ଅଫିସରଙ୍କ ଉପରେ ଆକ୍ରମଣ – ଓଏଏସ ଅଫିସର ସଂଘର ନିନ୍ଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ବିଭିନ୍ନ ସ୍ଥାନରେ ଓଏଏସ ଅଫିସରଙ୍କୁ ଆକ୍ରମଣ ଘଟଣାରେ ଓଡ଼ିଶା ପ୍ରଶାସନିକ ଅଧିକାରୀ ସଂଘ ନିନ୍ଦା କରିଛି। କୋଭିଡ୍‌ ଡ୍ୟୁଟି କରୁଥିବା ବେଳେ ନିଜ ଜୀବନକୁ ପାଣି ଛଡାଇ ଲୋକଙ୍କ ସୁରକ୍ଷା...
rashi fala

ଆଜିର ରାଶିଫଳ – (୧୦ ମେ ୨୦୨୧, ସୋମବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରି ୦୯:୫୫:୪୮ ଗତେ ଅମାବାସ୍ୟା ତିଥି।ମେଷଚନ୍ଦ୍ର ଅହୋରାତ୍ର। ଅଶ୍ବିନୀ ରାତ୍ରି ୦୮:୨୫:୨୫ ଗତେ...

ବିଶାଖାପାଟଣାରେ ପହଞ୍ଚିଲା କ୍ରାୟୋଜେନିକ୍ ଅମ୍ଳଜାନ ଟ୍ୟାଙ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢୀ): କ୍ରାୟୋଜେନିକ୍ ଅମ୍ଳଜାନ ଟ୍ୟାଙ୍କର ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଧରି ବିଶାଖାପାଟଣାରେ ପହଞ୍ଚିଲା ଭାରତୀୟ ନୌସେନାର ଜାହାଜ ଆଇଏନଏସ ଏୟାରଭାଟ୍ । ଦେଶରେ କୋଭିଡ୍ ବିରୋଧରେ...

କରୋନା କାଳରେ ଅସହାୟଙ୍କୁ ଖାଦ୍ୟ ଯୋଗାଉଛନ୍ତି ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାଳରେ ନୟାଗଡ଼ ରେଡ୍ କ୍ରସ୍ ଭଲୁଣ୍ଟିୟରସ୍ ଫୋରମର ଉତ୍ସାହିତ ସ୍ୱେଚ୍ଛାସେବୀ ବିଭୂତି ଭୂଷଣ ପଟ୍ଟନାୟକ ଓ ତାଙ୍କ ସାଥୀମାନେ ମାନବ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେମାନେ ଅନେକ...

ଖୋଲିଲା ସହାୟତା କେନ୍ଦ୍ର – କୋଭିଡ୍‌ ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜାଣିବେ ପରିବାର ଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜାଣିପାରିବେ ପରିବାର ଲୋକ। ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପରିବାର ଲୋକଙ୍କୁ ସୂଚନା ଦେବା ପାଇଁ ରାଜ୍ୟର ସମସ୍ତ...

କରୋନା ମାଡ଼ – ପୁଣି ସଙ୍କଟରେ ବସ୍ ମାଲିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ବସ୍‌ ମାଲିକମାନେ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଗତ ବର୍ଷ କରୋନା ପାଇଁ ଦୀର୍ଘ ସମୟ ଧରି ଲକ୍‌ଡାଉନ୍‌ ହେବା ଯୋଗୁଁ ମାସ ମାସ ପର୍ଯ୍ୟନ୍ତ...

ରାଜ୍ୟରେ ଅଣାୟତ୍ତ କରୋନା – ଆଜି ୧୦ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, ୧୭ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ଲକ୍‌ଡାଉନ ଓ ସଟ୍‌ଡାଉନ୍ ସତ୍ତ୍ୱେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା...

ରାସ୍ତାରେ ବୁଲୁଥିବା ପଶୁଙ୍କୁ ଖାଦ୍ୟ ଦେବା ପାଇଁ ପୌର ସଂସ୍ଥାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ ସମୟରେ ରାସ୍ତାରେ ବୁଲୁଥିବା ପଶୁଙ୍କୁ ଖାଦ୍ୟ ଯୋଗାଣ ପାଇଁ ପୌର ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସହର ଉନ୍ନୟନ ବିଭାଗ ସଚିବ ଜି ମଥି ଭତନନ ସମସ୍ତ ୧୧୪ ପୌର...
rashi fala

ଜାଣନ୍ତୁ ଆଜିର ରାଶିଫଳ – (୧୦ ମେ ୨୦୨୧, ସୋମବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରି ୦୯:୫୫:୪୮ ଗତେ ଅମାବାସ୍ୟା ତିଥି।ମେଷଚନ୍ଦ୍ର ଅହୋରାତ୍ର। ଅଶ୍ବିନୀ ରାତ୍ରି ୦୮:୨୫:୨୫ ଗତେ...

ରାଉରକେଲାରେ କୋଭିଡ୍-୧୯ ଟିକାକରଣ ପାଇଁ ମଙ୍ଗଳବାରଠାରୁ ନୂଆ ସୂଚୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲା: ରାଉରକେଲା ସହରରେ କୋଭିଡ୍-୧୯ ଟିକାକରଣ ପାଇଁ ଆସନ୍ତା ମଙ୍ଗଳବାର ମେ’ ୧୧ ତାରିଖଠାରୁ ନୂଆ ସୂଚୀ ଜାରି କରିଛି ଜିଲ୍ଲା ପ୍ରଶାସନ। ଏହି ସୂଚୀ ଅନୁଯାୟୀ ୧୮ରୁ ୪୪ ବର୍ଷ...