ଏପ୍ରିଲ ପହିଲାରୁ BS-IV ଗାଡ଼ି କିଣାବିକା ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ପହିଲାରୁ ବିଏସ୍‌-୪ ଗାଡ଼ିର କିଣାବିକା ତଥା ପଞ୍ଜୀକରଣ ବନ୍ଦ ହେବ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଏସ୍‌-୪ ଗାଡ଼ି କିଣାବିକା ବନ୍ଦ କରାଯିବ। ନୂଆ ଗାଡ଼ି କିଣିବାକୁ ଇଚ୍ଛୁକ ପ୍ରାର୍ଥୀ ଏନେଇ...

ବିଜେଡି ପାଇଁ ଅଡୁଆ ଅନୁପ ସାଏ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୬ ଡବଲ ମର୍ଡର ଘଟଣାରେ ବନ୍ଧା ହେଲେ ଅନୁପ ସାଏ। ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଏବେ ଅଡୁଆରେ। କେବଳ ସେ ଅଡୁଆରେ ନାହାନ୍ତି, ବିଜେଡିକୁ ବି ଅଡୁଆରେ ପକାଇଛନ୍ତି।...

ପ୍ରତିରକ୍ଷା ମନ୍ତ୍ରାଳୟରେ କନ୍‌ସଲ୍‌ଣ୍ଟାଣ୍ଟ୍‌ – ଟ୍ରାନ୍ସ୍‌ଲେଟର୍‌ ପଦବୀରେ ନିଯୁକ୍ତି, ମାର୍ଚ୍ଚ ୧୧ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିରକ୍ଷା ମନ୍ତ୍ରାଳୟ (ମିନିଷ୍ଟ୍ରୀ ଅଫ୍‌ ଡିଫେନ୍ସ) ରେ କନ୍‌ସଲ୍‌ଣ୍ଟାଣ୍ଟ୍‌ (ଟ୍ରାନ୍ସ୍‌ଲେଟର୍‌) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ହିଁ ଆବେଦନ କରିପାରିବେ। ଏହି ପଦବୀ ପାଇଁ...

ଆସୁଛି ଓଡ଼ିଆ ଓ୍ୱେବସିରିଜ୍‌ ‘ଚୁମ୍ବକ’ – ସମଲିଙ୍ଗୀ ଚରିତ୍ରରେ ଅଭିନୟ କରିବେ ଦିବ୍ୟା ଓ ତମନ୍ନା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଡ଼ିଆ ପରଦାରେ ଓଡ଼ିଆ ଦର୍ଶକଙ୍କ ପାଇଁ ରିଲିଜ୍‌ ହେବାକୁ ଯାଉଛି ଓଡ଼ିଆ ଓ୍ୱେବ ସିରିଜ୍ ଚୁମ୍ବକ। ସମଲିଙ୍ଗୀ ସମ୍ପର୍କକୁ ନେଇ ପ୍ରସ୍ତୁତ ହୋଇଛି ଏହି ଓ୍ୱେବ୍‌ ସିରିଜ। ଦୁଇ ଝିଅ...

ଅନୁପ ସାଏଙ୍କ ହାତ ଛାଡ଼ିଦେଲା ବିଜେଡି, ଦଳରୁ ବିଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ବରିଷ୍ଠ ନେତା ଅନୁପ ସାଏଙ୍କ ହାତ ଛାଡ଼ିଦେଲା ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି। ଏହାସହ ସେ ରାଜ୍ୟ...

କେନ୍ଦ୍ରାପଡ଼ାରେ ଧସିଗଲା ନିର୍ମାଣଧିନ ରେଳ ଲାଇନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦବିଗଲା ନିର୍ମାଣଧିନ ରେଳ ଲାଇନ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ନିର୍ମାଣଧିନ ପାରାଦୀପ-ହରିଦାସପୁର ରେଳଲାଇନ ଦବିଯାଇଛି। ଫଳରେ ରେଳ ଲାଇନ ନିକଟରେ ଥିବା କିଛି ଘର କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ...

ପ୍ରେମ ନିବେଦନରେ ବିଫଳ ହୋଇ କୀଟନାଶକ ପିଇଲେ ଯୁବକ

ଓଡ଼ିଶାଲାଇଭ୍ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ରାତି ପାହିଲେ ଭାଲେଣ୍ଟାଇନ ଡେ’ ବା ପ୍ରେମର ଦିବସ। ଏହି ଦିବସ ପୂର୍ବରୁ ଜଣେ ଯୁବକ ପ୍ରେମରେ ବିଫଳ ହୋଇ ପିଇଲେ କୀଟନାଶକ।   ଏଭଳି ଏକ ଘଟଣା...

ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରଖିଲେ ବନ୍ଧୁ ବୀରଭଦ୍ର, ପରିବାର ସହ ଗଲେ ରାଷ୍ଟ୍ରପତି ଭବନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତିଙ୍କୁ ଭେଟିଲେ ତାଙ୍କର ପୁରୁଣା ଦିନର ବନ୍ଧୁ ବୀରଭଦ୍ର ସିଂ। ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରି ପୂର୍ବତନ ସାଂସଦ ବୀରଭଦ୍ର ସିଂ ଫେବ୍ରୁଆରି ୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ...
job

କନ୍ଧମାଳସ୍ଥିତ ସିଡିଏମ୍‌ସ ଅଫିସ ଅଧୀନରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି: ଫେବ୍ରୁଆରି ୨୮ରେ ଓ୍ଵାକ ଇନ୍‌ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ କନ୍ଧମାଳସ୍ଥିତ କର୍‌ପସ୍‌ ଫଣ୍ଡ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ବିଭିନ୍ନ ପଦବୀରେ ମୋଟ୍‌ ୮ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରି ୨୮ରେ ଅନୁଷ୍ଠିତ ହେବ...

ରଣଜୀ ମ୍ୟାଚ – ଝାଡଖଣ୍ଡ ବିପକ୍ଷରେ ଓଡ଼ିଶାର ୪୩୬ରନ୍‌ର ବିଶାଳ ସ୍କୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା-ଝାଡ଼ଖଣ୍ଡ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ରଣଜୀ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୪୩୬ ରନ୍‌ର ବିଶାଳ ସ୍କୋର କରିଛି। ବର୍ତ୍ତମାନ ଝାଡ଼ଖଣ୍ଡ ପ୍ରଥମ ଇଂନିସ ଖେଳ...