rashi fala

ଜାଣନ୍ତୁ ଆଜିର ରାଶିଫଳ – (୨୨ ଜୁନ୍ ୨୦୨୧, ମଙ୍ଗଳବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ଜ୍ୟେଷ୍ଠ ଶୁକ୍ଳ ୧୨ଶୀ ଦିବା ୧୦:୨୨:୨୧ ଗତେ ୧୩ଶୀ ତିଥି। ତୁଳା...

ଆଇଆଇଏମ୍‍ସିରେ ଆନ୍ତର୍ଜାତିକ ଯୋଗ ଦିବସ – “ମଣିଷକୁ ସକାରାତ୍ମକ ଦିଗ ଆଡ଼କୁ ଆଗେଇ ନିଏ ଯୋଗ”

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ସୋମବାର ସକାଳେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ, ସେକ୍ସନ ଅଫିସର କେଦାରନାଥ...

ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସର ସବୁ ବର୍ଗଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସର ସବୁ ବର୍ଗର ବ୍ୟକ୍ତିଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସୋମବାରଠାରୁ ଜିଲ୍ଲାର ସମସ୍ତ ପୌରପାଳିକା ଓ...
rashi fala

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୨୨ ଜୁନ୍ ୨୦୨୧, ମଙ୍ଗଳବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ମଙ୍ଗଳବାର ଜ୍ୟେଷ୍ଠ ଶୁକ୍ଳ ୧୨ଶୀ ଦିବା ୧୦:୨୨:୨୧ ଗତେ ୧୩ଶୀ ତିଥି।...

ଜୋର ଧରିଲା ଟିକା ରାଜନୀତି – ବାଲେଶ୍ଵର ଓ ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଟିକାକରଣକୁ ନେଇ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି। ବାଲେଶ୍ଵର ଓ ଅନୁଗୁଳରେ ଥିବା ଟିକାକରଣ କେନ୍ଦ୍ରଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ନେଇ ତେଜିଛି ରାଜନୀତି। ବିଜେପି...

ନବରଙ୍ଗପୁର ବସ୍ ଷ୍ଟାଣ୍ଡ ଖଲାସୀଙ୍କୁ ଔଷଧ ଦୋକାନୀଙ୍କ ପକ୍ଷରୁ ଚାଉଳ ଓ ମାସ୍କ ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କରୋନା କାଳରେ ଠପ୍ ହୋଇଯାଇଛି ଜୀବିକା। ଅନେକ ଚାକିରି ହରାଇଛନ୍ତି, ତ’ ଅନେକ ଭୂତାଣୁ ସଂକ୍ରମଣ ଡରରେ ବାହାରକୁ ନଯାଇପାରି ଘରେ ବସିଛନ୍ତି, ଆଉ କିଏ କିଏ...

ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ୫ ପ୍ରତିଶତ ତଳକୁ ଖସିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର କରୋନା ସଂକ୍ରମଣ ଗ୍ରାଫ୍‌ରେ ଦିନକୁ ଦିନ ସୁଧାର ଆସିବାରେ ଲାଗିଛି। ସୋମବାର ଦିନ ରାଜ୍ୟରେ କରୋନାର ଟେଷ୍ଟ ପଜିଟିଭ୍ ହାର ବା ଟିପିଆର ୫ ପ୍ରତିଶତ ତଳକୁ ଖସିଛି। ରବିବାର...

ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ – କଟକଣା ଭିତରେ ଜୋରସୋରରେ ଚାଲିଛି ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ହୋଇଯାଇଛି। ଜୁନ୍ ୨୪ରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ପଡୁଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। କରୋନା ସଙ୍କଟ ଟଳିନଥିବାରୁ ସ୍ନାନ...
World Music Day

ସଙ୍ଗୀତ: ଜୀବନର ଗୀତ

ଡକ୍ଟର ଭାଗ୍ୟଲିପି ମଲ୍ଲ ଆଜି ବିଶ୍ୱ ସଙ୍ଗୀତ ଦିବସ। ସାରା ବିଶ୍ୱ ସଙ୍ଗୀତ ପାଇଁ ସମର୍ପିତ। କାହିଁକି? କାରଣ ସ୍ପଷ୍ଟ। ମଣିଷର ଭାବ ସହିତ ଭାବକୁ ଯୋଡ଼ିବାରେ ସଙ୍ଗୀତ ଏକ ଶକ୍ତିଶାଳୀ ମାଧ୍ୟମ। ଏହି...

ନୟାଗଡ଼ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭତ୍ତା ବଣ୍ଟନ କାର୍ଯ୍ୟକୁ ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ ଶିକ୍ଷକମାନଙ୍କୁ ପଞ୍ଚାୟତସ୍ତରରେ ବିଭିନ୍ନ ପ୍ରକାର ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜନ କରାଯାଉଛି। ଶିକ୍ଷାଦାନର ଗୁରୁଦାୟିତ୍ୱ ବହନ କରୁଥିବା ଶିକ୍ଷକଙ୍କୁ ଭତ୍ତା ବଣ୍ଟନ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜନକୁ ନୟାଗଡ଼ ପ୍ରାଥମିକ...