କେଉଁ ରାଜ୍ୟରେ କ’ଣ ରହିଛି ଦୀପାବଳି ସ୍ପେଶାଲ ମିଠା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଲେ ଦୀପାବଳି। ଭାରତର କୋଣ ଅନୁକୋଣରେ ଦୀପାବଳି ଯେପରି ନିଆରା ଢ଼ଙ୍ଗରେ ପାଳନ କରାଯାଏ ଠିକ୍ ସେହିପରି ବିଭିନ୍ନ ରାଜ୍ୟରେ ଦୀପାବଳି ସ୍ପେଶାଲ ମିଠା ତିଆରି ହୋଇଥାଏ। – ଦୀପାବଳିରେ କର୍ଣ୍ଣାଟକରେ...

ଚକୋଲେଟ ଲୋଭ ଦେଖାଇ ୮ ବର୍ଷର ଶିଶୁକୁ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଆଠ ବର୍ଷର ଶିଶୁକୁ ବଳି ଦେବା ମାମଲର ୫ ବର୍ଷ ପରେ ମିଳିଲା ଦଣ୍ଡାଦେଶ। ୨୦୧୫ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ଏକ ଶିଶୁବଳି ମାମଲାର ବିଚାରକରି ଦୁଇ...

କିଏ ହର୍ଷଦ ମେହତା? – ଯାହାଙ୍କୁ କୁହାଯାଉଥିଲା ‘ଷ୍ଟକ୍ ମାର୍କେଟର ଅମିତାଭ ବଚ୍ଚନ’, ‘ବିଗ୍ ବୁଲ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ହର୍ଷଦ ମେହତାଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଛି 'ସ୍କାମ ୧୯୯୨' ୱେବସିରିଜ୍। ଓଟିଟି ଫର୍ମାଟରେ ରିଲିଜ୍ ହୋଇଥିବା ନୂଆ ୱେବସିରିଜ୍ ‘ସ୍କାମ ୧୯୯୨: ଦ ହର୍ଷଦ ମେହତା ଷ୍ଟୋରି’କୁ ନେଇ ଏବେ...
rashi fala

ଆଜିର ରାଶିଫଳ – (୧୩ ନଭେମ୍ବର ୨୦୨୦, ଶୁକ୍ରବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଶୁକ୍ରବାର କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ସନ୍ଧ୍ୟା ୦୫:୫୯:୨୪ ଗତେ ଚତୁର୍ଦ୍ଦଶୀ ତିଥି। କନ୍ୟାଚନ୍ଦ୍ର...

ନୟାଗଡ଼ରେ ପ୍ରଥମକରି ପ୍ଲାଷ୍ଟିକ୍ ସର୍ଜରୀ ଚିକିତ୍ସା ଆରମ୍ଭ କଲେ ସିଡିଏମ୍ଓ ଡାକ୍ତର ଶକ୍ତି ପ୍ରକାଶ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମକରି ଆରମ୍ଭ ହେଲା ପ୍ଲାଷ୍ଟିକ୍ ସର୍ଜରୀ ଚିକିତ୍ସା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶକ୍ତି ପ୍ରକାଶ ମିଶ୍ରଙ୍କ ତତ୍ତ୍ଵାବଧାନରେ ଗୁରୁବାର ନୟାଗଡ଼ ଜିଲ୍ଲାରେ ଏହି...

ନବମ ଓ ଦଶମ ଶ୍ରେଣୀ ପିଲା ପଢ଼ିବେ ‘ବନ୍ଦେ ଉତ୍କଳ ଜନନୀ’

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ସ୍କୁଲ୍ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢ଼ିବାର ସୁଯୋଗ...

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜଟିଳ ଅସ୍ତ୍ରୋପଚାର – ବର୍ଷକର ଶିଶୁ ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ପୁଣି ଏକ ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଛି। ଏକ ବର୍ଷକର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ଆତ ମଞ୍ଜି ବାହାର କରାଯାଇଛି। ଏହି ମଞ୍ଜି ଅଟକିଥିବା ଯୋଗୁ...

ବାରାକ୍ ଓବାମାଙ୍କ ଆତ୍ମଜୀବନୀରେ ରାହୁଲ ଗାନ୍ଧୀ ‘ନର୍ଭସ ନେତା’  

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଆତ୍ମଜୀବନୀକୁ ନେଇ ଏବେ ଭାରତୀୟ ରାଜନୀତିରେ ହଲଚଲ୍। ଓବାମା ତାଙ୍କର ଆତ୍ମଜୀବନୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜଣେ ଅପରିପକ୍ୱ ଛାତ୍ର କହିବା ସହିତ...

ପ୍ରେମ ପ୍ରଣୟର କବି ମାୟାଧର ମାନସିଂହ – ଆଧୁନିକ ଓଡ଼ିଆ କବିତାରେ ଅପ୍ରତିଦ୍ୱନ୍ଦ୍ୱୀ କାବ୍ୟ ନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ସାହିତ୍ୟ ଜଗତର ଉଜ୍ଜ୍ୱଳ ଜ୍ୟୋତିଷ୍କ ପଦ୍ମଶ୍ରୀ ମାୟାଧର ମାନସିଂହଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ମାୟାଧର ମାନସିଂହ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତର ଜଣେ ସ୍ମରଣୀୟ ପ୍ରତିଭା। ସେ ଏକାଧାରରେ ଜଣେ  ସଫଳ...

ନବରଙ୍ଗପୁର: ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୨ ତମ ଜୟନ୍ତୀ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାର ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୨ ତମ ଜନ୍ମ ଜୟନ୍ତୀ ପାଳିତ। ଗୁରୁବାର ନବରଙ୍ଗପୁରର ସ୍ଥାନୀୟ ତୃପ୍ତି ହୋଟେଲ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...