rashi fala

ଜାଣନ୍ତୁ ଆଜିର ରାଶିଫଳ – (୧୬ ଡିସେମ୍ବର ୨୦୨୦, ବୁଧବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ମାର୍ଗଶିର ଶୁକ୍ଳ ଦ୍ୱିତୀୟା ଦିବା ୦୪:୫୪:୪୪ ଗତେ ତୃତୀୟା ତିଥି।...

ଆଜିର ଟପ୍‌ ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ୧୫ ଡିସେମ୍ଵର ୨୦୨୦ ଡିସେମ୍ବର ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର, କୋଭିଡ୍ ନେଗେଟିଭ୍ ଥିଲେ ପ୍ରବେଶ ଅନୁମତି ଭୁବନେଶ୍ୱରରେ ‘ଜିରୋ ନାଇଟ୍ ସେଲିବ୍ରେସନ୍’ ମନା ଓଡ଼ିଶାରେ ପ୍ରଥମେ ୩ ଲକ୍ଷ ୨୦...

ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପଦକ୍ଷେପ, ୨୮ରୁ ଔଷଧବୁଡ଼ା ମଶାରୀ ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ ଔଷଧବୁଡ଼ା ମଶାରୀ ବଣ୍ଟନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୮ ତାରିଖରୁ ଆରମ୍ଭ...

ରାଜଧାନୀରେ ବଡ଼ଦିନ ପାଳନ ପାଇଁ ସ୍ୱତନ୍ତ୍ର ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ବଡ଼ଦିନ ପାଳନ ପାଇଁ ଖ୍ରୀଷ୍ଟିଆନମାନଙ୍କୁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯାଇଛି। ଡିସେମ୍ବର ୨୫ରେ ଖ୍ରୀଷ୍ଟମାସରେ ସେମାନେ ଚର୍ଚ୍ଚ ଯାଇପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ତେବେ ଯେଉଁ ଚର୍ଚ୍ଚ ଖ୍ରୀଷ୍ଟମାସ...

ବରିଷ୍ଠ ସ୍ତମ୍ଭକାର ରୁଦ୍ରପ୍ରସନ୍ନ ରଥଙ୍କୁ ମିଳିଲା ଜାତୀୟ ଲାଡଲୀ ମିଡିଆ ଆୱାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ବରିଷ୍ଠ ସ୍ତମ୍ଭକାର ତଥା ସମାଜସେବୀ ରୁଦ୍ରପ୍ରସନ୍ନ ରଥଙ୍କୁ ମିଳିଲା ଜାତୀୟ ଲାଡଲୀ ମିଡିଆ ଆୱାର୍ଡ। ଚଳିତ ବର୍ଷ ତାଙ୍କ ସହ ସାମାଜିକ ଲିଙ୍ଗଗତ ସମସ୍ୟା ଏବଂ ଏହାକୁ ଦୂର କରିବାକୁ ଚେଷ୍ଟା...

ସୁନ୍ଦରଗଡ଼ରେ ମାଣ୍ଡିଆ କ୍ରୟ ଆରମ୍ଭ, ରାଇବଗାରେ ଖୋଲିଲା ଜିଲ୍ଲାର ପ୍ରଥମ ମଣ୍ଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ଖରିଫ୍ ବର୍ଷ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀମାନଙ୍କଠାରୁ ମାଣ୍ଡିଆ କ୍ରୟ ଆରମ୍ଭ ହୋଇଛି। ଏଥିପାଇଁ କୁଆରମୁଣ୍ଡା ବ୍ଲକର ରାଇବଗାଠାରେ ମଙ୍ଗଳବାର ଦିନ ଜିଲ୍ଲାର ପ୍ରଥମ ମଣ୍ଡି ଖୋଲିଥିଲା। ଏହି ମଣ୍ଡି...

ଫ୍ଲାସବ୍ୟାକ୍ ୨୦୨୦ – ୫୦୦ ବୁଲା କୁକୁରଙ୍କୁ ବିବାହ ଭୋଜି ଦେଇ ଚର୍ଚ୍ଚାରେ ଥିଲେ ଭୁବନେଶ୍ୱରର ଦମ୍ପତି

ଓଡ଼ିଶାଲାଇଭ୍ ବ୍ୟୁରୋ ୫୦୦ ବୁଲା କୁକୁରଙ୍କୁ ବାହାଘର ଭୋଜି ଦେଇ ଚର୍ଚ୍ଚାକୁ ଆସିଥିଲେ ଭୁବନେଶ୍ୱରର ନବ ଦମ୍ପତି ୟୁରେକା ଆପଟା ଓ ତାଙ୍କ ପତ୍ନୀ ଜୋଆନା ଓ୍ୱାଙ୍ଗ। ଏ ବିଷୟରେ ଅଧିକ ଜାଣନ୍ତୁ ଓଡ଼ିଶାଲାଇଭ୍...

ସୋଆ ଏସ୍ଏଚ୍ଏମ୍‌ରେ ୧୧ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋଆ ହସ୍ପିଟାଲିଟି ଓ ଟୁରିଜିମ୍ ଫ୍ୟାକଲ୍ଟି ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟର ୧୧ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଛି। ଜୟପୁର ଜଗନ୍ନାଥ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର...
rashi fala

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୧୬ ଡିସେମ୍ବର ୨୦୨୦, ବୁଧବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ବୁଧବାର ମାର୍ଗଶିର ଶୁକ୍ଳ ଦ୍ୱିତୀୟା ଦିବା ୦୪:୫୪:୪୪ ଗତେ ତୃତୀୟା ତିଥି।...

ଭୁବନେଶ୍ୱରରେ ‘ଜିରୋ ନାଇଟ୍ ସେଲିବ୍ରେସନ୍’ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଏଥର ‘ଜିରୋ ନାଇଟ୍ ସେଲବ୍ରେସନ’ ମନା। କୋଭିଡ୍ ସଂକ୍ରମଣର ଭୟ ହେତୁ ଏହି ସେଲିବ୍ରେସନ୍ ଉପରେ ରୋକ୍ ଲଗାଇଛି ବିଏମସି। ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରିରେ ଲୋକମାନେ ଜିରୋ ନାଇଟ୍...