ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କ ଛତର ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ରବିବାର ଦିନ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ମୂଳାଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରାସାଦରେ ଥିବା ମା’ ମାଣିକେଶ୍ଵରୀଙ୍କ ପୀଠରେ...

ଶ୍ରଦ୍ଧାଞ୍ଜଳି ବିନୋଦିନୀ ଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିନୋଦିନୀ ଦେବୀ ଜଣେ କବି ଓ ଗୀତିକାର ଥିଲେ। ସେ ଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର। ଓଡ଼ିଆ ସିନେମାର ପ୍ରଥମ ନାରୀ ଗୀତିକାର ଭାବରେ ୧୯୬୫ ମସିହାର...
ossc

ଓଏସଏସସି ପକ୍ଷରୁ ସଂସ୍କୃତ ଓ ହିନ୍ଦୀ ହାଇସ୍କୁଲ ଶିକ୍ଷକ ପଦବୀ ପରୀକ୍ଷା ବାତିଲ, ଡିସେମ୍ବର ୧୬ରେ ଆଉ ଥରେ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ସଂସ୍କୃତ ଓ ହିନ୍ଦୀ ହାଇସ୍କୁଲ ଶିକ୍ଷକ ପଦବୀ ପାଇଁ ସେପ୍ଟେମ୍ବର ମାସରେ ହୋଇଥିବା ମେନ ପରୀକ୍ଷାକୁ ବାତିଲ କରାଯାଇଛି। ପରୀକ୍ଷାରେ ପ୍ରଶ୍ନ ପତ୍ର...

ବାଙ୍ଗିରିପୋଷିରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ଟ୍ରକ୍ ମଝିରେ ଚାଲିଗଲା ୨ ମହିଳାଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇଟି ଟ୍ରକ୍ ମଝିରେ ଗୋଟିଏ କାର୍ ଚାପି ହୋଇଯିବାରୁ ଦୁଇଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟି ନିକଟରେ। ଏହି ଦୁର୍ଘଟଣାରେ ୫...

ନାସନାଲ ଗେମ୍ସ ପୂର୍ବରୁ ପଦକ ବିଜେତା ଓଡ଼ିଆ ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୩୭ତମ ନାସନାଲ ଗେମ୍ସ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ପ୍ରତିଯୋଗିତାରେ ପଦକ ବିଜେତା ଓଡ଼ିଆ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ମିଳିବ।...

ମାଡ଼ ନୁହେଁ, ରୋଗ କାରଣରୁ ଏଏସଆଇ ଆଲିସା ଲୁଗୁନଙ୍କର ମୃତ୍ୟୁ ହୋଇଛି – ଏସପି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଆଲିସ ଲୁଗୁନଙ୍କର ମାଡ଼ ଯୋଗୁଁ ନୁହେଁ ବରଂ ରୋଗ କାରଣରୁ ମୃତ୍ୟୁ ହୋଇଛି ବୋଲି ଶନିବାର ଦିନ ସୂଚନା ଦେଇଛନ୍ତି ରାଉରକେଲା ଏସପି ମିତ୍ରଭାନୁ...

ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ୨୪ରୁ ଭିଜିବ ଓଡ଼ିଶା!

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ଅକ୍ଟୋବର ୨୩ ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା...

ଛତିଶଗଡ଼ ବିଧାନସଭା ନିର୍ବାଚନ: ପ୍ରଚାର କରିବେ ଓଡ଼ିଶା କଂଗ୍ରେସର ୩ ବରିଷ୍ଠ ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ କଂଗ୍ରେସର ତିନିଜଣ ବରିଷ୍ଠ ନେତା। ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ଓଡ଼ିଶାର ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ପ୍ରଭାରୀ...

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନୁଷ୍ଠିତ ହେଲା ଶିଳ୍ପ ସୁରକ୍ଷା ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାସ୍ଥିତ ପ୍ଲାଣ୍ଟରେ ଗୁରୁବାର ଏକ ଶିଳ୍ପ ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଆଇନ ଶୃଙ୍ଖଳା ଓ ଶିଳ୍ପ ସୁରକ୍ଷା ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ...

ରାଜ୍ୟରେ ଗଡ଼ିଲା ଘରୋଇ ବସ୍, ଅକ୍ଟୋବର ୩୧ ଯାଏଁ ସ୍ଥଗିତ ରହିଲା ଧର୍ମଘଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବସ୍‌ ଧର୍ମଘଟକୁ ସ୍ଥଗିତ ରଖିବା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ଏବେ ଅକ୍ଟୋବର ୩୧ ତାରିଖ ଯାଏଁ ଧର୍ମଘଟକୁ ରଖାଯାଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା...