ଲାଞ୍ଚ ନେବା ଅଭିଯୋଗରେ ବନ୍ଧା ହେଲେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଆଇ ହାତରେ ଧରାପଡ଼ିଲେ ପାରାଦୀପ ବନ୍ଦର ସ୍ଵାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ। ନାବିକଙ୍କ ସ୍ଵାସ୍ଥ୍ୟ ପ୍ରମାଣପତ୍ର ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଶୁକ୍ରବାର...
ଝାରସୁଗୁଡ଼ାରୁ ଉଡ଼ାଣ ଆରମ୍ଭ କରିବ ଇଣ୍ଡିଗୋ, ନଭେମ୍ବରରେ କୋଲକାତା ଓ ବେଙ୍ଗାଳୁରୁକୁ ଦୈନିକ ବିମାନସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଇଣ୍ଡିଗୋ ଏୟାରଲାଇନ୍ସ ଉଡ଼ାଣ ଆରମ୍ଭ କରିବ। ଏଠାରୁ ନଭେମ୍ବର ମାସରେ କୋଲକାତା ଓ ବେଙ୍ଗାଳୁରୁକୁ ଇଣ୍ଡିଗୋର ଦୈନିକ ବିମାନ ଚଳାଚଳ ହେବ। ଏନେଇ ଝାରସୁଗୁଡ଼ା...
ଓଡ଼ିଶାରେ ସରକାରୀ ଡାକ୍ତରଙ୍କ ପାଇଁ ନୂଆ ଗାଇଡଲାଇନ, ସରକାରୀ ଛୁଟିରେ କାମ କଲେ ମିଳିବ ବିକଳ୍ପ ଛୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ସରକାରୀ ଡାକ୍ତରଙ୍କ ଛୁଟି ନେବାକୁ ନେଇ ନୂଆ ଗାଇଡଲାଇନ ଜାରି ହୋଇଛି। ଏବେ କୌଣସି ସରକାରୀ ଛୁଟି ଦିନରେ ଡାକ୍ତରମାନେ କାମ କଲେ ସେମାନଙ୍କୁ ଅନ୍ୟ ଦିନରେ ଛୁଟି ମିଳିବ।...
ଓଡ଼ିଶାରେ ୧,୦୬୫ଟି ଅଧ୍ୟାପକ ପଦବୀରେ ନିଯୁକ୍ତି ସୁଯୋଗ, ଆଜି ସରିଯିବ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୧,୦୬୫ଟି ଅଧ୍ୟାପକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଏଥିରେ ପ୍ରାର୍ଥୀମାନଙ୍କୁ ରାଜ୍ୟର ଅନେକ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ବିଭିନ୍ନ ବିଷୟ ପାଇଁ ଅଧ୍ୟାପକ...
ହେମଗିରି ବ୍ଲକରେ ଚାଷୀଙ୍କ ରୋଜଗାର ବଢ଼ାଉଛି ପରିବା ଚାଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବା ଚାଷ ଭାଗ୍ୟ ବଦଳାଇପାରେ। ରାଜ୍ୟ ବାହାରୁ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳେ। ଆମ ରାଜ୍ୟ ଭିତରେ ମଧ୍ୟ ଏହି ଉଦାହରଣ ରହିଛି। ଟାଙ୍ଗରଭୂମିରେ ପରିବା ଫଳାଇ ଅନେକ ଚାଷୀ...
ଏଥର କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ହେବ ସ୍ଵତନ୍ତ୍ର ନୀତିକାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ। ଏଥିପାଇଁ ଅକ୍ଟୋବର ୨୮ ତାରିଖରେ ପୁରୀ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ ସବୁ...
ମାଲକାନଗିରିରେ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ ହୋଇଛି। ଗୁରୁବାର ଦିନ ମାଲକାନଗିରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମାଲକାନଗିରି ଜିଲ୍ଲାରେ ଗୁରୁବାର ଦିନ ଗଡ଼ିଛି ୩୬ଟି ବସ୍। ଏହି...
ଜୟପୁର: କାଠ ଫାଳିଆରେ ପିଟି ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ଵାମୀ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କାଠ ଫାଳିଆରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ପୋଲିସ। ଏହି ଅଭାବନୀୟ କାଣ୍ଡ ଘଟିଛି ଜୟପୁର ସହର ଡଙ୍ଗାଗୁଡ଼ାରେ। ଗିରଫ ଅଭିଯୁକ୍ତ ହେଉଛନ୍ତି...
‘ସ୍ତ୍ରୀ’ ଚଳଚ୍ଚିତ୍ର ଥିଲା ଗୌରପ୍ରସାଦ-ପାର୍ବତୀ ଘୋଷଙ୍କ ପାଇଁ ମାଇଲଖୁଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ପୁରସ୍କାର ପାଇଥିଲା ୧୯୬୮ ମସିହାରେ ସିଦ୍ଧାର୍ଥଙ୍କ ନିର୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ସ୍ତ୍ରୀ’।
୧୯୬୮ ମସିହାରେ ଓଡ଼ିଶାରେ ମାତ୍ର ଦୁଇଟି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା, 'କିଏ କାହାର' ଓ 'ସ୍ତ୍ରୀ'। ସିଦ୍ଧାର୍ଥଙ୍କ...
ଯାଜପୁର: ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ଦୁଇ ସାଙ୍ଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର ଜିଲ୍ଲା ଧର୍ମଶାଳା ଗୋକର୍ଣ୍ଣେଶ୍ଵର ନିକଟ ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ସାଙ୍ଗଙ୍କର ବୁଧବାର ଦିନ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଜାରକା କୁମାରୀ ଗାଁର ଦିବ୍ୟରଞ୍ଜନ ମହାରଣା ଏବଂ ଗୋବିନ୍ଦ...





















