କିଟ୍ ବିଶ୍ଵବିଦ୍ୟାଳୟରେ ରାଷ୍ଟ୍ରିୟ ଦଉଡି ଡିଆଁ ପ୍ରତିଯୋଗିତା
ଓଡ଼ିଶାଲାଇଭ୍ ବ୍ୟୁରୋ
୧୩ଟି ରାଜ୍ୟରୁ ୧୫୨ଜଣ କ୍ରୀଡାବିତ ସାମିଲ
ରାଷ୍ଟ୍ରିୟ ଖେଳକୁଦ ସଂଘ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ରୋପ୍ ସ୍କିପିଙ୍ଗର ସମାପନ ଉତ୍ସବ କିଟ୍ ବିଶ୍ଵବିଦ୍ୟାଳୟରେ ପାଳିତ ହୋଇଯାଇଛି।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ବାରା...
୧୦ଟି ମଲରେ ଲାଗିଲା ଅଗ୍ନିଶମ ବିଭାଗ ନୋଟିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମଲ୍ରେ ନାହିଁ ଅଗ୍ନି ନିର୍ବାପକ ବ୍ୟବସ୍ଥା। ନିଆଁ ଲାଗିଲେ ପରିସ୍ଥିତି ହେବ ଭୟାନକ। ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ତରଫରୁ ନିଆଯାଇଛି ପଦକ୍ଷେପ। ୨ ମାସ ଭିତରେ ଅଗ୍ନି ନିର୍ବାପକ...
ବ୍ୟାସକବିଙ୍କୁ ଝୁରିବ ସାରା ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘବର୍ଷ ଧରି ସରକାରୀ ସ୍ତରରେ ଅଲୋଡ଼ା ହୋଇପଡ଼ିଥିବା ଓଡ଼ିଆ ଭାଷା ସାହିତ୍ୟର କର୍ଣ୍ଣଧାର ବ୍ୟସକବି ଫକୀରମୋହନ ସେନାପତିଙ୍କ ପାଇଁ ଓଡ଼ିଶା ସରକାର ଦରଦ ଦେଖାଇଛନ୍ତି। ତାଙ୍କ ଶ୍ରାଦ୍ଧ ଓ ଜୟନ୍ତୀ ଏଣିକି...
୨୦୧୯ ସୁଦ୍ଧା ପ୍ରତି ଘରକୁ ପାଣି ସଂଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୧୨ ସହରରେ ବସବାସ କରୁଥିବା ୭୦ଲକ୍ଷ ଲୋକଙ୍କ ଘରକୁ ପାଣି ସଂଯୋଗ
ଓଡ଼ିଶାର ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଣି ସମସ୍ୟା ଆସନ୍ତା ୨୦୧୯ ମାର୍ଚ୍ଚମାସ ସୁଦ୍ଧା ଦୂର ହେବ। ୧୧୨ ସହରରେ...
ସାବାଡ଼ ହେବେ ମଦୁଆ ଶିକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଇଡ୍ଲାଇନ୍ ଜାରି
ସ୍କୁଲ ପାଖରୁ ହଟିବ ନିଶା ଦ୍ରବ୍ୟ
ସରକାରୀ ସ୍କୁଲକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ସରକାର ଆଉପାଦେ ଆଗକୁ ବଢ଼ିଛନ୍ତି। ମଦୁଆ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସାବାଡ଼...
ରାଜଧାନୀରେ ପ୍ରତି ୪ ମିନିଟରେ ଗଡ଼ିବ ସିଟି ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀରେ ସୁଧୁରିବ ସିଟି ବସ୍ ବ୍ୟବସ୍ଥା। ଖୁବ୍ଶୀଘ୍ର ଭୁବନେଶ୍ବରକୁ ଆସିବ ୨୦୦ ନୂଆ ସିଟି ବସ୍। ଏହି ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚକ୍ଷମତା ସମ୍ପନ୍ନ କମିଟି।
ବର୍ତ୍ତମାନ ସହରରେ ୧୧୦ଟି...
‘ବନ୍ଦେ ଉତ୍କଳ ଜନନୀ’ ଗାଇବେ ୫୦ହଜାର ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ୫୦ହଜାର ଛାତ୍ରଛାତ୍ରୀ 'ବନ୍ଦେ ଉତ୍କଳ ଜନନୀ ଗାନ କରିବେ।
ଆସନ୍ତା ୧୫ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଏଭଳି...
ହାଇକମାଣ୍ଡଙ୍କ ୬ ଧାଡ଼ିଆ ପ୍ରେସ୍ ରିଲିଜକୁ ନେଇ କଂଗ୍ରେସରେ ଦ୍ୱନ୍ଦ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
ଥଣ୍ଡା ପଡ଼ି ଯାଇଥିବା କଂଗ୍ରେସ ଶିବିରରେ ପୁଣି ହଟଚମଟ ଆରମ୍ଭ ହୋଇଛି। ୬ ତାରିଖରେ ୬ ଧାଡ଼ିଆ ପ୍ରେସ୍ ରିଲିଜ ଏଆଇସିସିରୁ ଆସିବା ପରେ କଂଗ୍ରେସ ଶିବିର ଗରମ୍ ହୋଇଯାଇଛି। ରାହୁଲ...
ତାମିଲ୍ ମହାକବି ତିରୁଭଲ୍ଲୁଭରଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦେଲେ ଶ୍ରଦ୍ଧାଞ୍ଜଳି
ପୁରୀରେ ବାଲୁକା କଳାକୁ ଲୋକାର୍ପିତ କରିଥିଲେ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ୍ ଆର୍.ଅମ୍ବଳଭନନ୍
ଓଡ଼ିଶା ବାହାରେ ପ୍ରଦର୍ଶିତ ହେବ ଏହି...
ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ଼: ବିଜେପୁର ରାଜନୀତି ଗୋଳିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପ-ନିର୍ବାଚନ ପୂର୍ବରୁ ବିଜେପୁରରେ ଗର୍ଜିଛି ବନ୍ଧୁକ। ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ଼ ନେଇ ଆରମ୍ଭ ହୋଇଛି ରାଜନୀତି। ଏହି ଘଟଣାରେ ବିଜେଡିକୁ ଦାୟୀ କରିଛି ବିଜେପି। ବିଜେପି ଅଭିଯୋଗର ବିଜେଡି ଦେଇଛି...