ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୧୩ ଡିସେମ୍ବର ୨୦୨୦, ରବିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆସନ୍ତାକାଲି ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରି ୧୨:୪୪:୫୫ ଗତେ ଅମାବାସ୍ୟା ତିଥି।...
chakiri 4

କୋରାପୁଟ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଅଧୀନରେ ନିଯୁକ୍ତି ସୁଯୋଗ, ଡିସେମ୍ଵର ୨୮ ପୂର୍ବରୁ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଅଧୀନରେ ବିଭିନ୍ନ ବିଭାଗରେ ଡାକ୍ତର, ଫାର୍ମାସିଷ୍ଟ ଏବଂ ଏଏନ୍‌ଏମ୍‌ ସ୍ଵାସ୍ଥ୍ୟକର୍ମୀ ଆଦି ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୨୮...

ଫ୍ଲାସବ୍ୟାକ୍ ୨୦୨୦ – ଅନ୍ତର୍ଜାତୀୟ କ୍ରିକେଟରୁ ‘ମାହି ଯୁଗ’ ଅନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାଲାଇଭ୍ ଫ୍ଲାସବ୍ୟାକ୍ ୨୦୨୦। ଅଗଷ୍ଟ ୧୫ ତାରିଖ ୨୦୨୦ ସାରା ଦେଶ କରୋନା କଟକଣା ଭିତରେ ଗଣତନ୍ତ୍ର ଦିବସ ପାଳନ କରୁଥିଲା। ଦିଲ୍ଲୀର ଲାଲକିଲ୍ଲାଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗା...

ରାଜସ୍ଥାନରେ ପୁଣି ଚର୍ଚ୍ଚାରେ ‘ଅପରେସନ୍ କମଲ’ – କଂଗ୍ରେସ ସରକାରରୁ ସମର୍ଥନ ଫେରାଇଲା ଭାରତୀୟ ଟ୍ରାଇବାଲ ପାର୍ଟି

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ଦିନର ବ୍ୟବଧାନ ପରେ ରାଜସ୍ଥାନରେ ପୁଣିଥରେ ଆରମ୍ଭ ହୋଇଯାଇଛି କ୍ଷମତା ରାଜନୀତି। ରାଜ୍ୟର ଶାସନରେ ଥିବା ଗେହଲଟ ସରକାରକୁ ଭାଙ୍ଗିବାକୁ ପୁଣି ‘ଅପରେସନ କମଲ’ ଜରିଆରେ ଅଣ୍ଟା ଭିଡିଛି ବିଜେପି।...

ବଢ଼ିଲା ଶ୍ରୀମନ୍ଦିର ଖୋଲିବା ଆଶା, ଜାନୁଆରି ୩ରୁ ସାଧାରଣ ଦର୍ଶନକୁ ମିଳିପାରେ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଖୁବ୍‌ଶୀଘ୍ର ଖୋଲିପାରେ ଶ୍ରୀମନ୍ଦିର ପ୍ରଥମେ ପୁରୀବାସୀଙ୍କୁ ମିଳିବ ଦର୍ଶନ ଜାନୁଆରି ୧ ଓ ୨ ଦର୍ଶନ ବନ୍ଦ ଜାନୁଆରି ୩ରେ ସାଧାରଣ ଭକ୍ତଙ୍କୁ ଦର୍ଶନ ସୁବିଧା ୬୫ ବର୍ଷରୁ ଅଧିକ,...
rashi fala

ଆଜିର ରାଶିଫଳ – (୧୧ ଡିସେମ୍ବର ୨୦୨୦, ଶୁକ୍ରବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ମାର୍ଗଶିର କୃଷ୍ଣ ଦ୍ୱାଦଶୀ ପ୍ରାତଃ ୦୭:୦୨:୨୫ ଗତେ ତ୍ରୟୋଦଶୀ (କ୍ଷୟ), ରାତ୍ରି...

୧୦୦ କେଜି ସୁନା ଗାଏବ – ସିବିଆଇ ବିରୋଧରେ ତଦନ୍ତ କରିବ ତାମିଲନାଡୁ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଲିସ, କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ନ ପାଇଲେ ଲୋକେ ସିବିଆଇ ତଦନ୍ତ ପାଇଁ ଦାବି କରନ୍ତି। ଏବେ କିନ୍ତୁ ଖୋଦ୍ ସିବିଆଇ ବିରୋଧରେ ଏକ ମାମଲାର ତଦନ୍ତ କରିବ ତାମିଲନାଡୁ...

ପଡ଼ିଲା ଦୀପ୍ତିରେଖାଙ୍କ ହାତଗଣ୍ଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ଲୋକପ୍ରିୟ ଗାୟିକା ଦୀପ୍ତିରେଖା ପାଢ଼ୀଙ୍କ ହାତଗଣ୍ଠି ପଡ଼ିଛି। ଶୁକ୍ରବାର ଖୋର୍ଦ୍ଧାର ସୌମ୍ୟରଞ୍ଜନ ଶତପଥୀଙ୍କୁ ସେ ବିବାହ କରିଛନ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ହୋଟେଲରେ କୋଭିଡ କଟକଣାରେ ଏହି ବିବାହ ଉତ୍ସବ...

ସ୍ଵାଭିମାନ ଅଞ୍ଚଳବାସୀଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇବ ବୋଟ୍ ଆମ୍ଵୁଲାନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ସ୍ଵାଭିମାନ ଅଞ୍ଚଳରେ ଉଦଘାଟନ ହେଲା ଦୁଇଟି ୧୦୮ ବୋଟ୍ ଆମ୍ଵୁଲାନ୍ସ। ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳରେ ଶୁଭାରମ୍ଭ ହେଲା ବୋଟ ଆମ୍ବୁଲାନ୍ସ ସେବା। ଏଣିକି ୧୦୮ ନମ୍ଵରକୁ ଡାଏଲ କରି ଲୋକମାନେ...

‘ଆକାଶ ପାଠକଙ୍କ ଦ୍ୱାରା ଠକେଇର ଶିକାର ହୋଇଥିଲେ ପୋଲିସରେ ରିପୋର୍ଟ କରନ୍ତୁ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକ ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକିଛନ୍ତି। ଆକାଶଙ୍କ ଭାବି ଶ୍ୱଶୁର ତଥା...