ଓମ୍ବାଡସି ସହାୟତାରେ ନୂଆ ରୂପ ପାଇଛି ‘ରାଉରକେଲା ସରକାରୀ ଆଇଟିଆଇ’ ଏବଂ ‘ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଲାଗି ‘ଓମ୍ବାଡସି’ର ପ୍ରୋତ୍ସାହନ
(ରାଉରକେଲା): ରାଉରକେଲାସ୍ଥିତ ସରକାରୀ ଆଇଟିଆଇ ଏବଂ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ (ୟୁଜିଆଇଇ) ଏବେ ନୂଆ ରୂପ...
ମହିଳା ସାମ୍ବାଦିକାଙ୍କୁ ମାଡ଼ ଘଟଣା: ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିବା ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ। ବୁଧବାର ଦିନ ଜଣେ ଜାମିନଦାର ଏବଂ ୫୦ ହଜାର...
ଓଡ଼ିଶାରେ ଆରମ୍ଭ ହେଲା ଶୀତ ଲହରୀ, ୨ରୁ ୩ ଡିଗ୍ରୀ କମିଲା ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେଠୁ ଆରମ୍ଭ ହୋଇଛି ଶୀତଲହରୀ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ଶୁଖିଲା ରହିବା ସହ ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି। ଆଗକୁ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ...
ଉପବାଚସ୍ପତି ପଦବୀରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦବୀରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂ। ବୁଧବାର ଦିନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।
ଗତ ୨୦୧୯ ମସିହା ଜୁନ ମାସଠାରୁ...
ବ୍ରହ୍ମପୁର ବୁଡ଼ୁ ପାତ୍ର ହତ୍ୟା ମାମଲା: ୮ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୭ ମସିହାରେ ଘଟିଥିବା ବୁଡ଼ୁ ପାତ୍ର ହତ୍ୟା ମାମଲାର ବିଚାର କରି ୮ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍-୧। ଏହା ସହ...
ଆଜି ବଡ଼ଠାକୁରଙ୍କର ବନକଲାଗି ନୀତି, ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି, ବୁଧବାର ଦିନ ପୁରୀ ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।
ଦ୍ଵିତୀୟ ଭୋଗମଣ୍ଡପ ଭୋଗ ନୀତି...
ଛତିଶଗଡ଼ରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ହୋଇଛନ୍ତି ଓଡ଼ିଆ ବିଏସଏଫ୍ ଯବାନ ପ୍ରକାଶ ଚନ୍ଦ୍ର ସିଅଳ। ମଙ୍ଗଳବାର ଛତିଶଗଡ଼ର କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡ୍ମାଇନର ଶିକାର ହୋଇ ଗୁରୁତର...
ଓଏସଏସସି ପକ୍ଷରୁ ସିଜିଏଲ୍ ପରୀକ୍ଷା ପାଇଁ ଆବେଦନ ଜାରି, ନଭେମ୍ବର ୧୪ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ଗ୍ରାଜୁଏଟ ଲେଭାଲ (ସିଜିଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା...
ଭୁବନେଶ୍ଵରରେ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ – ବିଶ୍ୱ ଦେଖିବ ଓଡ଼ିଶାର ସଫଳ ମାଣ୍ଡିଆ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଷ୍ଟିଶସ୍ୟ ଉତ୍ପାଦନ ଏବଂ ଏହାର ଚାଷ ପ୍ରୋତ୍ସାହନ ଦିଗରେ ନୂଆ ପରିଚୟ ହାସଲ କରିଛି ଓଡ଼ିଶା। ଓଡ଼ିଶାର ସଫଳ ମାଣ୍ଡିଆ ଯାତ୍ରା ଏବେ ବିଶ୍ଵ ଦେଖିବ।
ପ୍ରଥମଥର ଓଡ଼ିଶାରେ ଆୟୋଜିତ ହେଉଛି ମିଲେଟ୍ସ...
ଓଡ଼ିଶୀ ସଙ୍ଗୀତର ସ୍ଵତନ୍ତ୍ରତା ଓ ଶାସ୍ତ୍ରୀୟ ମାନ୍ୟତା ପ୍ରତିଷ୍ଠା ପାଇଁ ପଦକ୍ଷେପ!
କପିଳାସ ଭୂୟାଁ
ପ୍ରଶ୍ନ ହେଲା କି ଓଡ଼ିଶୀ ନୃତ୍ୟ ଯଦି ଶାସ୍ତ୍ରୀୟ ନୃତ୍ୟ ତେବେ ଯେଉଁ ସଙ୍ଗୀତ ଆଧାରରେ ଏହି ନୃତ୍ୟକୁ ପରିବେଷଣ କରାଯାଇଆସୁଛି ତାହା କିପରି ଶାସ୍ତ୍ରୀୟ ସଙ୍ଗୀତ ନୁହେଁ? ଏହାର...





















