ଭୁବନେଶ୍ୱର ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ସୁନା ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୨୭୮.୮୩ ଗ୍ରାମ୍‌ର ସୁନା ଜବତ ହୋଇଛି। ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍‌ ଓ ଅବକାରୀ ବିଭାଗ ଅଧିକାରୀ ମିଳିତ ଭାବେ ଦୁଇ ଜଣ ଯାତ୍ରୀଙ୍କ ପାଖର ଏହି...

ଜାଣନ୍ତୁ ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଘଟ ପରିକ୍ରମାର ପରମ୍ପରା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ) ଚଳିତବର୍ଷ ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହୋଇଛି ଓ ଏହା ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମା’ଙ୍କ ଆଜ୍ଞାମାଳ ଅସ୍ଥାୟୀ ମଣ୍ଡପରେ...

ନବୀନ ନିବାସ ସାମ୍ନାରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ସାମ୍ନାରେ ଜଣେ ମହିଳା ଆତ୍ମାହୁତି କରିବାକୁ ଉଦ୍ୟମ କରିଛନ୍ତି। ନିଜ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ମହିଳଳାଙ୍କୁ...

ବିଶାଳ ଶୋଭଯାତ୍ରାରେ ଆସି ବ୍ରହ୍ମଗିରି ପାଇଁ ପ୍ରାର୍ଥିପତ୍ର ଭରିଲେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବ୍ରହ୍ମଗିରି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବୁଧବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ଶୋଭଯାତ୍ରାରେ ବ୍ରହ୍ମଗିରିରୁ ବାହାରି...

ବିଜେଡି ଟିକେଟ – ଅବସ୍ଥା ଦେଖି ବ୍ୟବସ୍ଥା!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଯେଉଁ ସାଂସଦ ଓ ବିଧାୟକମାନେ ଗତ ୫ ବର୍ଷ ମଧ୍ୟରେ ଭଲ ପ୍ରଦର୍ଶନ କରି ନାହାନ୍ତି ଓ ଯେଉଁମାନଙ୍କ ଜାମାରେ ଦୁର୍ନୀତିର ଛିଟା ଲାଗିଛି ସେମାନଙ୍କୁ ଟିକେଟ ଦିଆଯିବ ନାହିଁ...

କଟକ ଲୋକସଭା ଆସନ – ତିନି ହେବିୱେଟଙ୍କ ମଧ୍ୟରେ କଡ଼ା ଟକ୍କର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କଟକ ଲୋକସଭା ଆସନରେ ଏଥର ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ଓ କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନଗୋଙ୍କ ଭିତରେ କଡ଼ା ଟକ୍କର ହେବ। (କଟକରୁ ପ୍ରଣବ...

ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=Bp3-dVfBi5U] ବିଶାଳ ଶୋଭାଯାତ୍ରାରେ ଶହ ଶହ ସମର୍ଥକ ଓ କର୍ମୀଙ୍କ ସହ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଅତନୁ ସବ୍ୟସାଚୀ ନାୟକ। ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଗୋପ ଛକରୁ ବହାରି କେନ୍ଦ୍ରାପଡ଼ା...

ବିଜେଡି ଲୋକସଭା ପ୍ରାର୍ଥୀ: କ’ଣ ଅଛି, କ’ଣ ନାହିଁ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଶାସକ ବିଜେଡି ପକ୍ଷରୁ ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଯେଉଁମାନେ ୨୦୧୯ ନିର୍ବାଚନ ପାଇଁ ଟିକେଟ ପାଇଛନ୍ତି ସେମାନେ ହେଲେ: ବ୍ରହ୍ମପୁର –  ଚନ୍ଦ୍ରଶେଖର...

ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଏପ୍ରିଲ ୪ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। କଟକ ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ। କଟକ...

କଟକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକରେ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ଉ କରି  ୪୩ କିଲୋଗ୍ରାମ ଗଞ୍ଜେଇ ସହ ଚୋରା ମଦ ଜବତ କରିଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଅନ୍ୟ...