ଅସୁସ୍ଥତା ସାଜିଲା ପ୍ରତିବନ୍ଧକ- ଦୁଇଟି ଫିଲ୍ମରୁ ବାଦ ପଡ଼ିଲେ ପପୁ ପମ୍‌ପମ୍‌

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ‘ଶ୍ରୀମାନ୍ ସୁରଦାସ’ ଓ ‘ଫୋର୍ ଇଡିଅଟ୍ସ’ ଫିଲ୍ମରୁ ନିଜର ଅସୁସ୍ଥତା ପାଇଁ ଛାଡିଥିଲେ ପପୁ ପମ୍‌ପମ୍‌। ଦଶହରାରେ ରିଲିଜ୍‌ ହୋଇଛି ଏକ ଓଡ଼ିଆ ସିନେମା ଯାହାର ଟାଇଟଲ୍ ହେଲା ‘ଶ୍ରୀମାନ୍ ସୁରଦାସ’।...

ଏଣିକି ଟ୍ରାଫିକ ଜରିମାନା କାର୍ଡରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ପାଇଁ ନୂଆ ଖବର। ପରିବହନ ବିଭାଗ ଆଗରୁ ଯେଉଁଭଳି ରସିଦ କାଟୁଥିଲା ଆଗକୁ ତାହା କରିବ ନାହିଁ। ବିଭାଗ ପକ୍ଷରୁ ଏଚଡିଏଫସି...

ଡିସେମ୍ବର ସୁଦ୍ଧା ରାଜଧାନୀର ସବୁ ସରକାରୀ ଅଫିସରେ ଭିନ୍ନକ୍ଷମଙ୍କ ପାଇଁ ସୁବିଧା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବଡ଼ ବଡ଼ ସହରରେ ଭିନ୍ନକ୍ଷମଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଭିନ୍ନକ୍ଷମ ପହଞ୍ଚ ଅଭିଯାନ ଅନ୍ତର୍ଗତ ନିୟମ ଅନୁଯାୟୀ...

ଭୁବନେଶ୍ୱରରେ ପୂଜା ତୋରଣ – ଲଣ୍ଡନ ରୟାଲ କୋର୍ଟରୁ ଚିତ୍ତୋରଗଡ଼ ଯାଏଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁର୍ଗାପୂଜା ପାଇଁ ରଙ୍ଗିନ ଆଲୋକମାଳା ଏବଂ ତୋରଣରେ ଝଲସୁଛି ଟୁଇନ୍ ସିଟି କଟକ-ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ୱର ଦଶହରା ପର୍ବ ଉପଲକ୍ଷେ ଖୁବ୍ ସଜେଇ ହୋଇଛି। ସବୁ ବର୍ଷ ଭଳି ଏ ବର୍ଷ ବି...

ଓଡ଼ିଶା ବାହାରେ ଦୁର୍ଗା ପୂଜାର ଧୁମ୍ – ନିଆରା ଢଙ୍ଗରେ ମା’ଙ୍କୁ ପୂଜିଥାନ୍ତି ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ବି ମା' ଦୁର୍ଗାଙ୍କ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଚାରି ଦିଗ ମହମହ ବାସି ଉଠୁଛି। କାରଣ ଧରାପୃଷ୍ଠକୁ ଓହ୍ଲାଇଛନ୍ତି...

ଚର୍ଚ୍ଚାରେ ଅର୍ଚ୍ଚିତା-କେତେବେଳେ ଏସିପି ତ କେତେବେଳେ ଆଡଭୋକେଟ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏସିପି, ଆଡଭୋକେଟ ଭୂମିକାରେ ପରଦାକୁ ଆସିଥିବା ଅର୍ଚ୍ଚିତା ଏବେ ଦେଖାଦେବେ ବକ୍ସର ଭୂମିକାରେ ଓଲିଉଡର ଆଗ ଧାଡ଼ିର ନାୟିକା ଅର୍ଚ୍ଚିତା ଦମ୍‌ଦାର୍‌ ରୋଲ୍‌ରେ ନଜର ଆସି ବେଶ୍ ଚର୍ଚ୍ଚିତ ହୋଇଛନ୍ତି। କେବେ...

ପ୍ରଶାସନ ଶୁଣିଲାନି – ଝିଅର ଶବ କାନ୍ଧରେ ବୋହିଲା ବାପା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଆତଙ୍କପୁର ଗାଁରେ ହୃଦୟବିଦାରକ ଘଟଣା। ଝିଅର ଶବ କାନ୍ଧରେ ବୋହି ୮ କିଲୋମିଟର ଚାଲିଲେ ବାପା। କଳାହାଣ୍ଡି ଜିଲ୍ଲାର ଦାନ ମାଝି ନିଜ ସ୍ତ୍ରୀର ଶବକୁ...

ମୋଦିଙ୍କୁ ନବୀନ ଲେଖିଲେ ଚିଠି – ‘ତିତ୍‌ଲି ପାଇଁ ଆଗ ଦିଅ ହଜାରେ କୋଟି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ମୋଟ ୨୭୭୦.୨୮ କୋଟି ଟଙ୍କାର କ୍ଷତି ଏନ୍‌ଡିଆର୍‌ଏଫ୍ ଫଣ୍ଡରୁ ୨୦୧୪.୦୯ କୋଟି ଟଙ୍କା ଦାବି ମଧ୍ୟବର୍ତ୍ତିକାଳୀନ ସହାୟତା ପାଇଁ ୧୦୦୦ କୋଟି ୬୦.୧୧ ଲକ୍ଷ ଲୋକ ପ୍ରଭାବିତ ମୁଖ୍ୟମନ୍ତ୍ରୀ...

କୋଣାର୍କ ଗଣଦୁଷ୍କର୍ମ : ମେଡିକାଲ ରିପୋର୍ଟକୁ ଅପେକ୍ଷା, ପୀଡ଼ିତାଙ୍କୁ ଭେଟିଲେ ବିଜେପି-କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ଗଣଦୁଷ୍କର୍ମ ମାମଲାକୁ ୪୮ ଘଣ୍ଟା ପୂରିଲାଣି। ହେଲେ ଘଟଣା ଉପରୁ ପରଦା ହଟାଇ ପାରିଲାନି ପୋଲିସ। ପ୍ରକୃତରେ ଗଣଦୁଷ୍କର୍ମ ହୋଇଛି ନା ଏଠି ଦେହ ବେପାର ଚାଲିଥିଲା ତାକୁ...

ଗଜପତିରେ ତିତ୍‌ଲି ପ୍ରଭାବିତଙ୍କୁ ଭେଟିଲେ ଧର୍ମେନ୍ଦ୍ର – କହିଲେ, “ଦାୟିତ୍ୱ ଭୁଲିଗଲେ ସରକାର”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଜପତି ଜିଲ୍ଲାର କଇଁପୁର ଗାଁ ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ ତୀର ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତିତ୍‌ଲି ଓଡ଼ିଶା ଛାଡ଼ିବାର ୮ ଦିନ ହେଲାଣି। କିନ୍ତୁ ଏହାକୁ ନେଇ ରାଜନୀତି...