ବିଜେପି ଶିବିରରେ ‘ବାପା’, ନବୀନ ନିବାସରେ ‘ପୁଅ’

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ଗୁରୁବାର ସକାଳେ ସମ୍ବିତ ଆସିଥିଲେ ନବୀନ ନିବାସ। ସନ୍ଧ୍ୟାରେ ନୂଆଦିଲ୍ଲୀରେ ପଦ୍ମ ଧରିଲେ ଦାମ। ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବଂ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ନେଇ ଆଜି...

ନବରଙ୍ଗପୁରରୁ ଲୋକସଭା ନିର୍ବାଚନ ଲଢ଼ିବେ ରମେଶ ମାଝି!

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟ ରାଜନୀତି। ତେବେ ଟିକେଟ ବଣ୍ଟନ ପୂର୍ବରୁ କାହାକୁ ଟିକେଟ୍‌ ମିଳିବ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା। ଚଳିତ ନିର୍ବାଚନରେ ନବରଙ୍ଗପୁର ଲୋକସଭା ଆସନରୁ ଝରିଗାଁ...

ବିଜେପି ଶିବିରରୁ ନବୀନଙ୍କୁ ତୀର ମାରିଲେ ଦାମ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେପିରେ ଯୋଗ ଦେବା ପରେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ତୀର ମାରିଛନ୍ତି। ନବୀନ ବିଜୁ ବାବୁଙ୍କ ବିପରୀତ ବୋଲି ଦାମ କହିଛନ୍ତି। "ବିଜୁ ବାବୁ...

କଂଗ୍ରେସର ହାତ ଧରିଲେ ଯଜ୍ଞେଶ୍ୱର ବାବୁ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ ଗୁରୁବାର କଂଗ୍ରେସରେ ମିଶିଛନ୍ତି। କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଯଜ୍ଞେଶ୍ୱର ବାବୁ ଦଳରେ ଯୋଗ ଦେଇଛନ୍ତି। ଯଜ୍ଞେଶ୍ୱର ପ୍ରଥମେ...

୫ ବର୍ଷ ତଳେ ବଳଭଦ୍ର ଛାଡ଼ିଥିଲେ ସରକାରୀ ଚାକିରି, ଏବେ ଛାଡ଼ିଲେ ବିଜେଡି

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ରେଲୱେ ଇଞ୍ଜିନିୟରିଂ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ବଳଭଦ୍ର ମାଝି। ସରକାରୀ ଚାକିରିରୁ ମୋହ ତୁଟାଇ ବିଜେଡିରେ ଯୋଗ ଦେଇଥିଲେ ବଳଭଦ୍ର ମାଝି। ଚାକିରିକୁ ଆଉ ୭ ବର୍ଷ ସମୟ...

ଏଥର ୩ ସାଂସଦଙ୍କୁ ମିଳିନପାରେ ଟିକେଟ୍‌!

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ନିର୍ବାଚନୀ ବିଗୁଲ ବାଜିବା ପରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟ ରଜନୀତି। ଏଣେ ଶାସକ ଦଳ ପକ୍ଷରୁ କାହାକୁ ଟିକେଟ୍‌ ମିଳିବ, କହାକୁ ମିଳିବନି ସେନେଇ ଚାଲିଛି ଅଙ୍କକଷା। ସେଥିପାଇଁ ନବୀନ...

ଅସହ୍ୟ ତାତି: ବଢ଼ୁଛି ଦହି ପଖାଳର ଆଦର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବଡ଼। ଓଡ଼ିଆ ପରମ୍ପରା ସହ ପଖାଳ ଯୋଡ଼ି ହୋଇ ରହିଛି। ଖରାଦିନେ ଏହାର ଆଦର ଦ୍ୱିଗୁଣିତ ହୋଇଯାଇଥାଏ। (କଟକରୁ ପ୍ରଣବ କୁମାର ନନ୍ଦୀ):...

ନବୀନଙ୍କୁ ଗାଦିରେ ବସାଇବାକୁ ଦେବିନି – ଦାମ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ “ଅଣଓଡ଼ିଆ ଅଫିସରଙ୍କ କଥାରେ ମତେ ଗୋଇଠା ମାରି ନବୀନ ଦଳରୁ ବିଦା କରିଥିଲେ। ମୋର ଗୋଟିଏ ଲକ୍ଷ୍ୟ, ଆସନ୍ତା ନିର୍ବାଚନରେ ନବୀନ ଯେପରି ସରକାର ଗଢ଼ି ନପାରିବେ। ମୁଁ ନବୀନଙ୍କଠାରୁ...

ଅପହଞ୍ଚ ବିକାଶ, ପରିବାର ସହାୟତାରେ ଷ୍ଟ୍ରେଚରରେ ମେଡିକାଲ ପହଞ୍ଚିଲେ ଗର୍ଭବତୀ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ। ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କପରଗଡ଼ଗ୍ରାମରେ। ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କିରକିଟା ପଞ୍ଚାୟତ ଅଧିନସ୍ଥ କପରଗଡ଼ ଗ୍ରାମରୁ ରାସ୍ତା ନଥିବାରୁ...

ବିଜେଡି ଛାଡିଲେ ସାଂସଦ ବଳଭଦ୍ର ମାଝୀ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟରୋ ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀଙ୍କ ଇସ୍ତଫା, ଦଳ ଅଣଦେଖା କରିଥିବା ଆଣିଲେ ଅଭିଯୋଗ। ବିଜେଡିରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର ମାଝୀ। ନବରଙ୍ଗପୁରର ସାସଂଦ ବଳଭଦ୍ର ମାଝୀ। ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା...