ଶିମିଳିପାଳ ଅଭୟାରଣ୍ୟରୁ ସ୍ଥାନାନ୍ତରିତ ହେଲେ ୧୧୦ ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରେ ବାସ କରୁଥିବା ଖେଜୁରୀ ଗ୍ରାମର ବାସିନ୍ଦାମାନଙ୍କୁ ଆଜି ଜଙ୍ଗଲ ବାହାରକୁ ସ୍ଥାନାନ୍ତର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଗୁରୁଗୁଡ଼ିଆ ଗ୍ରାମ...

‘କୃଷି ଓଡ଼ିଶା’ରେ ରାଜ୍ୟପାଳଙ୍କ ପରାମର୍ଶ: “ମାଟି ହସିଲେ ଚାଷୀ ହସିବ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା-୨୦୨୦’ ଉଦଯାପିତ ଉଦଯାପନୀ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ ଭୁବନେଶ୍ୱର ଜନତା ମଇଦାନରେ ପାଞ୍ଚ ଦିନ ଧରି ଚାଲିଥିଲା କୃଷି ମହାକୁମ୍ଭ ମାଟିର ସୁରକ୍ଷା ଏବଂ ପ୍ରଦୂଷଣ ରୋକିବାକୁ...

କୋଣାର୍କ ଇକୋ ରିଟ୍ରିଟ୍‌ରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ମହାସମ୍ମିଳନୀ ଉଦ୍‌ଯାପିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କୋଣାର୍କ ମେରାଇନ୍‌ ଡ୍ରାଇଭରେ ଆୟୋଜିତ ଇକୋ ରିଟ୍ରିଟ୍‌ ପରିସରରେ ଆଜି ଅନ୍ତର୍ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଉଦ୍‌ଯାପିତ ହୋଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ...

ଫେବ୍ରୁଆରି ୧ରୁ ଖଣ୍ଡଗିରି କୁମ୍ଭମେଳା – ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ବୈଠକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୧ରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା। ଏହାକୁ ସୁରୁଖୁରୁରେ ଶେଷ କରିବାକୁ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଏହି ମେଳା ଫେବ୍ରୁଆରି ୧ରୁ ଆରମ୍ଭ ହୋଇ ୧୬...

‘କୃଷି ଓଡ଼ିଶା-୨୦୨୦’ – କୃଷି ଓ କୃଷକ ପାଇଁ ପ୍ରୟୋଗଶାଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ଗୋଟିଏ ଜାଗାରେ ଏକାଠି କରିବାର ସୁଯୋଗ ଆଣିଥିଲା ‘କୃଷି ଓଡ଼ିଶା-୨୦୨୦’। ‘ଲାଭଜନକ କୃଷି ପାଇଁ ପ୍ରୟାସ’ ଥିମ୍‌କୁ ନେଇ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ...

ଭାଙ୍ଗିଲା ଡିଗ୍ରୀ କଲେଜ ପରିଚାଳନା କମିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିଗ୍ରୀ କଲେଜ ପରିଚାଳନା କମିଟି (ଗଭର୍ଣ୍ଣିଂ ବଡି) ଭାଙ୍ଗିଲେ ରାଜ୍ୟ ସରକାର। ଗଭର୍ଣ୍ଣିଂ ବଡି ଭାଙ୍ଗିବା ନେଇ ବିଜ୍ଞପ୍ତି ପ୍ରକାଶ କଲା ଉଚ୍ଚଶିକ୍ଷା ବିଭାଗ। ଗଭର୍ଣ୍ଣିଂ ବଡିରେ ଆଉ ସ୍ଥାନୀୟ ବିଧାୟକ...

‘କୃଷି ଓଡ଼ିଶା’: ଜୈବିକ ପଦ୍ଧତିରେ ସାର ଓ କୀଟନାଶକ ପ୍ରସ୍ତୁତିର ମନ୍ତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା ୨୦୨୦’ ଅବସରରେ ଗବେଷକ ମାନସ ରଂଜନ ସାହୁ ଶିଖାଉଛନ୍ତି ଜୈବିକ ପଦ୍ଧତିରେ ସାର ପ୍ରସ୍ତୁତିର କୌଶଳ। ଦିନେ ‘ସବୁଜ ବିପ୍ଳବ’ ସ୍ଲୋଗାନ୍‌ ପଛରେ ଥିଲା ରାସାୟନିକ ସାରର ପ୍ରୟୋଗ କରି...

ଯୁବକଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘରୁ ଡାକିଆଣି ଯୁବକଙ୍କୁ ଜୀବନ୍ତ ଜାଳିଦେବାକୁ ଉଦ୍ୟମ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧୁମୁଛାଇ ଗାଁରେ। ନିଆଁ ଲଗାଇବା ପରେ ଦୁଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ଘଟଣାସ୍ଥଳରେ...

କୃଷି କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ପାଲିଟିଛି ମଡେଲ – ଦିଲ୍ଲୀପ ଚିନୋୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=osc_GpTFI08] ‘କୃଷି ଓଡ଼ିଶା-୨୦୨୦’ରେ ଫିକି ମହା ସଚିବ ଦିଲ୍ଲୀପ ଚିନୋୟ କହିଲେ – କୃଷି କ୍ଷେତ୍ରରେ ଓଡ଼ିଶା ବେଶ୍‌ ଆଗେଇଛି। ‘‘ସାରା ଦେଶରେ ଓଡ଼ିଶା ହେଉଛି ‘ଏଗ୍ରିକଲ୍‌ଚରାଲ ହବ୍‌’। ଅନ୍ୟ ରାଜ୍ୟ ପାଇଁ...

ବନ୍ଧୁକ ଦେଖାଇ ଦିନ ଦ୍ୱିପ୍ରହରରେ ୨୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା ଟାଉନରୁ ବନ୍ଧୁକ ଦେଖାଇ ୨୩ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ। ଏକ ଘରୋଇ ସଂସ୍ଥାର ଏଜେଣ୍ଟ ବୀମା ଟଙ୍କା ନେଇ ବ୍ୟାଙ୍କକୁ ଗଲା ବେଳେ ତାଙ୍କଠୁ ଲୁଟ ହୋଇଛି। ଶୁକ୍ରବାର...