କାନ୍ଦୁଛି କେନ୍ଦୁଢ଼ିପ: ଆଜି ପହଞ୍ଚିବ ସହିଦ ସରୋଜ କୁମାର ଦାସଙ୍କ ପାର୍ଥିକ ଶରୀର
ଓଡ଼ିଶାଲାଇଭ୍ ବ୍ୟୁରୋ
କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଓଡ଼ିଆ ସହିଦ ଯବାନ ସରୋଜ କୁମାର ଦାସଙ୍କ ଜନ୍ମମାଟି କେନ୍ଦୁଢ଼ିପ।
ସିକ୍କିମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ...
ଆସୁଛି ପାର୍ବଣ, ହସୁଛି କାଶତଣ୍ଡୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାର୍ବଣକୁ ସ୍ୱାଗତ ପାଇଁ ସଜେଇ ହୋଇଛି ପ୍ରକୃତିରାଣୀ
ପାର୍ବଣର ସ୍ୱାଗତ ପାଇଁ ସଜେଇ ହୋଇଛି ପ୍ରକୃତିରାଣୀ। ବିଲଠାରୁ ନଦୀ ପଠା ସବୁଠି ଏବେ ଖିଲିଖିଲି ହସୁଛି ଧୋବ ଫରଫର କାଶତଣ୍ଡୀ। ସତେ ଯେମିତି...
ଓଡ଼ିଶାରେ ୨,୭୫୩ଟି ମହିଳା ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀରେ ନିଯୁକ୍ତି ସୁଯୋଗ, ଅକ୍ଟୋବର ୨୩ ଆବେଦନର ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ସ୍ଵାସ୍ଥ୍ୟ କେନ୍ଦ୍ରରେ ଖାଲି ରହିଥିବା ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀ ପାଇଁ ଅନେକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ରହିଛି। କେବଳ ମହିଳାମାନେ ଏହି ପଦବୀ ପାଇଁ...
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଆଲିସା ଲୁଗୁନ ମୃତ୍ୟୁ ମାମଲାକୁ ନେଇ ତେଜୁଛି ଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ଦୁଇ ମହିଳା ଅଧିକାରୀଙ୍କ ମୃତ୍ୟୁକୁ ନେଇ ତେଜୁଛି ଆନ୍ଦୋଳନ। ଗୁରୁବାର ଦିନ ବିଜେପି ପକ୍ଷରୁ ସୁନ୍ଦରଗଡ଼ ବନ୍ଦ କରାଯାଇଥିବାବେଳେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ...
ଓଡ଼ିଶାରୁ ୨ରୁ ୩ ଦିନ ମଧ୍ୟରେ ବିଦାୟ ନେବ ମୌସୁମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରୁ ଫେରିଯିବ ମୌସୁମୀ। ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ଏହାପରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବଢ଼ିବା ସହ...
ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନରେ ଚମକିଲା ଭାରତ ସ୍ୱର୍ଣ୍ଣ ସହ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲ, ଶୁଭେଚ୍ଛା ଜଣାଇଲେ ହକି ଇଣ୍ଡିଆ ସଭାପତି।
ଚୀନରେ ଚମକିଲା ଭାରତୀୟ ପୁରୁଷ ହକି ଦଳ। ଫାଇନାଲରେ ଜାପାନକୁ ହରାଇ ସ୍ୱର୍ଣ୍ଣ...
‘ବର୍ଷା ମୁଁ ତୁମକୁ ହୃଦୟର ସହ ଭଲ ପାଇଥିଲି’ ଏମିତି ଲେଖିଲେ ଅନୁଭବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା। ବିବାହ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିବା ପାଇଁ ବର୍ଷାଙ୍କୁ ଅନୁରୋଧ କରିଛନ୍ତି...
ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ, ପୁଣି ୨୫ ନୂଆ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ। ଜିଲ୍ଲାରୁ ପୁଣି ୨୫ ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୁରୁବାରଦ ଦିନ ୧୦୮ଟି ନମୁନା ପରୀକ୍ଷା କରାଯାଇଥିଲା, ସେମାନଙ୍କ ମଧ୍ୟରୁ...
କ୍ୟାପିଟାଲ ହସ୍ପିଟାଲରେ ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଶୁ ବଦଳ ଅଭିଯୋଗ ଆସିବା ପରେ କଡ଼ା ପଦକ୍ଷେପ ନେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ
ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ। ଜନ୍ମ ହେବା ମାତ୍ରେ ରଖାଯିବ ଶିଶୁର ଫୁଟପ୍ରିଣ୍ଟ। କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ...
କେନ୍ଦୁଝର: ଭାଇ ଗୁଳିରେ ଭଉଣୀର ମୃତ୍ୟୁ ହୋଇଥିବା ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାଇ ଗୁଳିରେ ଭଉଣୀର ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ପାଣ୍ଡପଡ଼ା ଥାନା ଅନ୍ତର୍ଗତ ସୋମଗିରି ଗାଁରୁ।
ଘରୋଇ କଳିକୁ କେନ୍ଦ୍ର କରି ଭଉଣୀ ମାଳତୀ ବେହେରାଙ୍କୁ ଗୁଳି କରିଥିଲେ...





















