ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ – ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ସତ୍ୟବାଦୀବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଐତିହ୍ୟ କ୍ୟାବିନେଟ୍‍ର ପ୍ରଥମ ବୈଠକରେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ...

ରତ୍ନଭଣ୍ଡାର ଚାବି – କମିଶନଙ୍କ ପାଖରେ ସତ୍ୟପାଠ ଦାଖଲ କରିନି ପ୍ରଶାସନ, ନିରଞ୍ଜନ ମାରିଲେ ବାଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଗତ କିଛିଦିନ ତଳେ ଉଠିଲା ପଡ଼ିଲା ଓଡ଼ିଶା। ଚାବି କୁଆଡ଼େ ଗଲା ତାର ତଦନ୍ତ ପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟୟ ତଦନ୍ତ ଆଦେଶ...

ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ରୀ – ମହିଳା ଓ ଶିଶୁ ବିକାଶ ବିଭାଗର ସର୍ଭେକୁ ନେଇ ହଟଚମଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛାତ୍ରୀମାନଙ୍କୁ ସ୍କୁଲ ଶିକ୍ଷା ସହ ଯୋଡ଼ି ରଖି ପାରି ନାହାନ୍ତି ସରକାର। ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଗଣଶିକ୍ଷା ବିଭାଗକୁ ଦିଆଯାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ନାରୀ...

ଆସିଲାନି ଆମ୍ବୁଲାନ୍ସ, ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି: ଖଟିଆରେ ବୁହା ହେଲେ ପୁଣି ଜଣେ ଗର୍ଭବତୀ ମହିଳା। ତାହା ପୁଣି ୧୦ କିମି ଦୂରକୁ ବୁହା ହୋଇ ଗଲେ। ଆଦିବାସୀଙ୍କ ସ୍ୱାସ୍ଥ୍ୟର ଉନ୍ନତି କରୁଥିବା ସରକାର ଡିଣ୍ଡିମ ପିଟୁଥିବା...

ଓଡ଼ିଶାରେ ମେଡିକାଲ, ଇଞ୍ଜିନିୟରିଂ ଶିକ୍ଷା ମହଙ୍ଗା ହେଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ଓଡ଼ିଶାରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢ଼ିବାକୁ ହେଲେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଅର୍ଥ ଗଣିବାକୁ ହେବ। ଘରୋଇ କଲେଜରେ ଯେଉଁମାନେ ପଢୁଛନ୍ତି ସେମାନଙ୍କ ପାଇଁ ଏହିସବୁ ବୃତ୍ତିଗତ ଶିକ୍ଷା ଲାଗି ପୂର୍ବ...

ଭଦ୍ରକରେ ଚାଞ୍ଚଲ୍ୟ – ମା’କୁ ଶିଳପୁଆରେ ଛେଚି ମାରିଦେବା ପରେ ଝିଅକୁ ଦୁଷ୍କର୍ମ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଛି ଏକ ନୃଶଂସ ଘଟଣା। ରବିବାର ରାତିରେ ତଳସିଠା ଗାଁରେ ବାବୁଆ ମହାନ୍ତି ନାମକ ଜଣେ ଯୁବକ ଏବଂ ତାଙ୍କର କିଛି ସହଯୋଗୀ ମା'କୁ...

ଖାଦ୍ୟ ସୁରକ୍ଷା ବିଲକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି ଖାଦ୍ୟ ସୁରକ୍ଷା ବିଲକୁ କ୍ୟାବିନେଟ ମଞ୍ଜୁରୀ ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯିବ ମୋଟ ୧୧ଟି ମାପଦଣ୍ଡରେ ହିତାଧୀକାରୀ ହେବେ ଚିହ୍ନଟ ...

ନିରାଶ କଲେ ପ୍ରଧାନମନ୍ତ୍ରୀ, ଏବେ ମୁଖ୍ୟମନ୍ତ୍ରୀ ଭରସା – ରାଉରକେଲାରୁ ଭୁବନେଶ୍ୱର ପଦଯାତ୍ରାରେ ବାହାରିଲେ ମୁକ୍ତିକାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ରାଉରକେଲାରୁ ଭୁବନେଶ୍ୱର ପଦଯାତ୍ରାରେ ବାହାରିଛନ୍ତି। କିଛିଦିନ ତଳେ ଗଣମାଧ୍ୟମର ହେଡ୍‌ଲାଇନ୍ ପାଲଟିଥିବା ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଏବେ ପୁଣି ଚର୍ଚ୍ଚାରେ। ପ୍ରଧାନମନ୍ତ୍ରୀ...

ବେକାରୀ ସମସ୍ୟାକୁ ନେଇ ବିକ୍ଷୋଭ: ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର। ପୋଲିସ ଓ ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି। ଛାତ୍ର କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ୍। ବେକାରୀ ସମସ୍ୟାକୁ କେନ୍ଦ୍ର କରି ଆନ୍ଦୋଳନ ଚାଲିଥିବା...

ଟିଟୋ ଲିଙ୍କ୍ – ବାପୁ ପରିଡ଼ାର ଆଉ ଦୁଇ ସହଯୋଗୀ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ୟାଙ୍ଗଷ୍ଟର ଟିଟୋ ସାମ୍ରାଜ୍ୟର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍। ଟିଟୋ ଲିଙ୍କ୍‌ରେ ୨୮ ତାରିଖରେ ପାରାଦୀପରୁ ଗିରଫ ହୋଇଥିବା ବାପୁ ପରିଡ଼ାର ଆଉ ଦୁଇ ଜଣ ସହଯୋଗୀଙ୍କୁ ଏସ୍‌ଟିଏଫ୍ ଗିରଫ କରି...