ମେଟଲ୍‌ ମିଟ୍ ଗ୍ରାଣ୍ଡଫିନାଲେ ଜୁନିଅର : ପ୍ରଥମ ସ୍ଥାନରେ ମଦର୍ସ ପବ୍ଲିକ ସ୍କୁଲ-ଭୁବନେଶ୍ୱର

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ରାଣ୍ଡଫିନାଲେ ଜୁନିଅର ବର୍ଗରେ କଡ଼ା ଟକ୍କର ପ୍ରଥମ ସ୍ଥାନରେ ମଦର୍ସ ପବ୍ଲିକ ସ୍କୁଲ ଦ୍ୱିତୀୟ ସ୍ଥାନରେ ଡିଏଭି,ୟୁନିଟ୍‌-୮- ଭୁବନେଶ୍ୱର ତୃତୀୟ ସ୍ଥାନରେ ଡିଏଭି, ସିଡିଏ-କଟକ କୁଇଜ୍ ମାଷ୍ଟର ଅଜୟ ପୁନିଆଙ୍କ...

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଦାବି କଲେ ପୀଡ଼ିତାଙ୍କ ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଶନିବାର ବିଧାନସଭାରେ ବିଚାର ବିଭାଗୀୟ କମିସନ ତଦନ୍ତ ରିପୋର୍ଟ ଉପସ୍ଥାପନ କରି କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ମିଛ ବୋଲି...

ରାଜନୀତିକୁ ଆସିବେ କି ବିଜୟ ମହାପାତ୍ରଙ୍କ ପୁଅ ବାବୁ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଏଥର ପାଟକୁରା ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଥିଲା। ନେତାଙ୍କ ପୁଅ ନେତା। ଅତୀତରେ ଏମିତି ଅନେକ ଉଦାହରଣ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି।...

ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଚ୍ୟାନେଲର ସବ୍‌ସ୍କ୍ରାଇବର ୬ ଲକ୍ଷ ଟପିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକପ୍ରିୟ  ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଶାଲାଇଭ୍‌ର ସବ୍‌ସ୍କ୍ରାଇବର ସଂଖ୍ୟା ୬ ଲକ୍ଷ ଟପି ଯାଇଛି। ଏହାସହ ଏହି ଡିଜିଟାଲ ପ୍ଲାଟଫର୍ମର ସମୁଦାୟ ପେଜ୍‌ ଭିଉଜ୍‌ ପ୍ରାୟ ୧୪ କୋଟିରେ ପହଞ୍ଚି ପାରିଛି। ଓଡ଼ିଶାଲାଇଭ୍‌...

ଗୁଜୁରାଟ ବନ୍ୟାରେ ଫଶିରହିଥିବା ୩୦ ଓଡ଼ିଆ ଯୁବକ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ର ଭଳି ଲାଗାଣ ବର୍ଷାରେ ବର୍ତ୍ତମାନ ଗୁଜୁରାଟ ରାଜ୍ୟ ବେହାଲ। ପ୍ରବଳ ବର୍ଷାରେ ଗୁଜୁରାଟର ସୁରତ, ଭଦୋଦରା, ନବସାରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ତେବେ...

ମୟୂରଭଞ୍ଜରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାରେ ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଶରତ ଥାନା କାଠଚୁଆ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଗତ ୩୧ ତାରିଖରେ ଦିବ୍ୟାଙ୍ଗ ଯୁବତୀ ଜଣକ ଘରେ ଏକୁଟିଆ...

କୁନ୍ଦୁଲି ରିପୋର୍ଟ ଉପରେ ନିରଞ୍ଜନ ଉଠାଇଲେ ପ୍ରଶ୍ନ – ଆମ ପ୍ରଶାସନ କେତେ ଦକ୍ଷ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ମିଛ। ଏନେଇ ଶନିବାର ବିଧାନସଭାରେ ବିଚାର ବିଭାଗୀୟ କମିସନ ତଦନ୍ତ ରିପୋର୍ଟ ଉପସ୍ଥାପନ କରିବା ପରେ ସିଧାସଳଖ ସରକାରଙ୍କୁ ତୀର ମାରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।...

ଅଗଷ୍ଟ ୬ରେ ଲଘୁଚାପ ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଉପରେ ସେତେଟା ପ୍ରଭାବ ପକାଇନଥିବା ବେଳେ ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ହେବାର ଆଶଙ୍କା କରାଯାଉଛି। ଉତ୍ତର-ପୂର୍ବ ବଙ୍ଗୋପସାଗର ତଥା ଓଡ଼ିଶା...

ଆଜି ମେଟଲ୍ ମିଟ୍ ଗ୍ରାଣ୍ଡଫିନାଲେ, ହେବ ଦମଦାର ଲଢ଼େଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାପୋଷ୍ଟ ମେଟଲ୍‌ ମିଟ୍‌ ଚତୁର୍ଥ ସଂସ୍କରଣର ଆଜି ହେଉଛି ଗ୍ରାଣ୍ଡଫିନାଲେ। ଅପରାହ୍‌ଣ ୨ଟାରୁ ଜୁନିଅର ବର୍ଗର ୮ଟି ଟିମ୍‌ ମଧ୍ୟରେ ଶ୍ରେଷ୍ଠ ତିନିଟି ସ୍ଥାନ ପାଇଁ ହେବ ଦମଦାର ଲଢ଼େଇ। ସେହିପରି...

ଚାନ୍ଦିପୁର ଘାଟିରୁ ‘କ୍ୟୁଆର୍‌ଏସ୍‌ଏଏମ୍‌’ କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ 'କ୍ୟୁଆର୍‌ଏସ୍‌ଏଏମ୍‌' କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ ହୋଇଛି। ୩୦ କିଲୋମିଟର ଦୂରବର୍ତ୍ତି ଜଳ, ସ୍ଥଳ ଓ ଆକାଶମାର୍ଗରେ ଶତ୍ରୁପକ୍ଷଙ୍କୁ ଭେଦ କରିବାର କ୍ଷମତା ରଖିଛି ଏହି...