corona case-2

ରାଜ୍ୟରେ ଆଉ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ – କେବଳ ଗଞ୍ଜାମରୁ ୬

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ଓଡ଼ିଶାରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୧୬କୁ ବୃଦ୍ଧି ଘଟିଛି। ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ...
corona test 1

ଦେଶରେ କରୋନା ସ୍ଥିତି ସାଘାଂତିକ – ଦିନକରେ ୫୨ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, ୮୦୩ ମୃତ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୫୨,୦୫୦ ଆକ୍ରାନ୍ତ, ୮୦୩ ମୃତ ମୋଟ ପଜିଟିଭ୍ ସଂଖ୍ୟା ୧୮,୫୫,୭୪୬କୁ ବୃଦ୍ଧି ମୋଟ ୩୮,୯୩୮ ଆକ୍ରାନ୍ତ ମୃତ ଦେଶର କରୋନା ଗ୍ରାଫ୍‌ରେ ପ୍ରତିଦିନ ହଜାର ହଜାର ପଜିଟିଭ୍ ସାମିଲ...

ସୁନ୍ଦରଗଡ଼ରେ ନିରବଚ୍ଛିନ୍ନ ଭାବେ କୋଭିଡ୍ ପରିଚାଳନା କରାଯାଉଛି – ନିଖିଲ ପବନ କଲ୍ୟାଣ

ଓଡିଶାଲାଇଭ୍ ବ୍ୟୁରୋ[youtube https://www.youtube.com/watch?v=WWU6djlRcl4]   ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରିଚାଳନା ପାଇଁ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି? ସେ ସମ୍ପର୍କରେ ସୂଚନା ଦେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଅପ୍ରେଲ ମାସ ମଧ୍ୟ ଭାଗରେ...

ବଜ୍ରପାତରେ ଚାଲିଗଲା ୬ ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ସନ୍ଧ୍ୟାରେ ବର୍ଷା, ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ୨ ଜଣଙ୍କର ମୃତ୍ୟୁ ହୋଇଥିବା...

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ ବଢ଼ାଯିବ – ପ୍ରଦୀପ୍ତ ମହାପାତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=joE6au4XAuA ସୁନ୍ଦରଗଡ଼ରେ କରୋନା ମୁକାବିଲା ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଉରକେଲାରେ ଲାଗିବ ଆର୍‌ଟିପିସିଆର୍‌ ମେସିନ ଔଷଧ, ପିପିଇ କିଟ୍‌ ଏବଂ ଆଣ୍ଟିଜେନ୍‌...

ଭୁବନେଶ୍ୱରରୁ ଆଉ ୮୯ ଆକ୍ରାନ୍ତ ଚିହ୍ନଟ, ଆଇଗଣିଆ ଆଳୁଗଦିରୁ ୧୭ ପଜିଟିଭ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରୁ ଆଜି ୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୪ଟି ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ଆଇଗିଣିଆ ଆଳୁଗଦିରୁ ୧୭...

ଆସନ୍ତାକାଲିଠୁ ଗଡ଼ିବ ମୋ’ ବସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତାକାଲିଠୁ ପୁଣି ମୋ’ ବସ୍‌ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାୟରେ ୮ଟି ରୁଟ୍‌ରେ କେବଳ ନନ୍‌-ଏସି ବସ୍‌ ଚଳାଚଳ କରିବ। ରୁଟ୍‌ ନମ୍ବର ୧୧, ୧୬, ୧୮, ୨୦, ୨୩, ୨୫,...

କରୋନା କବଳରେ ରାଜନେତା – ଗୋଟିଏ ସପ୍ତାହରେ ଆକ୍ରାନ୍ତ ହେଲେ ଦେଶର ବଡ଼ ବଡ଼ ହସ୍ତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ କରୋନାର ଗତି ବହୁତ ଦ୍ରୁତ ଗତିରେ ବଢ଼ି ଚାଲିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଗତ ୮ ଦିନ ମଧ୍ୟରେ ଦେଶର ବଡ଼ ବଡ଼ ହସ୍ତୀ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଅମିତ...

ସମସ୍ତଙ୍କ ମୁହଁରେ ଓଡ଼ିଶାର କରୋନା ଡ୍ୟାସବୋର୍ଡ

ଓଡିଶାଲାଇଭ୍ ବ୍ୟୁରୋ ଦୀର୍ଘ ତିନି ଚାରି ମାସ ଧରି କରୋନା ମହାମାରୀ ଭିତରେ ବଞ୍ଚିବା ଯେତିକି କଷ୍ଟକର ହୋଇଛି ଏ ସଂକ୍ରାନ୍ତ ତଥ୍ୟ ଓ ସୂଚନା ପାଇବା ପାଇଁ ମଧ୍ୟ ଲୋକଙ୍କ ଆଗ୍ରହ ସେତିକି...

କଟକରୁ ଆଉ ୮୭ ଆକ୍ରାନ୍ତ – କେବଳ ମାଲଗୋଦାମ ବେହେରା ସାହିରୁ ୫୭

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକରେ ଆଜି ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମଣ ବୋଲି କଟକ ମହାନଗର ନିଗମ ଟୁଇଟ୍‌...