ଆଇନ୍ ମନ୍ତ୍ରୀ କହିଲେ – ‘‘ରତ୍ନଭଣ୍ଡାର ପ୍ରସଙ୍ଗରେ ଚୁପ୍ ବସି ନାହାନ୍ତି ରାଜ୍ୟ ସରକାର’’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କିଛି ମାସର ନୀରବତା ପରେ ପୁଣି ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ରାଜନୀତି ତେଜିଛି। ରତ୍ନଭଣ୍ଡାର ଅଳଙ୍କାର ସାର୍ବଜନୀନ କରିବାକୁ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି...

୧୨୦ ବାଟାଲିୟନରେ ପଦାତିକ ବାହିନୀ ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଥାନୀୟ ପ୍ରାଦେଶିକ ସେନା ୧୨୦ ପଦାତିକ ବାହିନୀ ବାଟାଲିୟନଠାରେ ୭୩ତମ ପଦାତିକ ବାହିନୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ୪୦ରୁ ଆରମ୍ଭ କରି ୮୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୟସ...

ଗଜପତି ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ବିଭିନ୍ନ ପଦବୀ ପାଇଁ ନଭେମ୍ଵର ୬ରୁ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ ବ୍ୟୁରୋ ଗଜପତି ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ବିଭିନ୍ନ ପଦବୀରେ ଇଣ୍ଟରଭ୍ୟୁ ତାରିଖ ଘୋଷଣା ହୋଇଛି। ନଭେମ୍ଵର ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବ ଇଣ୍ଟରଭ୍ୟୁ। ଘୋଷଣା ହେଲା ଗଜପତି ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ବିଭିନ୍ନ...

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କେତେ ଅଳଙ୍କାର ଅଛି? ସାର୍ବଜନୀନ କରିବାକୁ ଦାବି କଲେ ବିରୋଧୀ ଦଳ ନେତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ପୁଣି ତେଜିଲା ରାଜନୀତି। ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ସୁନାଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ସନ୍ଦେହ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ...

ଘରେ ପ୍ରସ୍ତୁତ କରନ୍ତୁ ମାଛ ବେସର

ଓଡ଼ିଶାଲାଇଭ୍ ବ୍ୟୁରୋ ସୋରିଷ ବଟା ମାଛ ତରକାରୀ ବା ମାଛ ବେସର ଓଡ଼ିଆମାନଙ୍କ ପାଇଁ ବେଶ୍‌ ପରିଚିତ। ଜାଣନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ମାଛ ବେସର। ଆବଶ୍ୟକୀୟ ସାମଗ୍ରୀ ୪ଜଣଙ୍କ ପାଇଁ କୌଣସି ଏକପ୍ରକାର ମାଛ –...

ଗିରଫ ହେଲା ପଥର ଖଣି ମାଫିଆ ମହମ୍ମଦ ତବରେଜ୍‌

ଓଡ଼ିଶାଲାଇଭ ବ୍ୟୁରୋ ଖୋର୍ଦ୍ଧା ପୋଲିସକୁ ବଡ଼ ସଫଳତା। ଧରାପଡ଼ିଲା ଦୁର୍ଦ୍ଦାନ୍ତ ପଥର ମାଫିଆ ମହମ୍ମଦ ତବରେଜ। ଥାଇଲାଣ୍ଡ ଖସିବାକୁ ଉଦ୍ୟମ କରୁଥିବା ବେଳେ କୋଲକତା ବିମାନ ବନ୍ଦରରୁ ତାକୁ ଗିରଫ କରାଯାଇଛି। ପଥର ଖଣି ମାଫିଆ...

୧୮ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ ବ୍ୟୁରୋ ଦିନ ଦିପହରରେ ଲୁଟି ନେଲେ ଟଙ୍କା। ଦୁଇଟି ବାଇକରେ ୪ଜଣ ଦୁର୍ବୃତ୍ତ ଆସି ଜଣେ ଲୋକଠାରୁ ୧୮ ଲକ୍ଷ ଟଙ୍କା ଝାମ୍ପି ଚମ୍ପଟ ମାରିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଆଠଗଡ଼...

ଏଏଫ୍‌ସି ଅଣ୍ଡର-୧୫ ଫୁଟବଲ ଚାମ୍ପିଅନସିପ୍ : ଭାରତୀୟ ଦଳରେ ଦୁଇ ଓଡ଼ିଆ ସାମିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଏଫସି ଅଣ୍ଡର-୧୫ ଫୁଟବଲ ଚାମ୍ପିଅନସିପରେ ଭାଗ ନେବାକୁ ଥିବା ସମ୍ଭାବ୍ୟ ଭାରତୀୟ ଦଳରେ ଦୁଇ ଓଡ଼ିଆ ଖେଳାଳି। ୨୦୨୦ ମସିହାରେ ବାହାରିନରେ ହେବାକୁ ଥିବା ଅଣ୍ଡର ୧୫ ଏଏଫ୍‌ସି ଚାମ୍ପିଅନସିପରେ ଭାଗନେବାକୁ ଯାଉଛି...

ପୋଲିସର ଇଜ୍ଜତ ବଞ୍ଚାଇବା ପାଇଁ ପାଣ୍ଠି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ସାଢ଼େ  ସତର କୋଟି ଟଙ୍କାର ଏକ ପାଣ୍ଠିକୁ ଅନୁମୋଦନ କରିଛନ୍ତି। ରାଜ୍ୟର ସମସ୍ତ ପୋଲିସ ଥାନା ପାଇଁ ଏହି ବ୍ୟୟ ବରାଦ କରାଯାଇଛି। ଥାନାଗୁଡ଼ିକରେ ସ୍ୱଚ୍ଛତା,ଦକ୍ଷତା...

ନଭେମ୍ବରରୁ ଆରମ୍ଭ ହେବ ଶୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ମାସରୁ ରାଜ୍ୟରେ ଅନୁଭୂତ ହେବ ଶୀତ। ନଭେମ୍ବର ପ୍ରଥମ ସପ୍ତାହ ବେଳକୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଶେଷଜ୍ଞ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଦାରିଙ୍ଗବାଡ଼ି,...