ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଖେଇ ଆସୁଛି ନିର୍ବାଚନ। ଟିକେଟ ବଣ୍ଟନ ଏବଂ ପ୍ରାର୍ଥୀ ଚୟନକୁ ନେଇ ବଢ଼ିବାରେ ଲାଗିଛି ବିଭିନ୍ନ ଦଳ ମଧ୍ୟରେ ଅସନ୍ତୋଷ। ଏହାରି ଭିତରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ...
ଓଆରଏଚଡିସି ଦୁର୍ନୀତି ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗ୍ରାମୀଣ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ। ମହମ୍ମଦ ମୋକିମଙ୍କ ଆବେଦନର ଶୁଣାଣି ପାଇଁ କୋର୍ଟ...
ବିଜେଡି ଛାଡ଼ିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ଛାଡ଼ିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀ। ମଙ୍ଗଳବାର ସେ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ...
ପିଆରଏସଆଇ ଭୁବନେଶ୍ୱର ପକ୍ଷରୁ ଜାତୀୟ ଲୋକସମ୍ପର୍କ ଦିବସ ୨୦୨୪ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପବ୍ଲିକ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ୱର ପକ୍ଷରୁ ରବିବାର ସନ୍ଧ୍ୟାରେ ଜାତୀୟ ଲୋକସମ୍ପର୍କ ଦିବସ ୨୦୨୪ ପାଳନ କରାଯାଇଛି। ଭୁବନେଶ୍ୱର ସ୍ଥିତ ପ୍ରେସ କ୍ଲବ ଅଫ ଓଡ଼ିଶା ପରିସରରେ...
ବିଶାଖାପାଟଣା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣା ଯଶୋବନ୍ତ ପାଢ଼ୀ): ବିଶାଖାପାଟଣା ଓ ଆଲୁରୀ ସୀତାରାମା ରାଜୁ ଜିଲ୍ଲା ପୋଲିସ ନିକଟରେ ୬ ଜଣ ହାର୍ଡକୋର ମାଓବାଦୀ ନେତା ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା...
ତାତିରୁ କିପରି ନିଜକୁ ରକ୍ଷା କରିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=SN5ymzx0vEs
ଦିନକୁ ଦିନ ତାପମାତ୍ରା ବୃଦ୍ଧିକୁ ନେଇ ଚିନ୍ତାରେ ରହିଛନ୍ତି ଜନସାଧାରଣ। ଅସହ୍ୟ ଗରମ ସାଙ୍ଗକୁ ପ୍ରଖର ସୂର୍ଯ୍ୟକିରଣ ପ୍ରଭାବରେ ଅଂଶୁଘାତ ହେବାର ଆଶଙ୍କା ମଧ୍ୟ ବଢ଼ିଯାଇଛି।
ତେବେ ତାତିରୁ ନିଜକୁ କିପରି ରକ୍ଷା...
ଭୁବନେଶ୍ୱର: ଓଡ଼ିଶା ପ୍ରେସ୍ କ୍ଲବରେ ‘ଲୋକସମ୍ପର୍କ ଓ କର୍ପୋରେଟ୍ ଯୋଗାଯୋଗ’ ପୁସ୍ତକ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ସ୍ଥିତ ଓଡ଼ିଶା ପ୍ରେସ୍ କ୍ଲବରେ ରବିବାର ଦିନ ‘ଲୋକସମ୍ପର୍କ ଓ କର୍ପୋରେଟ୍ ଯୋଗାଯୋଗ’ ନାମକ ପୁସ୍ତକ ଉନ୍ମୋଚିତ ହୋଇଛି। ପବ୍ଲିକ୍ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆର୍ଏସ୍ଆଇ) ଭୁବନେଶ୍ୱର ପକ୍ଷରୁ...
ବଡ଼ ଲଢ଼େଇ ଦେଖିବ ରାଉରକେଲା: ପୁଣି ମୁହାଁମୁହିଁ ହେବେ ଦିଲ୍ଲୀପ-ସାରଦା
ସରୋଜ କୁମାର ମହାପାତ୍ର
୨୦୧୪ ନିର୍ବାଚନ ପରେ ରାଉରକେଲା ବିଧାନସଭା ଆସନରେ ପୁଣିଥରେ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ଏବଂ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଭିତରେ ହେବାକୁଯାଉଛି ବଡ଼ ଲଢ଼େଇ। ...
ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ: ସାଲେପୁର ଏବଂ ରାୟଗଡ଼ାରେ କରିବେ ନିର୍ବାଚନୀ ପ୍ରଚାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ନିର୍ବାଚନ ଯେତେ ପଖଉଛି ରାଜନୈତିକ ଉଷ୍ମତା ବଢ଼ି ଚାଲିଛି। ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ଆସିବାକୁ ଯାଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ ଆସନ୍ତା ଏପ୍ରିଲ ୨୮ ଏବଂ...
ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ୯ କୋଟି ୫୭ ଲକ୍ଷ ଟଙ୍କା ଠକେଇ ମାମଲା: ଅର୍ଥନୈତିକ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦାର ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ୯ କୋଟି ୫୬ ଲକ୍ଷ ଟଙ୍କାର ଠକେଇ ଘଟଣାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।
ମୟୂରଭଞ୍ଜ...





















