ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରି

ଓଡ଼ିଶାଲାଇଭ୍ ବ୍ୟୁରୋ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରି। ରବିବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଅଧ୍ୟାଦେଶକୁ ଅନୁମୋଦନ କରାଯାଇଛି। ଏହାଦ୍ୱାରା ଶ୍ରୀ ଲିଙ୍ଗରାଜ, ତାଙ୍କର ସମ୍ପତ୍ତିର ସୁପରିଚାଳନା ହୋଇପାରିବ। ଏଥିପାଇଁ ଏକ...

ପୁରୀ ଓ ଯାଜପୁରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ – ମିଳିଲା ରାଜ୍ୟ କ୍ୟାବିନେଟ୍ ମଞ୍ଜୁରି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଓ ଯାଜପୁରରେ ପ୍ରତିଷ୍ଠା ହେବ ଆଉ ଦୁଇଟି ମେଡିକାଲ କଲେଜ। ରାଜ୍ୟ ସରକାର ଡାକ୍ତରଖାନାଗୁଡ଼ିକରେ ଯୋଗ୍ୟ ଡାକ୍ତରଙ୍କ ଆବଶ୍ୟକତା ପୂରଣ କରିବା ସହ ଭେଷଜ ଶିକ୍ଷାର ପ୍ରସାର ପାଇଁ ଏଭଳି...

ଚାଷୀ ଆନ୍ଦୋଳନ ବନ୍ଦ ପାଇଁ ବିକଳ୍ପ ଖୋଜୁଛନ୍ତି କେନ୍ଦ୍ର ସରକାର!

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ ୧୯ ଦିନ ହେଲା ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଚାଷୀ। କେନ୍ଦ୍ର ସରକାରଙ୍କ ସହ ଏକାଧିକ ବାର ଆଲୋଚନା ବି ସରିଲାଣି, ହେଲେ ଫଳ କିନ୍ତୁ...

ଆସ କିଏ ଖାଇବ କଟକ ଚାଉଳିଆଗଞ୍ଜର ‘ଥ୍ରୀ ଇନ୍ ଓ୍ଵାନ୍ ବରା’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଥ୍ରୀ ଇନ୍ ଓ୍ଵାନ୍ ବରା ଖାଇବାକୁ ଛୁଟି ଆସୁଛନ୍ତି ଗ୍ରାହକ। (କଟକରୁ ବିଶ୍ଵଜିତ ସାହୁ): ଚଟପଟି ଛଣାଛଣି ଖାଇବା କଥା କହିଲେ ବରା ନାଁଟି ଆପେ ଆପେ ମୁହଁକୁ ଚାଲିଆସେ। ଜଳଖିଆ...

ଭାରତ ପାକ୍‌ ଯୁଦ୍ଧ ପାଇଁ ବି ବନ୍ଦ ହୋଇଥିଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏ ବର୍ଷ ଧନୁଯାତ୍ରା ବନ୍ଦ ହେବା ନୂଆ କଥା ନୁହେଁ। ପୂର୍ବରୁ ୧୯୬୫ ମସିହାରେ ଯୁଦ୍ଧ ଯୋଗୁଁ ଏହି ଉତ୍ସବକୁ ବନ୍ଦ କରାଯାଇଥିଲା। ଲୋକସଂସ୍କୃତିର ଗନ୍ତାଘର ହେଉଛି ବରଗଡ଼। ବରଗଡ଼ର ବିଶେଷ...

ପ୍ରଣବ ମୁଖାର୍ଜୀଙ୍କ ଆତ୍ମଜୀବନୀ ‘ଦ ପ୍ରେସିଡେନସିଆଲ୍ ଇୟର୍ସ’ – ଖୋଲିବ କଂଗ୍ରେସର ଭିତିରି ଗୁମର!

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆତ୍ମଜୀବନୀ ‘ଦ ପ୍ରେସିଡେନସିଆଲ୍ ଇୟର୍ସ’କୁ ନେଇ ଏବେ ଜୋର ଧରିଛି ଜାତୀୟ ରାଜନୀତି। ମୁଖ୍ୟତଃ କଂଗ୍ରେସ ଦଳରେ ଏହି ପୁସ୍ତକକୁ ନେଇ ଚର୍ଚ୍ଚା ଆରମ୍ଭ...
rashi fala

ଆଜିର ରାଶିଫଳ – (୧୪ ଡିସେମ୍ବର ୨୦୨୦, ସୋମବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ମାର୍ଗଶିର କୃଷ୍ଣ ଅମାବାସ୍ୟା ରାତ୍ରି ୦୯:୪୬:୩୧ ଗତେ ଶୁକ୍ଳ ପ୍ରତିପଦ...

ପ୍ରଥମ ଥର ମୁହଁ ଖୋଲିଲେ ଜାଗୃତି ଶୁକ୍ଳା – ‘‘ଅନୁଭବ କେବଳ ମୋର ଭଲ ବନ୍ଧୁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦକୁ ନେଇ ମୁହଁ ଖୋଲିଲେ ଜାଗୃତି ଶୁକ୍ଳା। ବହୁ ଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା ଅନୁଭବଙ୍କ ବିବାଦ ଏବେ ପୁଣି ଚର୍ଚ୍ଚାକୁ ଆସିଛି।...

ୟୁପିଏ ମେଣ୍ଟର ଅଧ୍ୟକ୍ଷ ହେବେ କି ଶରଦ ପାୱାର?

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁପିଏ ଅଧ୍ୟକ୍ଷ ହେବେ କି ଶରଦ ପାୱାର? ଖୁବଶୀଘ୍ର ୟୁପିଏକୁ ମିଳିପାରେ ନୂଆ ଅଧ୍ୟକ୍ଷ। ସୋନିଆ ଗାନ୍ଧୀଙ୍କ ବଦଳରେ ଶରଦ ପାୱାର ହୋଇପାରନ୍ତି ୟୁପିଏର ନୂଆ ନେତା। ଗତ କିଛି ଦିନ ହେଲା...
missing women-3

ପାଞ୍ଚ ମାସରେ ନିଖୋଜ ହେଲେଣି ୪ ଶିଶୁକନ୍ୟା – ବାପା ମା’ଙ୍କ ମନରେ ଛନକା

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ କିଛି ଦିନ ହେବ ରାଜ୍ୟରେ ଶିଶୁକନ୍ୟା ଅପହରଣ ଓ ହତ୍ୟା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସୁଛି। ପ୍ରଥମେ ନୟାଗଡ଼ର ଯଦୁପୁର, ପରେ ଯାଜପୁର ଓ ରାଜସୁନାଖଳା ଏବଂ ଏବେ...