କୁହୁଡ଼ି ଘେରରେ ୭ ଜିଲ୍ଲା

ଓଡ଼ିଶାଲାଇଭ୍ ବ୍ୟୁରୋ ୧୪ ତାରିଖ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ୭ଟି ଜିଲ୍ଲାରେ ଘନକୁହୁଡ଼ି ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କଟକ, ପୁରୀ, ଅନୁଗୁଳ, ଯାଜପୁର,...
omc

OMCରେ ମ୍ୟାନେଜର ପଦବୀ ପାଇଁ ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ସରକାରୀ ଉଦ୍ୟୋଗ ଓଡ଼ିଶା ଖଣି ନିଗମରେ ଖଣି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ www.omcltd.in ସାଇଟ୍‌ରୁ ଆବେଦନପତ୍ର...

ପୁସ୍ତକ ସମୀକ୍ଷା – ପଥସଙ୍ଗିନୀ

ଭାସ୍କର ପରିଚ୍ଛା ନାରୀ ଓ ପ୍ରକାରାନ୍ତରେ ପ୍ରେମକୁ ନେଇ ଯେତେବେଳେ ତିରିଶ ପାଖାପାଖି କବିତାର  ସଂକଳନ ଆଖିରେ ପଡ଼େ, ସ୍ୱାଭାବିକ ଭାବରେ ଏହା ଏକ ପ୍ରକାର ଅନୁସନ୍ଦିତ୍ସା ଜାଗ୍ରତ କରେ। 'ପଥସଙ୍ଗିନୀ' ହେଉଛି କବିତା...

ସନ୍ଧ୍ୟା ଜଳଖିଆରେ କରନ୍ତୁ ବ୍ରେଡ୍‌ ଚପ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଜଳଖିଆ ଖାଇବାକୁ ପ୍ରାୟ ସମସ୍ତେ ଭଲପା’ନ୍ତି। ଏଥିପାଇଁ ଲୋକମାନେ ବାହାରେ ମିଳୁଥିବା ବରା, ପିଆଜି ଖାଇଥା’ନ୍ତି। ହେଲେ ଆପଣ ବ୍ରେଡ୍‌ରେ ତିଆରି ଏକ ନୂଆ ଏବଂ ମଜେଦାର ଖାଇବା ପ୍ରସ୍ତୁତି କରି...

ମୟୂରଭଞ୍ଜ: ଜଙ୍ଗଲରୁ ମୃତ ହାତୀ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଅନ୍ତର୍ଗତ ଜେନାବିଲ ରେଞ୍ଜର ଦେବକୁଣ୍ଡ ନିକଟରେ ମୃତ ହାତୀ ଠାବ। ଅଭୟାରଣ୍ୟର ନିଷିଦ୍ଧାଞ୍ଚଳ ପରିସୀମା ଭିତରେ ଏହି ମୃତ ହାତୀକୁ ବନବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ତେବେ...

ମୟୂରଭଞ୍ଜରେ ନାବଳିକାକୁ ଦୁଷ୍କର୍ମ, ନାବାଳକ ଅଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣାଘଟିଛି। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ ଏକ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି ତଦନ୍ତ...

ବୈଜୟନ୍ତ ପଣ୍ଡାଙ୍କୁ ରାଜ୍ୟ ବିଜେପି ସଭାପତି କରିବା ପାଇଁ ଦଳ ଚାହିଁବ କି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସୋସିଆଲ ମିଡିଆରେ ବୈଜୟନ୍ତଙ୍କୁ ନେଇ ଚର୍ଚ୍ଚା ଜୋର୍‌। ‘ଅପରାଜିତା ଧରିବେ କି ରାଜ୍ୟ ବିଜେପିର ମଙ୍ଗ’? ଏ ସମ୍ପର୍କୀତ ଖବର ଗତ ୮ ତାରିଖରେ ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ହୋଇଥିଲା। ଏହି ଖବରକୁ...

ସ୍ତ୍ରୀ ପଠାଇଲେ ଛାଡ଼ପତ୍ର ନୋଟିସ୍‌, ସ୍ଵାମୀ କଲେ ସୁଇସାଇଡ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ତ୍ରୀର ଛାଡ଼ପତ୍ର ନୋଟିସ୍‌ ଯୋଗୁଁ ସ୍ଵାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଘଟଣ ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସରସ୍ଵତୀ ନଗରରେ। ପାରିବାରିକ କଳହରେ ସ୍ତ୍ରୀ ସ୍ଵାମୀକୁ ଛାଡ଼ପତ୍ର ନୋଟିସ...

ଟୁଇଟର୍‌ରେ ପ୍ରଶ୍ନ ପଚାରିବେ ଲୋକେ, ଲାଇଭ୍‌ ଚାଟ୍‌ରେ ଉତ୍ତର ଦେବେ ପୋଲିସ କମିସନର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକେ ପ୍ରଶ୍ନ ପଚାରିବେ, ଉତ୍ତର ଦେବେ ପୋଲିସ କମିସନର। ଲୋକମାନଙ୍କ ସମସ୍ୟା ଶୁଣିବା ପାଇଁ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏକ ଅଭିନବ ପ୍ରୟାସ କରିଛନ୍ତି। ଆସନ୍ତା ଡିସେମ୍ବର ୧୪ ତାରିଖରେ କମିସନର...

ଓଡ଼ିଶା-ଛତିଶଗଡ଼ ରଣଜୀ ମୁକାବିଲା : ପ୍ରଥମ ଦିନରେ ଛତିଶଗଡ଼କୁ ଅଲଆଉଟ୍ କଲା ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ରଣଜୀ ସିଜିନରେ ଓଡ଼ିଶା ନିଜର ଅଭିଯାନ ଆରମ୍ଭ କରିଛି। ସୋମବାର ଛତିଶଗଡ଼ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଦିନରେ ଓଡ଼ିଶା ବୋଲର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ୍‌ରେ ଓଡ଼ିଶା ଛତିଶଗଡ଼...