ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନ – ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନର ଦ୍ଵିତୀୟ ଦିନରେ ବି ଗୃହ କାର୍ଯ୍ୟ ସଠିକ୍ ଭାବରେ ଚାଲିପାରିନାହିଁ। କଂଗ୍ରେସ ଓ ବିଜେପି କର୍ମୀଙ୍କ ହଟ୍ଟଗୋଳ ଯୋଗୁଁ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ...

ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍‌ ସହ ଯୋଡ଼ିବା ପାଇଁ ‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ମିଟ୍‌ ଆୱାର ଷ୍ଟାର୍ଟଅପ୍‌ ହିରୋଜ୍‌’ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମିଟ୍‌ ଆୱାର ଷ୍ଟାର୍ଟଅପ୍‌ ହିରୋଜ୍‌ କାର୍ଯ୍ୟକ୍ରମ ଆରମ୍ଭ ଶୁଭାରମ୍ଭ କଲେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ‘ନେଷ୍ଟଏୱେ’ର ସହ ପ୍ରତିଷ୍ଠାତା ଅମରେନ୍ଦ୍ର ସାହୁ କହିଲେ ତାଙ୍କ...

ହସ୍ପିଟାଲରୁ ବିଧାନସଭା ମୌସୁମୀ ଅଧିବେଶନରେ ଯୋଡ଼ି ହେଲେ ପ୍ରଦୀପ୍ତ ନାଏକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାନସଭା ମୌସୁମୀ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ଦୀର୍ଘ ଦିନରୁ କରୋନାରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିବା ବିରୋଧୀ ଦଳ ନେତା...

କୋଭିଡ କଟକଣା ଭିତରେ ମୌସୁମୀ ଅଧିବେଶନ – ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ କଟକଣା ଭିତରେ ବୁଧବାରଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସଠାରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ଅଧିବେଶନ ସହ ଯୋଡ଼ି ହୋଇ ଦିବଙ୍ଗତ...

ରାଜ୍ୟରେ ଶହେ ତଳକୁ ଖସୁନି ପିଲାଙ୍କ ସଂକ୍ରମଣ – କରୋନାରେ ଆଖି ବୁଜିଲା ୮ ବର୍ଷର ନାବାଳିକା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଜାରି ରହିଛି କରୋନାର ଦ୍ଵିତୀୟ ଲହର ସଂକ୍ରମଣ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ  ଅନୁସାରେ ପ୍ରତିଦିନ ହଜାରେ ତଳକୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେମାନଙ୍କ ମଧ୍ୟରେ ୧୦୦ରୁ...

‘ମୋ କଲେଜ’ ଅଭିଯାନ: ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ୫ ଲକ୍ଷ ଟଙ୍କା ଦାନ କଲେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଏ କେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ମୋ କଲେଜ’ ଅଭିଯାନରେ ସାମିଲ ହୋଇ ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ଅରୁଣ କୁମାର ସାବତ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ବିକାଶ ଲାଗି ଏହି ଅର୍ଥ...

କଟକ ପାଇଁ ଗଣେଶ ପୂଜା ଗାଇଡଲାଇନ – ୪ ଫୁଟ ମୂର୍ତ୍ତି, ମଣ୍ଡପରେ ସାଧାରଣ ଦର୍ଶନ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ କଟକ ସହରରେ ପାଳନ ହେବ ଗଣେଶ ପୂଜା। ଆସନ୍ତା ସେପ୍ଟେମ୍ବର ୧୦ରେ ତାରିଖରେ ଗଣେଶ ପୂଜା ପଡ଼ୁଥିବାରୁ ଏବେଠାରୁ ସତର୍କ ହୋଇଛି...

ବିବାହ ଉତ୍ସବରେ ଶୋଭାଯାତ୍ରାକୁ ଅନୁମତି – ବରଯାତ୍ରୀଙ୍କୁ ମିଶାଇ ସର୍ବାଧିକ ୫୦ ଜଣ ରହିପାରିବେ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ମାସ ପାଇଁ ରାଜ୍ୟରେ ନୂଆ କୋଭିଡ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବିବାହ...

କୋହଳ ହେଲା କୋଭିଡ କଟକଣା – ରାଜ୍ୟରେ ସବୁଠି ହଟିଲା ସପ୍ତାହାନ୍ତ ସଟଡାଉନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ କୋଭିଡ କଟକଣାକୁ କୋହଳ କରିଛନ୍ତି ସରକାର। ମଙ୍ଗଳବାର ସେପ୍ଟେମ୍ଵର ମାସ ପାଇଁ ଗାଇଡଲାଇନ୍ ଜାରି କରି କଟକ, ଭୁବନେଶ୍ଵର ଏବଂ ପୁରୀରୁ...

ଶିକ୍ଷକ ଓ ସ୍କୁଲକର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ପ୍ରତି  ବିଶ୍ୱରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ଏହି ସ୍ଥିତିକୁ ନଜରରେ ରଖି ଅନେକ  ଦେଶ ଏବେ କରୋନା କଟକଣାକୁ ପୂର୍ବାପେକ୍ଷା କୋହଳ କରୁଛନ୍ତି। ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ...