ୍ଚୁକ ବ୍ରତ। ଲୋକକଥା ଅଛି ଯେ, ଏହି ପାଞ୍ଚଟି ଦିନ ବଗ ବି ଖାଏନି ମାଛ। ଏଥିପାଇଁ ଶ୍ରଦ୍ଧାଳୁମାନେ ପାଞ୍ଚଟି ଦିନ ଆମିଷ ...

କିସ୍‍ର ଆଉ ଏକ ବିଶ୍ୱ ରେକର୍ଡ – ଏକାଠି ଦାନ୍ତ ଘଷିଲେ ୨୬ ହଜାର ୩୮୨ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କିସ୍‌ ଛାତ୍ରଛାତ୍ରୀ ଗୋଟିଏ ସ୍ଥାନରେ ଏକ ସମୟରେ ଦାନ୍ତ ଘଷି ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। କିସ୍‍ ଆଉ ଏକ ବିଶ୍ୱ ରେକର୍ଡ କରିଛି। ଗୁରୁବାର କିସ୍‍ର ୨୬...

ଅନୁଭବ ମହାନ୍ତିଙ୍କ ବିରୋଧରେ ପ୍ରତିବାଦ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ରାୟଗଡ଼ା ସାମ୍ଵାଦିକ ସଂଘ

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ତେଜୁଛି ସାମ୍ଵାଦିକଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରତିବାଦ। ଏନେଇ ଆଜି ରାୟଗଡ଼ାରେ ମଧ୍ୟ ସାମ୍ଵାଦିକମାନେ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜରାସ୍ତାକୁ...

ଭୟଙ୍କର ରୂପ ନେଲା ବାତ୍ୟା ‘ବୁଲ୍‌ବୁଲ୍‌’ – ଆସନ୍ତାକାଲିଠୁ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ଗୁରୁବାର ସନ୍ଧ୍ୟାରେ ଭୟଙ୍କର ରୂପ ନେଇଛି। ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମୁହାଁ ହୋଇଛି ବାତ୍ୟା ‘ବୁଲ୍‌ବୁଲ୍‌’। ଓଡ଼ିଶାରେ ‘ବୁଲ୍‌ବୁଲ୍‌’ ଲ୍ୟାଣ୍ଡଫଲ୍‌ କରିବ ନାହିଁ। ହେଲେ...

ଝଲସିବ ବାଲେଶ୍ଵର, ସହରର ବିଭିନ୍ନ ପାଚେରୀରେ ଶୋଭା ପାଇବ ଚିତ୍ରଶିଳ୍ପୀଙ୍କ କଳାକୃତି

ଓଡ଼ିଶାଲାଇଭ ବ୍ୟୁରୋ ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟର ୧୫୦ବିଦ୍ୟାର୍ଥୀ ଲାଗିଛନ୍ତି ଏହି କାମରେ ସର୍ବଶ୍ରେଷ୍ଠ ତିନି ଜଣଙ୍କ କଳାକୃତିକୁ ମିଳିବ ମାନପତ୍ର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ ଆଙ୍କିଲେ ପ୍ରଥମଚିତ୍ର (ବାଲେଶ୍ଵରରୁ କୃଷ୍ଣ...

ପ୍ରଫୁଲ ଯୋଜନାରେ ପୁରୀର ୭୦ ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ବଣ୍ଟନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ: ଆଜି ପୁରୀ ସଦ୍‌ଭାବନା ଗୃହଠାରେ ଭିନ୍ନକ୍ଷମମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି। ଫନି ପରବର୍ତ୍ତୀ ସହାୟତାରେ ଭିନ୍ନକ୍ଷମମାନଙ୍କୁ ସକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ...

ଓଡ଼ିଶାରେ ଆଂଶିକ ପଡ଼ିବ ବାତ୍ୟା ପ୍ରଭାବ – ଜାଣନ୍ତୁ କେବେ କେଉଁଠି ହେବ ବର୍ଷା?

ଓଡ଼ିଶାଲାଇଭ୍ ବ୍ୟୁରୋ ୮ ତାରିଖ ଅପରାହ୍‌ଣରୁ ବର୍ଷା ୯ ତାରିଖରେ ପ୍ରବଳ ବର୍ଷା ୮୦ରୁ ୯୦ କିଲୋମିଟର ବେଗରେ ବହିପାରେ ପବନ ୯ ତାରିଖରେ ୯ ଜିଲ୍ଲାରେ ସ୍କୁଲ ଛୁଟି ଆଣ୍ଡାମାନ ସାଗରରେ ସୃଷ୍ଟ...

ମୟୂରଭଞ୍ଜ ଗସ୍ତରେ ବିଧାନସଭା ଗୃହ କମିଟି – ଡାକ୍ତରଖାନା ବୁଲିଲେ, ସମସ୍ୟା ବୁଝିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ବିଧାନସଭାର ଗୃହ କମିଟି ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ। ବରିଷ୍ଠ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ନେତୃତ୍ଵରେ ଏହି କମିଟି ମୟୂରଭଞ୍ଜ ଗସ୍ତରେ ଆସିଥିଲେ। ଏହି ଗସ୍ତରେ କମିଟି...