ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ଦିନିକିଆ ରିମାଣ୍ଡରେ ନେଲା ମାର୍ଶାଘାଇ ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ୟାଙ୍ଗଷ୍ଟର ଟିଟୋକୁ ମାର୍ଶାଘାଇ ପୋଲିସ ମଙ୍ଗଳବାର ପୁଣି ଥରେ ଦିନିକିଆ ରିମାଣ୍ଡରେ ନେଇଛି। ଟିଟୋକୁ ପୁଣି ରିମାଣ୍ଡରେ ଆଣିଲା ମାର୍ଶାଘାଇ ଥାନା ପୋଲିସ। କୁସୁନପୁର ଗାଁର ଲୁଲୁ ଓରଫ ବିଶ୍ୱଜିତ ସାହୁ ହତ୍ୟାକାଣ୍ଡର...

ସୁନାଚେନ୍ ପାଇଁ ନବବଧୂଙ୍କୁ ଜାଳି ଦେଲେ ଶାଶୂଘର ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନା ଚେନ୍‌ ପାଇଁ ନବବଧୂଙ୍କୁ ଜାଳି ହତ୍ୟା ଉଦ୍ୟମ କରିଛନ୍ତି ଶାଶୂଘର ଲୋକେ। ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ। ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ – ତରଳୁଛି ନବୀନଙ୍କ ମନ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ପାଇଁ ଆଜି ତିନି ଜଣ ଜାତୀୟ ସ୍ତରର ନେତା ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି। ବିଜେପି ସଭାପତି ଅମିତ ଶାହ,...

‘ପୁଅ ନୁହେଁ, ଦେଶ ବଡ଼’ – କହିଲେ ଆତଙ୍କବାଦୀ ହବିବୁରର ବାପା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲସ୍କର-ଇ-ତୋଇବା(ଏଲ୍‍ଇଟି) ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ହବିବୁରର ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଜଣାପଡିବା ପରେ ଦେଶରେ ଚର୍ଚ୍ଚାକୁ ଆସିଛି ଓଡ଼ିଶା। ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା କେନ୍ଦ୍ରାପଡ଼ାର ହବିବୁର ରେହମାନର ଘର...

ମୁମ୍ବାଇ ଗଲେ ନବୀନ – ଶିଳ୍ପପତିଙ୍କୁ ଭେଟିବେ, ରୋଡ ସୋ’ରେ ସାମିଲ୍ ହେବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଦିନ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନିବେଶକ ଓ ଶିଳ୍ପପତିମାନଙ୍କୁ ଭେଟିବେ। ଓଡ଼ିଶା ପ୍ରତି ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ନବୀନ...

ଦେଶବ୍ୟାପୀ ଚାଲିଛି ଧର୍ମଘଟ – ଯାତାୟତ ବାଧାପ୍ରାପ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ପରିବହନ ଶିଳ୍ପ ଉପରେ...

ଲଗାଣ ବର୍ଷା ଯୋଗୁଁ ଶ୍ରୀମନ୍ଦିର ଜଗମୋହନରୁ ଗଳୁଛି ପାଣି – ସେବାୟତ କଲେ ଅଭିଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଶ୍ରୀମନ୍ଦିରର ଜଗମୋହନରୁ ଗଳୁଛି ବର୍ଷାଜଳ। ପାଣି ଝରି ବଲ୍ଲଭପିଣ୍ଡିରେ ଲଗାଯାଇଥିବା ଚାନ୍ଦୁଆ ଓଦା ହୋଇଯାଇଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଲଘୁଚାପ ବର୍ଷା ପୁରୀ ସହର ବେହାଲ। ପ୍ରବଳ ବର୍ଷା ଯୋଗୁଁ...

ବର୍ଷାରେ ସାରା ରାଜ୍ୟ ବେହାଲ – ଝଡ଼ତୋଫାନ ସହ ଆହୁରି ବର୍ଷିବ, ୧୦ଟି ଜିଲ୍ଲାକୁ ସତର୍କ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଲଘୁଚାପର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ କଟକ ଓ ଖୋର୍ଦ୍ଧାରେ ସମସ୍ତ ସ୍କୁଲ ଓ କଲେଜକୁ ଆଜି ଦିନକ ପାଇଁ ଛୁଟି ଘୋଷଣା...

ନାଲକୋ ଅଫିସ୍ ପରିଦର୍ଶନ କଲେ ଗଜପତି ମହାରାଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ନାଲ୍‌କୋ ନିଗମ କାର୍ଯ୍ୟାଳୟକୁ ଗସ୍ତ କରି କମ୍ପାନିର ଅଧ୍ୟକ୍ଷ, ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ନାଲ୍‌କୋ ଅନ୍ତର୍ଜତୀୟ...

ପାଟକୁରା ତେଣ୍ଡାଗୁଡ଼ା ଗାଁରୁ ଆତଙ୍କବାଦୀ, ହବିବୁର୍ ରହମାନର ଘର ଠାବ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଧରା ପଡ଼ିଥିବା କୁଖ୍ୟାତ ଆତଙ୍କବାଦୀ ହବିବୁର ରହମାନର ଘର କେନ୍ଦ୍ରାପଡା ଜିଲ୍ଲାରେ କୁହାଯାଉଥିବା ବେଳେ ତାହାର ନିର୍ଦ୍ଦିଷ୍ଟ ଠିକଣା ପାଇବାକୁ କେନ୍ଦ୍ରାପଡ଼ା ପୋଲିସକୁ...