ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ନେଇ ପ୍ରାକ୍-ପ୍ରସ୍ତୁତି ବୈଠକ ମୌସୁମୀର ଲେଉଟାଣି ଅର୍ଥାତ୍ ଅକ୍ଟୋବର ମାସରେ ସାଧାରଣତଃ ଓଡ଼ିଶାକୁ ବାତ୍ୟା ଆସିବାର ସମ୍ଭାବନା ରହିଥାଏ। ସେଥିପାଇଁ...

ଆସନ୍ତାକାଲି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜ କୁମାର ଦାସଙ୍କ ପାର୍ଥିକ ଶରୀର

ଓଡ଼ିଶାଲାଇଭ୍ ବ୍ୟୁରୋ ସିକ୍କିମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ଶନିବାର ଦିନ ଜନ୍ମମାଟିରେ ପହଞ୍ଚିବ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା...

ନିତ୍ୟାନନ୍ଦ କାନୁନଗୋ- ଜଣେ ଅନନ୍ୟ ମଣିଷ

ଭାସ୍କର ପରିଚ୍ଛା ଜାତୀୟ ରାଜନୀତିରେ ଯଦି ଓଡ଼ିଶାର ତୃତୀୟ ବ୍ୟକ୍ତି କେହି ପ୍ରତିଷ୍ଠା ଅର୍ଜନ କରିଥାନ୍ତି ସେ ହେଉଛନ୍ତି ନିତ୍ୟାନନ୍ଦ କାନୁନଗୋ। ଡକ୍ଟର ହରେକୃଷ୍ଣ ମହତାବଙ୍କ ସମସାମୟିକ ଓ ବିଜୟାନନ୍ଦ ପଟ୍ଟନାୟକଙ୍କ ପୂର୍ବରୁ ଜାତୀୟ ରାଜନୀତିରେ...

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଘଟଣା: ପୁଅ ନୁହେଁ ଝିଅ ହୋଇଥିବା ଡିଏନଏ ରିପୋର୍ଟରୁ ସ୍ପଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଘଟଣାର ସତ୍ୟାସତ୍ୟ। ପୁଅ ନୁହେଁ ଝିଅ ଜନ୍ମ ହୋଇଥିଲା। ଗୁରୁବାର ଦିନ ଆସିଥିବା ଡିଏନଏ ଟେଷ୍ଟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଗତ ସେପ୍ଟେମ୍ବର ୨୬...

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜାପାନୀ ଭାଷା ସାର୍ଟିଫିକେଟ୍ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହି ପାଠ୍ୟକ୍ରମର ଶୁଭାରମ୍ଭ କରିଥିଲେ।...

ଛାତ୍ର ସଂସଦ ନିର୍ବାଚନ: ମୁଖ୍ୟ ଶାସନ ସଚିବ ଓ ଶିକ୍ଷା ବିଭାଗକୁ ହାଇକୋର୍ଟଙ୍କ ନୋଟିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ ଏବଂ ଗଣଶିକ୍ଷା ବିଭାଗ ସଚିବଙ୍କୁ ନୋଟିସ୍ କରିଛନ୍ତି ଓଡ଼ିଶା ହାଇକୋର୍ଟ। ସପ୍ତାହକ ମଧ୍ୟରେ ନୋଟିସର ଜବାବ...

ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ହ୍ରାସ, ଆଜିଠୁ କମିବ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦକ୍ଷିଣରେ ସକ୍ରିୟ ରହିଥିବା ଲଘୁଚାପର ପ୍ରଭାବ ଏବେ ଓଡ଼ିଶା ଉପରେ କମ ହେଉଛି। ଏଥିପାଇଁ ଗୁରୁବାରଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ଆସନ୍ତା ୭ ଦିନ ଯାଏଁ...

ସିକ୍କିମ ପ୍ରଳୟଙ୍କରୀ ବନ୍ୟା: ଓଡ଼ିଆ ଯବାନ ସରୋଜ ଦାସ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସିକ୍କିମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଭାସି ନିଖୋଜ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ ସହିଦ ହୋଇଛନ୍ତି। ଭିଡିଓ କଲ୍‌ ଯୋଗେ ସହିଦ ସରୋଜ ଦାସଙ୍କ ମୃତଦେହ ଚିହ୍ନଟ କରିଛନ୍ତି ପରିବାର ଲୋକ। ଏହି...

ଏଥର ଜମିବ ଦୁର୍ଗାପୂଜା: ରାତି ୧୨ଟା ଯାଏଁ ମେଲୋଡିରେ ମସଗୁଲ ହେବେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ଜମିବ ଦୁର୍ଗାପୂଜା। କାରଣ ରାତି ୧୨ଟା ଯାଏଁ ଚାଲିବ ମେଲୋଡି କାର୍ଯ୍ୟକ୍ରମ। ଏ ନେଇ ଗୁରୁବାର ଦିନ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହା ପୂର୍ବରୁ ପାର୍ବଣରେ ମେଲୋଡି ପାଇଁ...

ରହସ୍ୟ ଘେରରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ମାମଲା: ଆଜି...

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଏବଂ ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାକୁ ଲାଗିଛି। ଗୋଟିଏ ଅଞ୍ଚଳର ଦୁଇ ଦୁଇ ଜଣ ମହିଳା ଅଧିକାରୀଙ୍କର ସନ୍ଦେହଜନକ ଭାବେ...