ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ କଂଗ୍ରେସ ଭିତରେ ଫାଟ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଓଡ଼ିଶା କଂଗ୍ରେସ ଭିତରେ ଉପୁଜିଲାଣି ବିବାଦ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଓଡ଼ିଶା କଂଗ୍ରେସ ଭିତରେ ବିବାଦ ସୃଷ୍ଟି ହୋଇଛି। ଏହାବ୍ୟତୀତ ଦଳ ଭିତରେ ଦୁଇଟି...

ଓଡ଼ିଆ ଝିଅର କମାଲ, ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ଜୟନ୍ତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ଏସିଆନ ପାରା ଗେମ୍ସରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ବ୍ରୋଞ୍ଜ ପଦକ ଜିତି ଓଡ଼ିଶା ପାଇଁ ଗୌରବ ହାସଲ କରିଛନ୍ତି। ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ଏସିଆନ ପାରା ଗେମ୍ସରେ...

ମାଡ଼ି ଆସୁଛି ବାତ୍ୟା ‘ତିତଲି’, ଭୟଭୀତ ଓଡ଼ିଶାବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=odrFtVSKgnQ&t=7s ମାଡ଼ି ଆସୁଛି ବାତ୍ୟା ‘ତିତଲି’ ଗୋପାଳପୁରଠାରୁ ୫୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ସର୍ତକ ରହିବାକୁ...

ଏଥର ଜମିବ ପୂଜା ବଜାର – ପରଦାରେ ନିଆଁ ଲଗାଇବେ ଦୁଇ ଓଲିଉଡ ଯୋଡ଼ି

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏଥର ପୂଜା ବଜାରକୁ ଗରମ କରିବ 'ଶ୍ରୀମାନ୍ ସୁରଦାସ’ ଓ ‘ପ୍ରେମ କୁମାର’। ପୂଜାରେ ଆସୁଛି ଦୁଇଟି ଓଡ଼ିଆ ସିନେମା। ଗୋଟିଏ ହେଲା ‘ଶ୍ରୀମାନ୍ ସୁରଦାସ’ ଓ ଅନ୍ୟଟି ହେଲା ‘ପ୍ରେମ...

ବିଜେଡିକୁ ଘେରିବା ପାଇଁ ବିଜେପିର ବଡ଼ ଯୋଜନା – ଗାଁ ଗାଁରେ ପଦଯାତ୍ରା କରିବ ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସବୁ ବ୍ଲକ ଅଫିସ ଘେରାଉ ନଭେମ୍ବର ୧ରୁ ୩୦ ତାରିଖ ଯାଏଁ ଜନଜାଗରଣ ପଦଯାତ୍ରା ଡିସେମ୍ବର ୧ରୁ ୩୦ ଯାଏଁ ପରିବର୍ତ୍ତନ ଯାତ୍ରା ରାଜ୍ୟ...

ଯୁବକଙ୍କ ଗଳାକାଟି ଫିଙ୍ଗିଦେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ନୂଆଗୋଳାବନ୍ଧ ନିକଟରେ ଜନୈକ ଯୁବକକୁ ଅତି ବିଭତ୍ସ ଭାବେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ନୂଆଗୋଳାବନ୍ଧ ସ୍କୁଲ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର...

ଖୋଲିଲା ସେଲ୍ସମ୍ୟାନ ହତ୍ୟାକାଣ୍ଡର ଗୁମର, ୫ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ହୋଇଥିବା ମଦ ଦୋକାନ ସେଲ୍ସମ୍ୟାନ ହତ୍ୟାକାଣ୍ଡର ପରଦାଫାସ୍ ହୋଇଛି। ପୂର୍ବ ଶତ୍ରୁତା ନୁହେଁ, ବରଂ ଲୁଟ ପାଇଁ ଘଟିଥିଲା ସେହି ଜଘନ୍ୟ ହତ୍ୟାକାଣ୍ଡ। ଆଜି...

ପୁରୀ ହିଂସାକାଣ୍ଡ ପଛରେ କାହାର ହାତ? ତେଜିଲା ରାଜନୀତି, ମହେଶ୍ୱରଙ୍କୁ ଦାୟୀ କଲେ ବିରୋଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ହିଂସାକାଣ୍ଡ ପାଇଁ ବିଧାୟକ ମହେଶ୍ୱର ମହାନ୍ତିଙ୍କୁ ଦାୟୀ କରିଛନ୍ତି ବିରୋଧୀ। ଦାମ ଦାବି କଲେ ଇସ୍ତଫା। ପୁରୀ ବନ୍ଦ ବେଳେ ଦେଖାଦେଇଥିବା ହିଂସାକାଣ୍ଡକୁ ୫ ଦିନ ବିତିଲାଣି। ୫ ଦିନ ପରେ ଏହି...

ଆନ୍ଧ୍ରରୁ ଗିରଫ ହେଲେ ଫୁଲବାଣୀର ପୂର୍ବତନ ବିଧାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରୁ ଗିରଫ ହୋଇଛନ୍ତି ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର। ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଦେବେନ୍ଦ୍ର ଗିରଫ ହୋଇଛନ୍ତି। ସଂପୃକ୍ତ ମହିଳା ଜଣକ ଫୁଲବାଣୀ ସଦର ଥାନାରେ...

ବାତ୍ୟା ‘ତିତଲି’ ପାଇଁ ଛୁଟି ବାତିଲ, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=odrFtVSKgnQ&t=7s ଆନ୍ଧ୍ର ଓ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା 'ତିତଲି'। ବାତ୍ୟା ମୁକାବିଲା ପାଇଁ ସରକାର ହେଲେ ପ୍ରସ୍ତୁତ। ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି।...