ଏବେ ଭୁବନେଶ୍ୱରରେ ହଟ୍ କେକ୍ ହୋଇଛି ଜେନେରେଟର୍, ଜମୁଛି ବେପାର

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ପ୍ରଭାବିତ ରାଜଧାନୀ ଭୁବନେଶ୍ୱରରେ ଏବେ ଲୋକଙ୍କ ପ୍ରଥମ ଚିନ୍ତା ବିଜୁଳି। କାରଣ ମେ ମାସର ଉତ୍କଟ ଖରାଦିନରେ ବିନା ବିଜୁଳିରେ ବଞ୍ଚିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ବାତ୍ୟା ପରବର୍ତ୍ତୀ ସ୍ଥିତିରେ...

ପୁରୀ : ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ଉଦ୍ୟମ ସତ୍ତ୍ୱେ ସ୍ଥିତି ଅସମ୍ଭାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ସହର ସମେତ ସମଗ୍ର ପୁରୀ ଜିଲ୍ଲାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ପୁନରୁଦ୍ଧାର ଓ ରିଲିଫ୍ ପରିଚାଳନା କ୍ଷେତ୍ରରେ ପ୍ରଶାସନର ଉଦ୍ୟମ ଅବସ୍ଥାକୁ ସମ୍ଭାଳିବା ପାଇଁ ସକ୍ଷମ ହେଉନାହିଁ। ଫନି...

ଶ୍ରୀମନ୍ଦିରକୁ ବାତ୍ୟା ମାଡ଼, କ୍ଷୟକ୍ଷତି ସମୀକ୍ଷା କରିବ ଏଏସ୍ଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୟଙ୍କର ସାମୁଦ୍ରିକ ଝଡ଼ ଫନି ଦ୍ୱାରା ପୁରୀ ଶ୍ରୀମନ୍ଦିର କ୍ଷତିଗ୍ରସ୍ତ ହୋଇଛି। ଏହାର ମୁଖ୍ୟ ମନ୍ଦିର ଏବଂ ବିଭିନ୍ନ ପାର୍ଶ୍ୱ ମନ୍ଦିର ଉପରେ ବାତ୍ୟାର କି ପ୍ରଭାବ ପଡ଼ିଛି ତାହା ପ୍ରାଥମିକ...

ଏବେ ଶସ୍ତା ; ଆଗକୁ ରାଜଧାନୀରେ ମହଙ୍ଗା ହେବ ଫଳ ଦର

ଓଡ଼ିଶାଲାଇଭ ବ୍ୟୁରୋ ସାମୁଦ୍ରିକ ଝଡ଼ ଫନିପରେ ରାଜଧାନୀ ଭୁବନେଶ୍ବରର ଫଳଦର ଆଗ ଅପେକ୍ଷା ଶସ୍ତା ହୋଇଛି। ଫଳରେ ରାସ୍ତାକଡ଼ ଫଳଦୋକାନୀଙ୍କ ପାଖରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହେଉଛି। କରେଣ୍ଟ ନଥିବାରୁ ଶୀତଳଭଣ୍ଡାରରେ ଫଳରଖିବା ସମ୍ଭବ ହେଉନାହିଁ।...

‘ଫନି’ ସହାୟତା – ଆଦାନୀ ପୋର୍ଟସ୍ ଦେଲା ୨୫ କୋଟି

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ଆଦାନୀ ପୋର୍ଟସ୍ ଓ ଏସଇଜେଡ୍ ପକ୍ଷରୁ ୨୫ କୋଟି ଟଙ୍କା...

ବାତ୍ୟାର ୪ ଦିନ ପରେ ବି ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଲମ୍ବାଲାଇନ

ଓଡ଼ିଶାଲାଇଭ ବ୍ୟୁରୋ ଇତିମଧ୍ୟରେ ଫନିକୁ ବିତିଗଲାଣି ୪ ଦିନ। ତଥାପି ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି। ସହରର ବିଭିନ୍ନ ସ୍ଥାନରେ ଥିବା ଟ୍ୟାଙ୍କ ମାନଙ୍କରେ ଗୋଟିଏ ଚିତ୍ର...

ଖାଦ୍ୟ  ଓ ପଲିଥିନ୍ ପାଇଁ ଚାରିଆଡ଼େ ହାହାକାର

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଫନିର ୫ ଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟର ଅନେକ ଅଞ୍ଚଳରେ ସରକାରୀ ସାହାଯ୍ୟ ପହଞ୍ଚିନଥିବା ଅଭିଯୋଗ ହୋଇଛି। ସୋମବାର ପରଠାରୁ ବିଭିନ୍ନ ଜିଲ୍ଲାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଖାଦ୍ୟ, ପାନୀୟ...

ବାତ୍ୟା ଫନି ଯୋଗୁଁ ରାଜ୍ୟର ସବୁଜ ବନାନୀ ଧ୍ୱସ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ମେ’ ୩ ତାରିଖରେ ଆସିଥିବା ଭୀଷଣ ବାତ୍ୟା ଫନି ଉପକୂଳ ଓଡ଼ିଶାର ସବୁଜ ବନାନୀକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟଭ୍ରଷ୍ଟ କରିଦେଇଛି। ଗୋଟିଏ ତଥ୍ୟ ଅନୁସାରେ ୧୨ଟି ଜିଲ୍ଲାର ପ୍ରାୟ ୧ କୋଟି...

ଫୋନ୍ କଲର ନୂଆ ଠିକଣା ଓଭରବ୍ରିଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱରରୁ ସୁଶ୍ରୀସ୍ମିତା ଓ ଶୁଭଶ୍ରୀ) : ବାତ୍ୟା ଫନି ପରେ ମୋବାଇଲ୍ ସେବା ଏବଂ ଇଣ୍ଟରନେଟ୍ ସେବା ଏକ ପ୍ରକାର ବ୍ୟାହତ ହୋଇଛି ରାଜଧାନୀ ଭୁବନେଶ୍ୱରରେ। ନେଟ୍‌ୱର୍କ ଟିକେ ପାଇଁ ଏଣେ ତେଣେ...

ବାତ୍ୟା ‘ଫନି’ରେ ୫୧ଟି ପୌରାଞ୍ଚଳ ଓ ୧୬ ହଜାର ଗାଁ ପ୍ରଭାବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ‘ଫନି’ ଚାଲିଯିବାର ପାଞ୍ଚ ଦିନ ପରେ ବି ଉପକୂଳ ଓଡ଼ିଶାରେ ସ୍ଥିତି ସୁଧୁରୁନି। ବାତ୍ୟା ‘ଫନି’ ଓଡ଼ିଶାରେ ତାଣ୍ଡବ ରଚି ଚାଲି ଯାଇଛି। ପାଞ୍ଚ ଦିନ ପରେ ବି ସ୍ଥିତି ସ୍ୱାଭାବିକ...