ଧର୍ମଶାଳାରୁ କାଙ୍ଗାଳୀ ପଣ୍ଡା ହେବେ କଂଗ୍ରେସର ପ୍ରାର୍ଥୀ?

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ବିଜେଡିର ପ୍ରଣବ ବଳବନ୍ତରାୟଙ୍କ ବିପକ୍ଷରେ କଂଗ୍ରେସ କାଙ୍ଗାଳୀ ଚରଣ ପଣ୍ଡାଙ୍କୁ ପ୍ରାର୍ଥୀ କରିବ। ଯାଜପୁର ଜିଲ୍ଲାର ଅନ୍ୟ ଏକ ସମ୍ବେଦନଶୀଳ ଆସନ ହେଉଛି ଧର୍ମଶାଳା। ଏଠାରୁ ବହୁ ରଥୀ ମହାରଥୀ ଅତୀତରେ...

ନିର୍ବାଚନ ପୂର୍ବରୁ IPS ସ୍ତରରେ ବଡ଼ଧରଣର ଅଦଳବଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବାବେଳେ ରାଜ୍ୟସରକାର IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି।  ଆସନ୍ତୁ ଜାଣିବା କାହାକୁ କେଉଁଠିକୁ ବଦଳି କରାଯାଇଛି ସୁନିଲ ରାୟ ହେଲେ ସ୍ପେଶାଲ DG ଗୁଇନ୍ଦାବିଭାଗ ହିମାଂଶୁ ଲାଲ୍‌...

କାଲି ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଆସିବେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା। ସେ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି...

ପାଞ୍ଚ ବର୍ଷ ହେଲା ଗଛମୂଳ ପାଲଟିଛି ବୃଦ୍ଧଙ୍କ ପାଇଁ ଆଶ୍ରୟସ୍ଥଳୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ନୂଆପଡ଼ାରୁ ନନ୍ଦୀଘୋଷ ଖମାରୀ) ଘରଟିଏ ପାଇଁ ଅର୍ଥ ସାଜିଛି ବାଧକ। ଅର୍ଥାଭାବରୁ ଘରଟିଏ କରି ପାରିନଥିବାରୁ ଦୀର୍ଘ ୫ ବର୍ଷ ହେଲା ଗଛ ମୂଳରେ ଏକ ଭଙ୍ଗା କୁଡ଼ିଆ ଘରେ ଜୀବନ...

ମାଓବାଦୀଙ୍କ ବର୍ବରକାଣ୍ଡ – ଘରୁ ଡାକିନେଇ ଯୁବକକୁ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଭେନସ ଗାଁରେ ମାଓବାଦୀମାନେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାଁ ହେଉଛି ଟୁନୁ ଗଣ୍ଡ। ସୋମବାର ରାତିରେ ନକ୍ସଲମାନେ ଘରୁ ଡାକିନେଇ ଗାଁ...

ଆଜିଠୁ ଆରମ୍ଭ ଖଣ୍ଡଗିରି କୁମ୍ଭ ମେଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ମାଘ ସପ୍ତମୀ ମେଳା ବା ଖଣ୍ଡଗିରି ମେଳା। ପବିତ୍ର ମାଘ ସପ୍ତମୀ ଅବସରରେ ଖଣ୍ଡଗିରି ମହାକୁମ୍ଭ ମେଳା ଆରମ୍ଭ ହୁଏ। ପ୍ରତିବର୍ଷ ଭଳି ଏବର୍ଷ ମେଳାରେ...

ଫେବ୍ରୁଆରି ୧୫ରେ ଭୂମିହୀନଙ୍କୁ ମିଳିବ ‘କାଳିଆ’ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ଫେବ୍ରୁଆରି ୧୫ରେ ଭୂମିହୀନ ଚାଷୀଙ୍କୁ ମିଳିବ 'କାଳିଆ' ଟଙ୍କା। ସାଢେ ୪ଲକ୍ଷ ଭୂମିହୀନ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ମିଳିବ 'କାଳିଆ' ସହାୟତା। 'କାଳିଆ' ଯୋଜନା କମିଟି ବୈଠକ ପରେ କୃଷି ସଚିବ...

ଆଇନଜୀବୀ ଆନ୍ଦୋଳନର ଦ୍ଵିତୀୟ ଦିନ – ଆଜି ରାଜ୍ୟପାଳଙ୍କୁ ଦେବେ ଦାବି ପତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟବାପି ଦୁଇଦିନିଆ ଆଇନଜୀବୀ ଆନ୍ଦୋଳନର ଆଜି ଦ୍ଵିତୀୟ ଦିନ। ଅଲ୍‌ ଇଣ୍ଡିଆ ବାର୍‌ କାଉନ୍‌ସିଲିର ଡାକରାରେ ଆଇନଜୀବୀମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରୁଛନ୍ତି। ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟି ଆଇନ୍‌ଜୀବୀ ଦାବିପତ୍ର...

ବାଲେଶ୍ୱରରେ ଡବଲ ମର୍ଡର, ପରକୀୟା ପ୍ରୀତି ସନ୍ଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ରାଣୀପାଟଣା ବ୍ୟାଙ୍କ କଲୋନୀରେ ମଙ୍ଗଳବାର ଡବଲ ମର୍ଡର ହୋଇଛି। ଏକ ଘର ଭିତରୁ ମହିଳା ଓ ପୁରୁଷଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। କେଉଁ କାରଣ ପାଇଁ ମର୍ଡର ହୋଇଛି...

ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିଲ୍ଲା ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି। ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ, ବିପର୍ଯ୍ୟୟ ରୋଗୀ ସେବା, ପୁରୁଣା ଡାକ୍ତରଖାନାକୁ ପିପିପି ମୋଡ଼ରେ...