ହକି ବିଶ୍ୱକପ୍: ଚୀନ ବିପକ୍ଷରେ ଫ୍ରାନ୍ସ ୧-୦ରେ ବିଜୟୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପୁରୁଷ ହକି ବିଶ୍ୱକପର ପ୍ରଥମ କ୍ରସ ଓଭର ୨ୟ ମ୍ୟାଚରେ ଫ୍ରାନ୍ସ ୧-୦ ଗୋଲରେ ଚୀନ ବିପକ୍ଷରେ ବିଜୟୀ ହୋଇଛି। ପ୍ରଥମ ୨ଟି କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିବା...

କୋଣାର୍କକୁ ନାହିଁ ବିପଦ – କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା

ଓଡ଼ିଶାଲାଇଭ୍ ବ୍ୟୁରୋ କୋଣାର୍କ ସୁରକ୍ଷା ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ କୋଣାର୍କ ପ୍ରତି ବପଦ ନଥିବା କହିଲେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା। “କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରତି ବପଦ ନାହିଁ। କୋଣାର୍କ ସୁରକ୍ଷା ନେଇ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପାକ୍‌ ହାଇ କମିଶନର ସାହେଲ ମହମ୍ମଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହକି ବିଶ୍ୱକପ୍‌ ପାଇଁ ପ୍ରସଂଶା କରିଛନ୍ତି ପାକିସ୍ତାନ ହାଇ କମିଶନର ସାହେଲ ମହମ୍ମଦ। ଓଡ଼ିଶାରେ ହକି ବିଶ୍ୱକପ୍‌ର ଆୟୋଜନ ପାଇଁ ପୁଣିଥରେ ପ୍ରସଂଶାର ପାତ୍ର ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ଛାତ୍ର ସମାଜ ପାଇଁ ଉଦାହରଣ ପାଲଟିଲେ କରିଲୋପାଟଣା ପୁରାତନ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁ ଶିଷ୍ୟ ସମ୍ପର୍କର ପୁନରୁଦ୍ଧାର କଲେ କେନ୍ଦ୍ରପଡ଼ା, କରିଲୋପାଟଣା ଜୟରାମ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ। ଦିନକୁ ଦିନ ଦୂରେଇ ଦୂରେଇ ଯାଉଛି ଗୁରୁଶିଷ୍ୟର ସମ୍ପର୍କ। ହେଲେ ପରିବର୍ତ୍ତନଶୀଳ ଏହି ଶିକ୍ଷକ ଛାତ୍ରଙ୍କ ସମ୍ପର୍କକୁ ପୁଣି...

ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅବଦୁଲ କଲାମ ଦ୍ୱିପରେ ସଫଳ ପରୀକ୍ଷଣ ଲକ୍ଷଭେଦ କ୍ଷମତା ୫୦୦୦ କିଲୋମିଟର ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଅବଦୁଲ କଲାମ ଦ୍ୱିପରୁ ଗୁରୁବାର ହୋଇଥିବା ଅଗ୍ନି-୫ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି।...

ମହିଳା ସଂରକ୍ଷଣ ପ୍ରସଙ୍ଗ – ରାହୁଲଙ୍କ ସମର୍ଥନରେ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳାଙ୍କ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସମର୍ଥନରେ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସାଥ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ...

ରେଳ ଲାଇନ୍‌ କଡ଼ରୁ ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ରେଳଲାଇନ୍‌ କଡ଼ରୁ ଉଦ୍ଧାର କରାଯାଇଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ରେଳଲାଇନ୍‌ କଡ଼ରୁ ଉଦ୍ଧାର ହୋଇଛି।...

ପାଉଁଶ ଗଦାରୁ ମିଳିଲା ଅର୍ଦ୍ଧଦଗ୍ଧ ଶରୀର

ଓଡ଼ିଶାଲାଇଭ୍‌ ବ୍ୟୁରୋ   ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦାଣ୍ଡବୋଷ ନିକଟସ୍ଥ ପାଳଗଦାରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ମୃତ ଦେହକୁ...

ଓଡ଼ିଶା ଉପରେ ତେଲୁଗୁ ଦେଶମ, ତୃଣମୂଳ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବି ନଜର 

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆଗାମୀ ୨୦୧୯ ନିର୍ବାଚନ ପାଖେଇ ଆସୁଥିଲା ବେଳେ ବିଜେପି ବ୍ୟତୀତ ଅନ୍ୟ ଦଳର ନଜର ବି ଓଡ଼ିଶା ଉପରେ ପଡ଼ିଛି। ଖବର ମିଳିଛି ଯେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ...

ଆସୁଛି ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୧୨ଘଣ୍ଟା ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ବଳୟ। ୧୩ରୁ ୧୪ ତାରିଖ ମଧ୍ୟରେ ଲଘୁଚାପ ବଳୟ ଅବପାତର ରୂପ ନେବ। ଦୁଇ ଦିନ ମଧ୍ୟରେ ଗଭୀର...