ଟ୍ୱିନ୍ ସିଟିରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଜାନୁଆରି ମାସରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଏନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ...

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ଦେଲା ବ୍ରିଟେନ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରିଟେନରୁ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି। ଏହାରି ଭିତରେ ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଟିକା ଆଷ୍ଟ୍ରାଜେନେକାର ବ୍ୟବହାର ପାଇଁ ବ୍ରିଟେନ ଅନୁମତି ଦେଇଛି।...

ସରକାରୀ ଅଫିସରେ ନୂଆବର୍ଷ କଟକଣା – ଭର୍ଚୁଆଲ ଶୁଭେଚ୍ଛା ଜଣାଇବାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରକାରୀ ଅଫିସରେ ନୂଆବର୍ଷ ପାଳନ ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର। ଅଫିସରେ କର୍ମଚାରୀ ଏକାଠି ନହୋଇ ଭର୍ଚୁଆଲ ମାଧ୍ୟମରେ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବେ। ବୁଧବାର ଏନେଇ ସାଧାରଣ...

ଫ୍ଲାସବ୍ୟାକ୍ ୨୦୨୦ – ନକଲି ସାମଗ୍ରୀର ହବ୍ ପାଲଟିଥିଲା କଟକ, ଘିଅରୁ ମସଲା ସବୁରେ ଭେଜାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ନକଲି ଖାଦ୍ୟସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ। ବର୍ଷ ୨୦୨୦ରେ କଟକର ମାଟି, ପାଣି, ପବନକୁ ଛାଡ଼ିଦେଲେ ପ୍ରାୟ ସବୁଥିରେ ଲାଗିଥିଲା ନକଲିର ଛାପ। ଘିଅଠାରୁ ପନିର୍, ମସଲା ଗୁଣ୍ଡ, ଟମୋଟୋ ସସ୍ ସବୁ...

ଦରଦି ଗୀତର ବାଦଶାହ ଥିଲେ ଶାନ୍ତନୁ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆରପାରିରେ ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର। ‘ମୟୂରୀ ଗୋ ତୁମ ଆକାଶେ ମୁଁ’ ହେଉ ଅବା ‘ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ'.. ଏସବୁ ଗୀତକୁ ଶୁଣିବା ମାତ୍ରେ...

ଗୋଟିପୁଅ ନୃତ୍ୟର କିଛି ଜଣା ଅଜଣା କଥା

କପିଳାସ ଭୂୟାଁ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟକୁ ସର୍ବସମକ୍ଷରେ ଯେଉଁ ଗୁରୁତ୍ଵ ଦିଆଯାଏ, ଗୋଟିପୁଅ ନୃତ୍ୟ ଭାଗରେ ତାହା ପଡେ ନାହିଁ। କିନ୍ତୁ ଆମେ ଜାଣିବା କଥା ଯେ ଗୋଟିପୁଅ ହେଉଛି ଓଡ଼ିଶୀ ନୃତ୍ୟର ମୂଳ...

ଦେଶରେ ଆଉ ୧୪ ଜଣଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଆଉ ୧୪ ଜଣଙ୍କଠାରେ ନୂଆ ପ୍ରଜାତିର କରୋନା ଷ୍ଟ୍ରେନ ଚିହ୍ନଟ ହୋଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ୨୦ ଜଣଙ୍କଠାରେ ବ୍ରିଟେନରେ ଆତଙ୍କ ଖେଳାଇଥିବା ଏହି ଭାଇରସ ଚିହ୍ନଟ ହୋଇଛି।...

ରାଜ୍ୟର କରୋନା ରିପୋର୍ଟ – ଦିନକରେ ୩୦୫ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକରେ ୩୦୫ ଆକ୍ରାନ୍ତ, ମୃତ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩,୨୯,୩୦୬କୁ ବୃଦ୍ଧି କରୋନା ମୃତକଙ୍କ ସଂଖ୍ୟା କୁ ବୃଦ୍ଧି ରାଜ୍ୟର ୨୮ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୦୫...

କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନାରେ ପ୍ରାଣ ହରାଇଥିବା କେନ୍ଦ୍ରାପଡ଼ାର ଦୁଇଜଣ ସରକାରୀ କର୍ମଚାରୀଙ୍କ ପରିବାରଙ୍କୁ ୫୦ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସହାୟତା ପ୍ରଦାନ କରାଯାଇଛି। ଏମାନଙ୍କ ଭିତରୁ ଜଣେ ହେଲେ ବିଭୂତିଭୂଷଣ...

ଓଲିଉଡକୁ ପୁଣି ଝଟକା – ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ହୋଇଛି। ନିମୋନିଆରେ ପୀଡ଼ିତ ହୋଇ ସେ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ...