ନ୍ୟୁଜ୍‌ ଅପ୍‌ଡେଟ୍‌ @11 AM (୨୯ ଅଗଷ୍ଟ, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ସାରା ଦେଶ ଆଜି ପାଳନ କରୁଛି ‘ଜାତୀୟ କ୍ରୀଡ଼ା ଦିବସ’ ଭାରତୀୟ ହକିର ଜନ୍ମଦାତା ତଥା...

ଓସିଏ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ

ଓଡ଼ିଶାଲାଇଭ ବ୍ୟୁରୋ ବିହାରର ପୂର୍ବତନ ନିର୍ବାଚନ କମିଶନ ଏମଏଲ ମଜୁମଦାରଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ନିର୍ବାଚନ ଶେଷ...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ବର୍ଷା ଆଶଙ୍କା 

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, ଭଦ୍ରକ,...

ସାରା ଦେଶ ଆଜି ପାଳନ କରୁଛି ‘ଜାତୀୟ କ୍ରୀଡ଼ା ଦିବସ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ହକିର ଜନ୍ମଦାତା ତଥା ମହାନ ଭାରତୀୟ ହକି ଖେଳାଳି ହେଉଛନ୍ତି ମେଜର ଧ୍ୟାନଚାନ୍ଦ। ତାଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ପ୍ରତିବର୍ଷ ଭାରତରେ 'ଜାତୀୟ କ୍ରୀଡ଼ା ଦିବସ' ଭାବେ ପାଳନ କରାଯାଏ। ହକିର...

ଅମଳାଭଟ୍ଟା ଗାଁ, ଯେଉଁଠି ମାଟି କାରିଗରଙ୍କ ସ୍ପର୍ଶରେ କଥା କହନ୍ତି ନିର୍ଜୀବ ମୂର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାୟଗଡ଼ା ବ୍ଲକ ନାଗାବଳୀ ନଦୀର ଗୋଟିଏ କୋଣରେ ରହିଛି ଅମଳାଭଟ୍ଟା ଗାଁ। ଏଠାରେ ବସବାସ କରୁଥିବା ଶହେ କୁମ୍ଭକାର ପରିବାର ଗାଁର ଟେକକୁ ଯୁଗଯୁଗ ଧରି ବଜାଇ ରଖିଛନ୍ତି। ଆଧୁନିକତାର ଛାପ ଏବଂ...

କଟକରେ ନକଲି ତେଲ କାରଖାନା ଠାବ

ଓଡ଼ିଶାଲାଇଭ୍ ବ୍ୟୁରୋ ୩୦ହଜାର ଲିଟର ଅପମିଶ୍ରିତ ତେଲ ଜବତ କଟକ: ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବମ୍ଫକୁଦଠାରେ ଚାଲିଥିବା ଏକ ନକଲି ଖାଇବା ତେଲ କାରଖାନା ଉପରେ ଚଢଉ କରିଛି ସଦର ଥାନା ପୋଲିସ।...

ସିବିଆଇ ଜାଲରେ ବାରିପଦା ରେଳବାଇ ଇନ୍ସପେକ୍ଟର ଏବଂ କନଷ୍ଟେବଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇ ଜାଲରେ ରେଳବାଇ ସୁରକ୍ଷା ବାହିନୀ(ଆରପିଏଫ) ଇନ୍ସପେକ୍ଟର ଏବଂ କନଷ୍ଟେବଲ। ଲାଞ୍ଚ ନେଉଥିବା ବେଳେ ସବିଆଇ ଏହି ଦୁଇ ଅଫିସରଙ୍କୁ ଧରିଛି। ଏମାନେ ହେଲେ ଆରପିଏଫ ଇନ୍ସପେକ୍ଟର ଅମିତ କୁମାର ଏବଂ...

ଦବିଲା କାଠଯୋଡ଼ି ବ୍ରିଜ୍, ଭୟରେ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ-ଭୁବନେଶ୍ୱର ରାସ୍ତାରେ ଥିବା କାଠଯୋଡି ନନଦୀ ପୋଲରେ ଏକ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି। ପ୍ରେସ୍‌ଛକ ପଟୁ ପୋଲ ଆରମ୍ଭରେ ଏହି ଫାଟ ଯୋଗୁଁ ବ୍ରିଜ୍ ଅଳ୍ପ ଦବିଯାଇଛି।...

ନ୍ୟୁଜ୍‌ ଅପ୍‌ଡେଟ୍‌ @10PM (ଅଗଷ୍ଟ ୨୮, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ଜମ୍ମୁ କଶ୍ମୀର ଯୁବକଙ୍କ ପାଇଁ ବଡ଼ ଘୋଷଣା – ୩ ମାସ ଭିତରେ ୫୦...

ସମ୍ବଲପୁର ରେଳ ଷ୍ଟେସନ ହେଲା ‘ନୋ ପ୍ଲାଷ୍ଟିକ ଜୋନ୍‌’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ସମ୍ବଲପୁର ରେଳ ଷ୍ଟେସନକୁ 'ନୋ ପ୍ଲାଷ୍ଟିକ ଜୋନ୍‌' ଭାବେ ଘୋଷଣା କରାଯାଇଛି। ଏହା ଦ୍ୱାରା ସମ୍ବଲପୁର ଦେଶର ଦ୍ୱିତୀୟ 'ପ୍ଲାଷ୍ଟିକ ଫ୍ରି' ରେଳ ଷ୍ଟେସନ ଭାବେ ଗୌରବ ଲାଭ କରିଛି। ଏହା...