ଏଏଫ୍‌ସି ଅଣ୍ଡର-୧୫ ଫୁଟବଲ ଚାମ୍ପିଅନସିପ୍ : ଭାରତୀୟ ଦଳରେ ଦୁଇ ଓଡ଼ିଆ ସାମିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଏଫସି ଅଣ୍ଡର-୧୫ ଫୁଟବଲ ଚାମ୍ପିଅନସିପରେ ଭାଗ ନେବାକୁ ଥିବା ସମ୍ଭାବ୍ୟ ଭାରତୀୟ ଦଳରେ ଦୁଇ ଓଡ଼ିଆ ଖେଳାଳି। ୨୦୨୦ ମସିହାରେ ବାହାରିନରେ ହେବାକୁ ଥିବା ଅଣ୍ଡର ୧୫ ଏଏଫ୍‌ସି ଚାମ୍ପିଅନସିପରେ ଭାଗନେବାକୁ ଯାଉଛି...

ପୋଲିସର ଇଜ୍ଜତ ବଞ୍ଚାଇବା ପାଇଁ ପାଣ୍ଠି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ସାଢ଼େ  ସତର କୋଟି ଟଙ୍କାର ଏକ ପାଣ୍ଠିକୁ ଅନୁମୋଦନ କରିଛନ୍ତି। ରାଜ୍ୟର ସମସ୍ତ ପୋଲିସ ଥାନା ପାଇଁ ଏହି ବ୍ୟୟ ବରାଦ କରାଯାଇଛି। ଥାନାଗୁଡ଼ିକରେ ସ୍ୱଚ୍ଛତା,ଦକ୍ଷତା...

ନଭେମ୍ବରରୁ ଆରମ୍ଭ ହେବ ଶୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ମାସରୁ ରାଜ୍ୟରେ ଅନୁଭୂତ ହେବ ଶୀତ। ନଭେମ୍ବର ପ୍ରଥମ ସପ୍ତାହ ବେଳକୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଶେଷଜ୍ଞ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଦାରିଙ୍ଗବାଡ଼ି,...

କ୍ରୀଡ଼ାବିତ୍‌ଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିବ କେତେ?

ଓଡ଼ିଶାଲାଇଭ ବ୍ୟୁରୋ କ୍ରୀଡ଼ାବିତ୍‌ଙ୍କ ପାଇଁ ଖୁସି ଖବର। କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କ୍ରୀଡ଼ାକୁ ଅଧିକ ମଜବୁତ ପାଇଁ ରାଜ୍ୟ ସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ...

ମହାବାତ୍ୟାର ମୂକସାକ୍ଷୀ ଏରସମା – ବିପନ୍ନଙ୍କ ଆଖି ଆଗରେ ଏବେବି ନାଚି ଉଠୁଛି ଦୁର୍ଦ୍ଦଶାର ଚିତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାବାତ୍ୟାକୁ ପୂରିଲା ୨୦ ବର୍ଷ। ହେଲେ ଆଜିବି ବାତ୍ୟାକୁ ଅତି ପାଖରୁ ଦେଖିଥିବା ଲୋକ ଭୁଲି ନାହାଁନ୍ତି ସେହି ମହାତାଣ୍ଡବର ସ୍ମୃତିକୁ। ବାତ୍ୟାର ୨୦ ବର୍ଷ ପରେ ବି ବାତ୍ୟା ବିପନ୍ନଙ୍କ...

ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶାରେ ନିର୍ମାଣ ହେବ ୩ ଲକ୍ଷ ବାତ୍ୟା ନିରୋଧୀ ପକ୍କା ଘର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ମଙ୍ଗଳବାର ପାଳିତ ହୋଇଛି। ୧୯୯୯ ମହାବାତ୍ୟା ସ୍ମରଣରେ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେବା ନିମନ୍ତେ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ଓଡ଼ିଶା...

ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମିଳିବ ପ୍ରଥମ ୪୮ ଘଣ୍ଟାର ମାଗଣା ଚିକିତ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଘରୋଇ ହସ୍ପିଟାଲରେ ମିଳିବ ପ୍ରଥମ ୪୮ ଘଣ୍ଟାର ମାଗଣା ଚିକିତ୍ସା। ଭୁବନେଶ୍ଵରର ଆପୋଲୋ ଓ ଆମ୍ରି ଏବଂ କଟକର ଅଶ୍ୱିନୀ ହସ୍ପିଟାଲରେ ଏହି ସୁବିଧା...

ଦୁର୍ନୀତିରେ ଓଡ଼ିଶା ଦ୍ୱିତୀୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରୀ ଅଫିସରେ ହେଉଥିବା ଦୁର୍ନୀତିରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ୫-Tଠାରୁ ଆରମ୍ଭ କରି ଯାବତୀୟ ନୂଆ ନୂଆ ଯୋଜନାର ଘୋଷଣା ସରକାର କରିଥିଲେ ମଧ୍ୟ ଦୁର୍ନୀତିକୁ ରୋକିବାରେ ତାହା...

ପୁରୀରେ ପୁଣି ଉଚ୍ଛେଦ – ଭାଙ୍ଗିଲା ମହୋଦଧି ମାର୍କେଟ କମ୍ପ୍ଲେକ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛି ଦିନର ବ୍ୟବଧାନ ପରେ ମଙ୍ଗଳବାର ପୁଣି ପୁରୀରେ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀ ମୋଚିସାହିରେ ଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଉଚ୍ଛେଦ ହେଉଛି। ପୌର ସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ...

ଆଜି ଜୟଦେବ ଭବନରେ ଭକ୍ତି ସଙ୍ଗୀତ ସନ୍ଧ୍ୟା ‘ହେ ଚକାନୟନ’: ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=1UoiZQIlSWo] ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ଭକ୍ତି ସଙ୍ଗୀତ ଆସର ‘ହେ ଚକାନୟନ’ କାର୍ଯ୍ୟକ୍ରମ। ଓଡ଼ିଆ ଭକ୍ତି ସଙ୍ଗୀତର ପ୍ରତିଷ୍ଠିତ ସ୍ୱର ଶାନ୍ତିଲତା ବାରିକ ଛୋଟରାୟଙ୍କ ସଙ୍ଗୀତ ସନ୍ଧ୍ୟା...