କୁନ୍ଦୁଲି ଗଣଦୁଷ୍କର୍ମ: ୧ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବହୁ ଦିନ ବିତିଯାଇଥିଲେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ମିଳି ପାରିନାହିଁ। ଏହି ମାମଲାର ତଦନ୍ତ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦେବାକୁ...

ବର୍ଷାରେ ବେହାଲ ମାଲକାନଗିରି: ୨ ଦିନ ପାଇଁ ସ୍କୁଲ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସ୍କୁଲ୍‌କୁ ଦୁଇ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆଜି ଓ ଆସନ୍ତାକାଲି ସ୍କୁଲ୍‌ ବନ୍ଦ...

ଆସନ୍ତାକାଲିଠୁ ୮ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହା ଆସନ୍ତା ୮ ତାରିଖ ଯାଏଁ ଚାଲିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍ ଜାରି କରାଯାଇଛି। ଅଗଷ୍ଟ ୪ରେ...

ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ କରିବେ ସ୍କ୍ୱାଡ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିୟମକୁ କଡ଼ାକଡ଼ି କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣିଥରେ...

ପ୍ରତିଷ୍ଠା ହେବ ନୂତନ ରାଷ୍ଟ୍ରାୟତ ଉଦ୍ୟୋଗ ‘କାବିଲ’

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ (ଏଚସିଏଲ) ଓ ମିନେରାଲ ଏକ୍ସପ୍ଲୋରେସନ କମ୍ପାନି ଲିମିଟେଡର (ଏମିସିଏଲ) ମିଳିତ ସହଯୋଗରେ ଏକ ଯୌଥ ଉଦ୍ୟୋଗ ଖଣିଜ ବିଦେଶ ଇଣ୍ଡିଆ...

ରାଜ୍ୟରେ ପୁଣି ଗଣା ହେବ ବାଘ

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦ୍ର ବାଘ ଗଣନା ରିପୋର୍ଟକୁ ଭୁଲ୍‌ ଦର୍ଶାଇଲେ ରାଜ୍ୟ ସରକାର। ରାଜ୍ୟରେ ୨୮ଟି ବାଘ ଥିବା କେନ୍ଦ୍ର ବାଘ ଗଣନା ରିପୋର୍ଟରେ ଦର୍ଶା ଯାଇଥିଲା। ହେଲେ ଏହା ସଠିକ୍‌ ତଥ୍ୟ ନୁହେଁ...

ପୁଣି ଲଗାଣ ବର୍ଷାରେ ବେହାଲ ମାଲକାନଗିରି: ଯୋଗାଯୋଗ ବିଚ୍ଛିନ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ମାଲକାନଗିରି ଉବୁଟୁବୁ। ଗୁରୁବାରଠୁ ମାଲକାନଗିରିରେ ବର୍ଷା ଲାଗି ରାହିଛି। ଫଳରେ କୋରକୋଣ୍ଡା ଓ ଏମ୍‌ଭି-୩୬ ପୋଲ ଉପରେ ୪ ଫୁଟ୍ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି। ଏଥିପାଇଁ ମାଲକାନଗିରି ଓ...

ବଦଳିଲା ବିଜେଡି-ବିଜେପି ସମ୍ପର୍କ – ନିର୍ବାଚନ ପୂର୍ବରୁ ‘ସମଦୂରତା’, ଏବେ ‘ସମର୍ଥନ’!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେଡି-ବିଜେପି ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦୁଇ ଦଳ ଭିତରେ ଯେଉଁ ସମ୍ପର୍କ ଥିଲା ତାହା ନିର୍ବାଚନ ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ନିର୍ବାଚନ...

ବୈଜ୍ଞାନିକମାନେ ବେଦ, ପୁରାଣ ପଢ଼ନ୍ତୁ – ଶଙ୍କରାଚାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାକାଶକୁ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ କରିଛି ଭାରତ। ଏହାର ସଫଳତାକୁ ସାରା ବିଶ୍ୱ ଅପେକ୍ଷା କରିଥିବା ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି...

ବାପା-ପୁଅ ସମ୍ପର୍କ ଲଢ଼େଇ – ପୁଅ କହିଲା, ‘‘ବାପା ତମେ ମିଛ କହୁଛ’’

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ବାପା-ପୁଅ ସମ୍ପର୍କ ଲଢ଼େଇ ଭିତରେ ନୂଆ ଟୁଇଷ୍ଟ। ‘‘ବାପା ମୋ’ ନାଁରେ ମିଛ ଅଭିଯୋଗ ଆଣିଛନ୍ତି। ମୁଁ ବାହା ହେବା ପରେ ବାପା ଆମ ସହିତ ରହୁ...