ସଫଳତା ମୋ ପାଇଁ ଶେଷ ନୁହେଁ ଏହା ଗୋଟିଏ ଯାତ୍ରା: ଶାଶ୍ୱତ ଯୋଶୀ

ଶୁଭଶ୍ରୀ ନାୟକ[youtube https://www.youtube.com/watch?v=o4UBuo_GB9Y] ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଦୀର୍ଘଦିନର ନୃତ୍ୟ ଯାତ୍ରା ବିଷୟରେ ଜାଣନ୍ତୁ ଓଡ଼ିଶାଲାଇଭ୍‌ର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ... ଓଡ଼ିଶାର ଜଣେ ବଳିଷ୍ଠ ଯୁବ ପ୍ରତିଭା ଶାଶ୍ୱତ ଯୋଶୀ।...

ବଢ଼ିବନି ବିଦ୍ୟୁତ ଦର, ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ମିଳିବ ରିହାତି

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୨-୨୩ ମସିହା ଆର୍ଥିକ ବର୍ଷ ପାଇଁ ବଢ଼ିବ ନାହିଁ ବିଦ୍ୟୁତ ଦର। ବିଦ୍ୟୁତ୍‌ର ରିଟେଲ ଦର ଅପରିବର୍ତ୍ତିତ ରହିବ। ସାଧାରଣ ଲୋକ, ଚାଷୀ ଏବଂ ଶିଳ୍ପ କ୍ଷେତ୍ର ପାଇଁ ମଧ୍ୟ ରିହାତି...

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଅର୍ଥାତ୍ ମାର୍ଚ୍ଚ ୨୫ ତାରଖରୁ ଷୋଡ଼ଶ ବିଧାନସଭାର ୬ ଦିନିଆ ବଜେଟ୍ ଅଧିବେଶନ। ଚଳିତ ଥର କୋଭିଡ କଟକଣା ମଧ୍ୟରେ ଚାଲିବ ଗୃହ କାର୍ଯ୍ୟ। ଗୃହରେ ପ୍ରଥମେ ରାଜ୍ୟପାଳ ପ୍ରଫେସର...

୨୫ରୁ ବିଧାନସଭା ବିଜେଟ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୬ ଦିନିଆ ଅଧିବେଶନ। କୋଭିଡ କଟକଣା ମଧ୍ୟରେ ଚଳିତ ବିଧାନସଭା ବଜେଟ ଅଧିବେଶନ ଅନୁଷ୍ଠିତ ହେବ। ବଜେଟ୍ ଅଧିବେଶନ ପୂର୍ବରୁ...

ସରିଲା ପୌର ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୫ ପ୍ରତିଶତରୁ ଅଧିକ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ମୋଟ ୧୦୬ଟି ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ଓ ୩ଟି ମହାନଗର ନିଗମରେ ନିର୍ବାଚନ ଲାଗି ମତଦାନ ଶେଷ ହୋଇଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ କରିଥିଲେ...

ଆଇପିଏଲ୍‌ରେ ବଡ଼ ପରିବର୍ତ୍ତନ: ସିଏସ୍‌କେର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍‌)ରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଗୁରୁବାର ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସ୍(ସିଏସ୍‌କେ)ର ଅଧିନାୟକ ପଦବୀ ଛାଡ଼ିଛନ୍ତି। ଧୋନୀ ୨୦୦୮ ମସିହାରୁ ସିଏସ୍‌କେର ଅଧିନାୟକ ରହିଛନ୍ତି।...

ଗୁଣବତ୍ତା ହିଁ ଥିଲା ଈଟିଭିର ମୂଳମନ୍ତ୍ର – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୯)

ଡକ୍ଟର ଫକୀର ମୋହନ ନାହାକ ‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...

ଭୁବନେଶ୍ଵରରେ ଭୋଟ ଦେଲେ ବିଏମ୍‌ସି ମେୟର ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ   ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ପୌର ନିର୍ବାଚନ ପାଇଁ ମତଦାନ ଚାଲିଛି। ଭୁବନେଶ୍ଵର ମହାନଗର ନିଗମର ମେୟର ପ୍ରାର୍ଥୀମାନେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ବିଜେଡି ମେୟର ପ୍ରାର୍ଥୀ...

ଭାରତୀୟ ଉଦ୍ୟୋଗୀ ଦମ୍ପତିଙ୍କ ବିରାଟ ସଫଳତା – ଗୋଟିଏ ବର୍ଷରେ ଠିଆକଲେ ଦୁଇ ଦୁଇଟି ୟୁନିକର୍ନ କମ୍ପାନି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବ୍ୟବସାୟ ଜଗତରେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି ଉଦ୍ୟୋଗୀ ଦମ୍ପତି ଆଶିଷ ମହାପାତ୍ର ଏବଂ ରୁଚି କାଲ୍‌ରା। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଉଭୟଙ୍କ ଷ୍ଟାର୍ଟଅପ୍ ୟୁନିକର୍ନ (ଅନ୍ତର୍ଜାତୀୟ...

ପୌର ନିର୍ବାଚନ: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାଲି ଚାଲି ଆସି ଭୋଟ ଦେଇଥିବା ଦେଖିବାକୁ ମିଳିଛି। ଜଣେ ସାଧାରଣ ନାଗରିକ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...