ପାଟକୁରା ପ୍ରଚାର: ବିଜେଡିର ୪୦, ବିଜେପିର ୪୦

ଓଡ଼ିଶାଲାଇଭ୍ ବ୍ୟୁରୋ ପାଟକୁରା ପ୍ରଚାର ପାଇଁ ଉଭୟ ବିଜେପି ଓ ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିର ୪୦ ଷ୍ଟାର ପ୍ରଚାରକ ଘୋଷଣା ହୋଇଥିବା ବେଳେ ବିଜେପି...

ଆଜିର ମୁଖ୍ୟ ଖବର @11AM (୧୧ ଜୁଲାଇ, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ଆଜି ସଚିବାଳୟରେ ବସିବ ମନ୍ତ୍ରୀ ପରିଷଦ ବୈଠକ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ। ସଚିବାଳୟରେ ୧୧.୪୫ ମିନିଟରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ...

ଜାଣନ୍ତୁ, ଶ୍ରୀଜିଉଙ୍କ ‘ସନ୍ଧ୍ୟା ଦର୍ଶନ’ର ଆଧ୍ୟାତ୍ମିକ ମହତ୍ତ୍ୱ

ଓଡ଼ିଶାଲାଇଭ ବ୍ୟୁରୋ ବାହୁଡ଼ା ଯାତ୍ରାର ପୂର୍ବଦିନ ପାଳିତ ହୁଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ସନ୍ଧ୍ୟା ଦର୍ଶନ’। ଏହି ଦର୍ଶନର ଆଧ୍ୟାତ୍ମିକ ମହତ୍ତ୍ୱ ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ। ଭକ୍ତମାନଙ୍କ ପାଇଁ ଠାକୁରଙ୍କ ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ। ‘ନୀଳାଦ୍ରି ମହୋଦୟ’ରେ ବର୍ଣ୍ଣିତ...

ଆଜି ସଚିବାଳୟରେ ବସିବ ମନ୍ତ୍ରୀ ପରିଷଦ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ। ସଚିବାଳୟରେ ୧୧.୪୫ ମିନିଟରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷତା କରିବେ। ବୈଠକରେ କେଉଁ ବିଷୟ ଉପରେ...

ଆଜି ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ

ଓଡ଼ିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=nk2kPxWEM4s] ଶ୍ରୀଜୀଉଙ୍କ ନବଦିନବ୍ୟାପି ରଥଯାତ୍ରାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜନ୍ମଦେବୀରେ ଆଜି ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ। ଭକ୍ତମାନେ ଆଜି ସନ୍ଧ୍ୟା ୭ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିବେ। ସନ୍ଧ୍ୟା...

ନୂଆ ଜାତୀୟ ଶିକ୍ଷା ନୀତି ଉପରେ ମାନସମନ୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆା ଜାତୀୟ ଶିକ୍ଷା ନୀତି ଉପରେ ମାନସ ମନ୍ଥନ କରାଯାଇଛି। ଏହି ଶିକ୍ଷାନୀତି ଦ୍ୱାରା ଓଡ଼ିଶା କେତେ ଲାଭବାନ ହେବ ତା’ ଉପରେ ଆଲୋଚନା କରାଯାଇଥିଲା।...

ପାଟକୁରା ପାଇଁ କଂଗ୍ରେସର ରଣନୀତି, ବାହୁଡ଼ା ପରେ ପ୍ରଚାରକୁ ଓହ୍ଲାଇବେ ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ପାଟକୁରା ଦଖଲ କରିବା ପାଇଁ ବିଜେଡି ଏବଂ ବିଜେପି ପ୍ରଚାରକୁ ଜୋରଦାର କରିଛନ୍ତି। ଘର ଘର ବୁଲି ପ୍ରାର୍ଥୀ କ୍ୟାମ୍ପେନିଂ କରୁଛନ୍ତି। ହେଲେ ପ୍ରଚାରରେ ପଛରେ ପଡ଼ି ଯାଇଥିବା କଂଗ୍ରେସ କିନ୍ତୁ...

ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ଜଗନ୍ନାଥ ଭକ୍ତି ସଙ୍ଗୀତ ‘ଗୁହାରି’ର ଶେଷ ଦିନ କାର୍ଯ୍ୟକ୍ରମର ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=IDV8WqjJCDY] ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜୁଲାଇ ୮ ତାରିଖରୁ ଚାଲିଥିବା ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ର ଆଜି ହେଉଛି ଉଦଯାପନୀ ସନ୍ଧ୍ୟା। ଦେଶ ବିଦେଶର ଦର୍ଶକମାନଙ୍କୁ ଏହି ସମାରୋହ...

ପୁରୀ ବସ୍‌ଷ୍ଟାଣ୍ଡରେ ନାବାଳିକାକୁ ଦୁଷ୍କର୍ମ – ବସ୍ ପରମିଟ୍‌ ବାତିଲ, ମାଲିକଙ୍କୁ ନୋଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବସ୍‌ ଷ୍ଟାଣ୍ଡରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ବସ୍‌ର ପରମିଟ୍ ବାତିଲ କରିଛନ୍ତି ପରିବହନ କମିଶନର। ଏହାସହ ସଂପୃକ୍ତ ବସ୍ ମାଲିକଙ୍କୁ ନୋଟିସ ଦିଆଯାଇଛି। ବସ୍‌ର ସ୍ଥାୟୀ ପରମିଟ୍...

ଶ୍ରୀକ୍ଷେତ୍ର ପୁରୀରୁ ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ବାହୁଡ଼ା ଯାତ୍ରାର ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=nk2kPxWEM4s ଆଉ ମାତ୍ର ଗୋଟିଏ ଦିନ ପରେ ପୁରୀରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ।...